Daily Archives

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତୁରେକେଲା (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଲକ୍ଷପତି ଦିଦି ମାନଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନୀଳମାଧବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରଠାରେ ଶ୍ରୀକ୍ରିଷ୍ଣା ଜନ୍ମାଷ୍ଟମୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୋମବାର ଦିନ ସକାଳ ୯.୩୦ ମିନିଟ୍‌ ସମୟରେ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିର ଠାରେ ମନ୍ଦିର ପରିଚାଳନା ଆନୁକୁଲ୍ୟରେ ମହାସମାରୋହରେ ଶ୍ରୀକ୍ରିଷ୍ଣା ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ପ୍ରଥମ କର୍ତ୍ତା ଭାବେ ତରୁଣ ପୋଢ଼ ସହ ଧର୍ମିନୀ ଶ୍ରୀମତୀ
Read More...

ମୁରିବାହାଲ ଯାଦବ ଭବନଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନ ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଦବ ସମାଜର ବରିଷ୍ଠ କର୍ମକର୍ତ୍ତା ତଥା ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର
Read More...

୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ : ଦୁର୍ଘଟଣାପରେ ଡ୍ରାଇଭର୍‌ ଫେରାର୍‌

ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଘଟଣାଗ୍ରସ୍ତ ଟ୍ରିପର ଭିତରୁ ପୁଳାପୁଳା ଗଞ୍ଜେଇ ବସ୍ତା ଜବତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି ବୈପାରିଗୁଡା ପୋଲିସ । ଶନିବାର ରାତ୍ରି ୧୦ଟା ପରେ ବୈପାରିଗୁଡା
Read More...

ଜଗଦଲପୁର ମଣ୍ତଳରେ ସଦସ୍ୟତା ଅଭିଯାନ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଜଗଦଲପୁର ମଣ୍ତଳ ପକ୍ଷରୁ ନିଲିଜିପତ୍ରା ଛକଠାରେ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ ଅଧ୍ୟକ୍ଷତା ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ତଥା
Read More...

ସୁରଟରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ଛତ୍ରପୁର ବିଧାୟକ ଭେଟି ସହାୟତା ପ୍ରଦାନ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ର ଯୁବକ ସଦାନନ୍ଦ ପ୍ରଧାନ ସୁରଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ରବିବାର ଦିନ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି । ଜ୍ଵରରେ ପୀଡିତ ହୋଇ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା
Read More...

ଅନ୍ଵେଷାର ୧୦୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ଶହେ ୪ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି । ପ୍ରତି ମାସ ଭଳି ଏହି ମାସର ମାଗଣା ହାଟ ଜଳଦା ସି ବ୍ଲକ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଆୟୋଜିତ ହୋଇଥିଲା । ଏଥିରେ
Read More...

ଗଞ୍ଜେଇ ଚାଷରୁ ମିଳୁଛି ୧୦ ଗୁଣା ଲାଭ

ରାୟଗଡ଼ା : ଗଞ୍ଜେଇ ଚାଷର ହବ୍‌ ପାଲଟିଛି ରାୟଗଡ଼ା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହଶହ ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଛି । ବିଶେଷ କରି ସରକାରୀ ଜମିରେ ଖୋଲାଖାଲି ଭାବରେ ଏହି ଚାଷ ହେଉଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ଫସଲରୁ ଯେତିକି ରୋଜଗାର ହେଉଛି, ଗଞ୍ଜେଇରେ ତା’ଠାରୁ ୧୦ ଗୁଣ
Read More...

ତାଲୁକ୍ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ କୋର୍ଟ ପରିସର ମଧ୍ୟରେ ତାଲୁକ୍ ସ୍ତରୀୟ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ତାଲୁକ୍‌ ସ୍ତରୀୟ ଆଇନ ସହାୟତା ସମିତି ପକ୍ଷରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ ତଥା ଆଇନ ସହାୟତା ସମିତି ଅଧ୍ୟକ୍ଷ
Read More...

ଏୟାରପୋର୍ଟ ପାଖରେ ୫୦କେଜି ସୁନା ସହ ୨କ୍ୱିଣ୍ଟାଲ ରୂପା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ପାଖରେ ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୂପା ଜବତ ହୋଇଛି। ଦୁଇଟି କଣ୍ଟେନର ଭିତରୁ ସୁନା ଓ ରୂପା ସିଟି ଜିଏସ୍‌ଟି ବିଭାଗ ଜବତ କରିଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ। ମୁମ୍ବାଇରୁ ଭୁବନେଶ୍ୱରକୁ ସୁନା ଓ ରୂପା ଆସିଥିଲା
Read More...