Daily Archives

ଲୌହମାନବୀ ସରଳା ଦେବୀଙ୍କ ଜୟନ୍ତୀ ପାଳିତ

କବି ଡା. ଜ୍ୟୋତିର୍ମୟୀ ଜେନା ଓ ସୋଫିଆ ଫିରଦୋଷଙ୍କୁ ସରଳା ଦେବୀ ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରସିଦ୍ଧ ଲେଖିକା ଲୌହମାନବୀ ସରଳା ଦେବୀଙ୍କ ୧୨୦ତମ ଜୟନ୍ତୀ
Read More...

ରାମଜୀ ନାଟକ ସଂସଦ ଦ୍ୱାରା ସ୍ମୃତି ସଭା

ବଲାଙ୍ଗିର ରାମଲୀଳାରୁ ରାବଣ ଭୂମିକାରେ ଆରମ୍ଭ କରିଥିଲେ ଏଲି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଉସୀ ମାଁ ମନ୍ଦିର ପଂଚମ ଅନୁଷ୍ଠାନ ଠାରେ ରାମଜୀ ନାଟକ ସଂସଦ ବଲାଙ୍ଗିର ମାଟିର କଳାକାର ଏଲି ଓରଫ ଗୋପାଳ ସାହୁ ଏହି ସଂସଦରୁ ଆରମ୍ଭ କରିଥିଲେ କଳାକାର ଜୀବନ । ରାମଜୀପଡାରୁ
Read More...

ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ରରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ର ଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି
Read More...

ମେସେଜିଂ ସେବାର ଅପବ୍ୟବହାର ରୋକିବା ପାଇଁ ପଦକ୍ଷେପ ନେବାକୁ ଆକ୍ସେସ୍ ସେବା ପ୍ରଦାନକାରୀଙ୍କୁ ଟ୍ରାଇ ପକ୍ଷରୁ…

ଭୁବନେଶ୍ୱର, (ପିଆଇବି) : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଆଜି ମେସେଜିଂ ସେବାର ଅପବ୍ୟବହାର ରୋକିବା ଏବଂ ଠକାମିରୁ ଉପଭୋକ୍ତାଙ୍କୁ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି । ଆଜି ଜାରି ହୋଇଥିବା ଏକ ନିର୍ଦ୍ଦେଶନାମା ଜରିଆରେ ଟ୍ରାଇ
Read More...

ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଗଙ୍ଗାଧରଙ୍କ
Read More...

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ନୂଆପଡ଼ା, (ଅଜିତ ବେହେରା) : ଓଡ଼ିଶାର ପ୍ରଥିତଯଶା କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ଏଥିପାଇଁ ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତି ତରଫରୁ ପାଳିତ ହୋଇଯାଇଛି ସ୍ଵଭାବ କବିଙ୍କ ଜନ୍ମୋତ୍ସବ । ସମିତିର ସ୍ଥାୟୀ ସଭାପତି ଖଡ଼ିଆଳ ରାଜା ଡକ୍ଟର
Read More...

ଜନ୍ମ ପୀଠରେ ଗଙ୍ଗାଧର ଜୟନ୍ତୀ

କବି ଗଙ୍ଗାଧର ଥିଲେ ସତ୍ୟ, ଶିବ, ସୁନ୍ଦର ଏକ ନିଷ୍ଟ ଉପାସକ ବରଗଡ, (ନିରୋଜ କୁମାର ପାଣୀ) : କବି ଗଙ୍ଗାଧର ଥିଲେ ସତ୍ୟ ଶିବ ସୁନ୍ଦରର ଏକ ନିଷ୍ଠ ଉପାସକ ତଥା ମାନବବାଦର ଆଦ୍ୟ ପ୍ରବର୍ତ୍ତକ । ତାଙ୍କ କାବ୍ୟ ସମ୍ଭାରରେ ନୈସର୍ଗିକ ଶାଶ୍ଵତ ସତ୍ତାର ଉପଲବ୍ଧି ହୁଏ ବୋଲି ଜନ୍ମ ପୀଠ ବରପାଲିରେ
Read More...

ଓଲଟିଲା ଯାତ୍ରୀବାହୀ ବସ୍‌ : ୧୨ ଆହତ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଓଲଟିଲା ଯାତ୍ରୀବାହୀ ବସ୍‌ । ୧୨ ଜଣ ଆହତ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ରଘୁନାଥ ଦାମୋଦର ଜୀଉ ନାମକ ବସ୍‌ ଉଦଳାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାଣୀତାଲ ରେଲୱେ ଗେଟ୍ ଗୋପାଳୀ ଛକ ସାମ୍ନାରେ ନୟନ
Read More...

ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଅନ୍ଦୋଳନର ଅନ୍ୟତମ ସାରଥୀ

ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ମେହେର ଜୟନ୍ତୀ କଳାହାଣ୍ଡି : (ପି. କେ. ସାହୁ) : ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି । ଓଡ଼ିଆ ଅସ୍ମିତାର ପ୍ରତିନିଧି ବୋଲି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ପ୍ରକୃତି କବି
Read More...

କ୍ରାନ୍ତି, ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମା’ ତୁଝେ ସାଲାମ୍‌ – ୨୦୨୪ରେ ଆହ୍ୱାନ

'ଆମେ ଏକତ୍ରିତ ହୋଇ କର୍କଟ ରୋଗରୁ ସ୍ଵାଧୀନତା ପାଇଁ ସଂଗ୍ରାମ ଜାରି ରଖିବୁ' ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୭୮ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ
Read More...