Daily Archives

ପୋଲିସ ପଞ୍ଝାରେ ବାଇକ୍ ଚୋର : ୧୫ ବାଇକ୍ ଜବତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍) : ଦୀର୍ଘ ଦିନ ଧରି ବୋରିଗୁମ୍ମା ଥାନା ଅଞ୍ଚଳରେ ବେଶ୍ ସକ୍ରିୟ ଥିଲେ ବାଇକ୍ ଲୁଟେରା ଦଳ । ଏମିତି କି ଗତ ୩ ମାସ ମଧ୍ୟରେ ବୋରିଗୁମ୍ମା ଅଞ୍ଚଳରୁ ୧୬ରୁ ଅଧିକ ବାଇକ୍ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାକି ବୋରିଗୁମ୍ମା ପୋଲିସ ପାଇଁ
Read More...

ଗଣ୍ଡାବଜା ପତ୍ରିକାର ସପ୍ତମ ସ୍ୱନକ୍ଷତ୍ର ଦିବସ

ସମ୍ବିଧାନର ମୂଳତତ୍ୱକୁ ସଂସଦ ମଧ୍ୟ ସଂଶୋଧନ କରିପାରିବ ନାହିଁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାପ୍ତାହିକ ଖବରକାଗଜ ଗଣ୍ଡାବଜାର ସପ୍ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ଆମ ସମ୍ବିଧାନ ଆମ ଧର୍ମଗ୍ରନ୍ଥ”
Read More...

ବଲାଙ୍ଗିର ମାଲପଡା ନାଗରିକ କମିଟିର ପରିବେଶ ସୁରକ୍ଷା ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ମାସିକ ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପରିବେଶ ସୁରକ୍ଷା ଉପରେ ବିଶେଷ ଆଲୋଚନା ମାଧ୍ୟମରେ ୱାର୍ଡ ନଂ ୧୪ ଓ ୧୫ରେ ରାସ୍ତା ନିର୍ମାଣ, ବୃକ୍ଷରୋପଣ ଉପରେ ଆଲୋଚନା
Read More...

ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମସ୍ୟାର ଅଭିଯୋଗ ଶୁଣାଣୀ ଓ ଏହାର ଆଶୁ ସମାଧାନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମୁଖ୍ୟଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା, ଉପ
Read More...

ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ଆୟୋଜିତ

ଦେବେନ୍ଦ୍ର ଦାଶ ଥିଲେ ପ୍ରଚଣ୍ଡ ପ୍ରତିଭାର ବିସ୍ଫୋରଣ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରୟାତ ପ୍ରଜ୍ଞାପୁରୁଷ ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ସ୍ମାରକୀ ବକ୍ତୃତା ମାଳା ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ
Read More...

ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କର ଦେହାନ୍ତ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କର ଦେହାନ୍ତ ହୋଇଛି। ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଶାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା। ଅଭିନେତ୍ରୀ ଆଶା ଟେଲିଭିଜନ ଦୁନିଆର ଏକ ଜଣାଶୁଣା ନାମ । ଆଶା ଶର୍ମା
Read More...

ପାଇକମାଲ ହାଇସ୍କୁଲରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟୋରିଅମ୍‌ରେ ପାଇକମାଲ ବ୍ଲକର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଡିଇଓ ରାଧାକାନ୍ତ ଛତ୍ରୀ
Read More...

ବାଇକ ଏବଂ ବୋଲେରୋ ଧକ୍କା : ଶିକ୍ଷକଙ୍କ ମୃତ୍ୟୁ

ବୌଦ୍ଧ : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନଂ.୫୭ର ବାଣୀଗୋଚ୍ଛା ଥାନାର ଦୁର୍ଗା ପ୍ରସାଦ ବୁଲାଣୀଠାରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବାଇକ ଚାଳକ କଟକ ଜିଲ୍ଲା ନରସିଂହପୁର
Read More...

ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ବ୍ଲକର ବିଭିନ୍ନ ମଠ ମନ୍ଦିରମାନଙ୍କରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଗୀତ ଭବନ, ରାଧାକୃଷ୍ଣ ମନ୍ଦିର, ମୁଖିଗୁଡ଼ଜ୍ଝ, ବାନେର, କଦୋ ପଦର, ପୋଲକା ମୁଣ୍ଡା ଆଦି
Read More...

ଶିଶୁ ଅଧିକାର, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଅଧିକାର, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଧୋବା ଉଚ୍ଚ ବିଦ୍ୟାଳୟ, ହର୍ଡାଟାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟଅତିଥି ଭାବେ ଧୋବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ
Read More...