Daily Archives

ରିମ୍‌ସରେ ଏକ ଦିବସୀୟ ଆନ୍ତଃର୍ଜାତୀୟ ସମ୍ମେଳନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଛେଣ୍ଡ କଲୋନୀ ସ୍ଥିତ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌, ପକ୍ଷରୁ ମ୍ୟାନେଜ୍‌ମେଣ୍ଟ ଏଣ୍ଡ ଡିଜିଟାଲ୍‌ ଟେକ୍ନୋଲଜି ସମ୍ୱନ୍ଧିତ ଏକ ଆନ୍ତଃର୍ଜାତୀୟ ସମ୍ମେଳନ ଆୟୋଜିତ ହୋଇଯାଇଛି । ଏହା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା
Read More...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ବାସୁଦେବପୁର : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା କଲେଜ ଛାତ୍ରୀର ମୃତଦେହ । ମୃତ ଛାତ୍ରୀ ଜଣକ ବାସୁଦେବପୁର ସ୍ଥିତ ତୃପ୍ତି ମହିଳା ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀ ଅନୁସୟା ମଲିକ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏହିଭଳି ଦୁଃଖଦ ଘଟଣା ଘଟିଯାଇଛି ।
Read More...

କୋଲକାତା ଡ଼ାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ କ୍ୟାଣ୍ଡଲ ଜାଳି ପ୍ରତିବାଦ ଜଣାଇଲେ ବ୍ୟୁଟିସିଏନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଲକାତା ଆର୍‌ଜି କର ମେଡ଼ିକାଲ କଲେଜର ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ପାଇଁ କ୍ୟାଣ୍ଡଲ ଜାଳି ପ୍ରତିବାଦ ଜଣାଇଲେ ବଲାଙ୍ଗିରର ବ୍ୟୁଟିସିଏନ୍‌ ମାନେ । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବ୍ୟୁଟିସିଏନ୍‌ ବିଣାରାଗିଣୀ ମହାପାତ୍ରଙ୍କ
Read More...

ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ପାଳିତ

ବରଗଡ, (କେପିଏନ୍‌ଏସ୍‌) : ସଂପୂର୍ଣ୍ଣ ସମର୍ପଣ ଭାବ ସହ ମାନବୀୟ ମୂଲ୍ୟବୋଧକୁ ଆଧାର କରି ଏକ ସରଳ, ସୁନ୍ଦର ଜୀବନ ବଂଚିବାକୁ ଗଙ୍ଗାଧର ସାହିତ୍ୟ ପ୍ରେରଣା ଦିଏ‛ବୋଲି ବିକାଶ ଡିଗ୍ରୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବରେ ବକ୍ତାମାନେ ମତପୋଷାଣ କରିଥିଲେ । ଅଧ୍ୟକ୍ଷ
Read More...

ଅପରାଧୀ ସୌମ୍ୟଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୪ ଦିନ ତଳେ ବଲାଙ୍ଗିର ସହର ମାଲପଡା ଠାରେ ଅନେକ ଅପରାଧରେ ଜଡ଼ିତ ସୌମ୍ୟରଂଜନ ଦାଶଙ୍କୁ ଆକ୍ରମଣ ଘଟଣାରେ ଆଜି ୩ ଜଣ ଅପରାଧୀଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଫାରୁକ୍ ଖାନ, ଅମିତାଭ ନାଗ ଓ ଦେବେନ୍ଦ୍ର ନାଗ ।
Read More...

ଲୋଭ ହେଲା କାଳ : ବନ୍ଧା ହେଲେ ଅରୁନ୍ଧତୀ ଜ୍ୱେଲର୍ସର ମ୍ୟାନେଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଭ ହେଲା କାଳ । ଆଉ ଶେଷରେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ବଲାଙ୍ଗିର ଅରୁନ୍ଧତୀ ଜ୍ୱେଲର୍ସର ମ୍ୟାନେଜର୍‌ ବାବୁ ରିଭୁରୁଷି ତ୍ରିପାଠୀ । ଖୋଦ୍‌ ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି
Read More...

ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ଅଗଷ୍ଟ ୨୫ରେ ହେବ ସାଇକ୍ଲୋଥୋନ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁସ୍ଥ ଓ ଫିଟ୍‌ ଭାରତର ବାର୍ତ୍ତା ଦେବା ପାଇଁ ତଥା ମିଶନ ସୁସ୍ଥ ଭାରତ ଅନ୍ତର୍ଗତ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ଆସନ୍ତା କାଲି ରବିବାର ସକାଳେ ଏକ ସାଇକେଲ ରାଲି ଆୟୋଜିତ କରାଯିବା ନେଇ ମାରୱାଡି ଯୁବା ମଞ୍ଚ ତରଫରୁ ଘୋଷଣା କରାଯାଇଛି ।
Read More...

ଝାଡାବାନ୍ତି ଆତଙ୍କ : ୪ ମୃତ

ବାଲିଗୁଡ଼ା : ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଝିରିପାଣି ପଞ୍ଚାୟତର ବରଗାଁରେ ୨ ଜଣ ଓ ନାଲକୁଟି ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଝିରିପାଣି ପଞ୍ଚାୟତର ବରଗାଁ, ନାଲକୁଟି,
Read More...

୧୨୦ କିଲୋ ଗଞ୍ଜେଇ ଜବତ : ୩ ଗିରଫ

ବ୍ରହ୍ମପୁର : ଗଜପତିରୁ ବ୍ରହ୍ମପୁର ବେଆଇନ ଭାବେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମ ନିକଟରୁ ଗୋଟିଏ କାର୍ ଓ ବାଇକ୍‌ରୁ ୧୨୦କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ । ସୂଚନାନୁଯାୟୀ,
Read More...

+୩ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ : ଉଚ୍ଚଶିକ୍ଷା ମନ୍ତ୍ରୀବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଅନେକ ଛାତ୍ରଛାତ୍ରୀମାନେ ଉପକୃତ ହେବେ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର : ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ
Read More...