Daily Archives

ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକା ଓ ଦିବା ପର୍ଯ୍ୟାୟର ଶିଶୁ ଭାଇଭଉଣୀମାନେ ରାଧାକୃଷ୍ଣ ଓ ସୁଦାମା ବେଶରେ ସଜ୍ଜିତ ହୋଇଆସିଥିଲେ । ପ୍ରଥମେ ରାଧାକୃଷ୍ଣଙ୍କୁ
Read More...

ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଅନୁସରଣ କରି ଗୃହ…

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ୫ଟି ନୂତନ ଜିଲ୍ଲା-ଯଂସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗରେ ପ୍ରଶାସନକୁ ସୁଦୃଢ଼ କରିବାର ଐତିହାସିକ ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଦ୍ୱାରଦେଶରେ ସରକାରୀ ଯୋଜନାର ଲାଭ ପାଇବାକୁ ସକ୍ଷମ
Read More...

ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ : ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ…

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସହର ନିକଟସ୍ଥ
Read More...

ସମାଜସେବୀ କୁଞ୍ଜ ବିହାରୀ ସାହୁଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା ) : କଳାହାଣ୍ଡି ଜିଲ୍ଲା ବିଜମରା ଗ୍ରାମର ସମାଜସେବୀ ତଥା ସଂଗଠକ କୁଞ୍ଜ ବିହାରୀ ସାହୁଙ୍କ ୩ ମାସ ଧରି କୋମା ଅବସ୍ଥାରେ ମୃତ୍ୟୁ ସାଙ୍ଗରେ ସଙ୍ଘର୍ଷ କଲା ପରେ ଆଜି ପୂର୍ବାହ୍ନରେ ନିଜ ଜନ୍ମ ମାଟିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ
Read More...

ରାମଚଣ୍ଡି ମନ୍ଦିରରେ ଯୁବ କୁଲୁତା ସମାଜର ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହନାଥ ସ୍ଥିତ ରାମଚଣ୍ଡି ମନ୍ଦିର ପରିସରରେ ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ସାର୍ବଜନୀନ ଦୁର୍ଗାପୂଜା ଉପହାର କୁପନ ଓ ସହାୟତା ରାଶି ବହି ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜଭାଟୀ ସ୍ଥିତ ଦୁର୍ଗା ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜା କମିଟୀର ଚଳିତ ବର୍ଷର ଉପହାର କୁପନ ଓ ସହାୟତା ରାଶି ବହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେଇ ବହି ଗୁଡିକ ଉନ୍ମୋଚିତ
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମା ବିଦ୍ୟା ମନ୍ଦିର ସାହାଜବାହାଲ ଠାରେ ମହାସମାରୋହର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇଥିଲେ । ମୁଖ୍ୟ ଆଚାର୍ଯ୍ୟ ଚନ୍ଦ୍ର କୁମାର ପୁରୋହିତ, ରଘୁନାଥ, ଶେଷଦେବ,
Read More...

ଲରମ୍ଭା କଲେଜରେ କଲା ପ୍ରତିଷ୍ଠା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜନ୍ମାଷ୍ଟମୀ ଅବସରରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ମାନ୍ୟବର ବରଗଡ ଲୋକସଭା ସାଂସଦ
Read More...

ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୀତିନିଷ୍ଠ ସାଧକ ତଥା ଆଦର୍ଶ ଶିକ୍ଷକ ଗୋପୀନାଥ ପାଢ଼ୀ (୮୮)ଙ୍କ ସୋମବାର ସକାଳ ୭ଟା ୧୫ ମିନିଟ୍ ସମୟରେ ତାଙ୍କ ବଲାଙ୍ଗିର ଆଦର୍ଶପଡା ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ପ୍ରାୟ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ହୋଇ ଘରେ
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ୍ରେନ୍‌ ସମସ୍ୟାକୁ ନେଇ ଗ୍ରାମବାସୀ ଉତ୍ତେଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ ୮ କିଲୋମିଟର ଦୂର ଟୁକୁର୍ଲ୍ଲା ମୌଜାରେ ଗଢି ଉଠିଥିବା ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନିର୍ଗତ ହେଉଥିବା ମଇଳା ପାଣିକୁ ନେଇ ଆଜି ଟୁକୁର୍ଲ୍ଲା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗ୍ରାମରୁ ଶତାଧିକ ମହିଳା ପୁରୁଷ
Read More...