shyamal
Daily Archives

କୁଶଙ୍ଗାଇ ପୋଲ ନିକଟରେ ଗୋଖାଦ୍ୟ ବୋଝେଇ ହାଇୱା ଦୁର୍ଘଟଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼-ବୋରିଗୁମ୍ମା ୨୬ ନମ୍ୱର ଜାତୀୟ ରାଜପଥ ସ୍ଥିତ ଲୋଇସିଂହା ନିକଟସ୍ଥ କୁସଙ୍ଗାଇ ପୋଲ ନିକଟରେ ଏକ ଗୋଖାଦ୍ୟ ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଅପରାହ୍ନରେ ଏକ ୧୬ ଚକିଆ ହାୱାଇ ଭାରୀଯାନରେ ଗୋଖାଦ୍ୟ ବୋଝେଇ ହୋଇ ବରଗଡ଼ରୁ ବଲାଙ୍ଗିର ଯାଉଥିଲା
Read More...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାମାନ ସମ୍ପନ୍ନ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ବ୍ରହ୍ମପୁର ମହାନଗର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଅଜଣା ରୋଗରେ ପୀଡିତ ଦିବ୍ୟାଙ୍ଗଙ୍କୁ ଭେଟି ଚିକିତ୍ସା ପାଇଁ ଆଲୋଚନା କଲେ କଣ୍ଟାବାଞ୍ଜି ବିକାଶ ପରିଷଦ କର୍ମକର୍ତ୍ତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ସନ୍ଧିସର ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ମିଥିଲା ହଂସ ଦୀର୍ଘ ବର୍ଷ ହେବ ଅଜଣା ରୋଗରେ ପୀଡିତ ଥିବା ନେଇ ଆଜି କଣ୍ଟାବାଞ୍ଜି ବିକାଶ ପରିଷଦ ଆବାହକ ଅଜୟ ଦାସଙ୍କ ନେତୃତ୍ୱରେ ଭେଟି ଚିକିତ୍ସା
Read More...

ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ସଚେତନତା ଶିବିର

ବରଗଡ଼, (ହେମନ୍ତ ସାହୁ) : ବରଗଡ ଜିଲ୍ଲା କୃଷି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ କମ୍ପାନୀ ସଚେତନତା ଶିବିର ଆୟୋଜିତ ହେଇଯାଇଚି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରମୁଖ ଡିଡିଏମ୍ ନାବାର୍ଡ ହଟକିଶୋର ବେହେରା, ଏଲ୍‌ଡିଏମ୍‌ ବରଗଡ ମହେଶ୍ୱର ସାହୁ,
Read More...

ଅର୍ଦ୍ଧ ନିର୍ମିତ ବ୍ରିଜ୍‌ ତଳୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର : ଗତକାଲି ଠୁ ଥିଲେ ନିଖୋଜ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଡଭେଲା ଗାଁର ରଘୁନାଥ ରଣା(୫୫) ନାମକ ଜଣେ ବ୍ୟକ୍ତି ଗତକାଲି ସକାଳ ଠୁ ଗାଇଗୋଠ ନେଇ ରାହୁଲ ନଦୀ ପଠାକୁ ଯାଇ ଆଉ ଫେରିନଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ବହୁ
Read More...

କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା

ଓଡ଼ିଶା ପାଇଁ ଏକା ଥରେ ୧୫ ହଜାର କୋଟି ଟଙ୍କାର ୬ଟି ରେଳ ପ୍ରକଳ୍ପ ଘୋଷଣାରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ, ବିକାଶ ତ୍ୱରାନ୍ୱିତ ହେବରେଳ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ଵୟ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ -
Read More...

ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ 'ଜାତୀୟ କୃମିନାଶକ କାର୍ଯ୍ୟକ୍ରମ' ଭବାନୀପାଟଣା ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିରରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଚେତା ପାଣିଙ୍କ ତତ୍ୱାବଧାନରେ ଶୁଭାରମ୍ଭ କରାଯାଇଛି । ଏହି
Read More...

ମାୟାବର୍ହା ହାଇସ୍କୁଲ ଅଭିଭାବକ ସମ୍ମିଳନୀରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଯୋଗଦାନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଚଳିତ ବର୍ଷର ଦ୍ଵିତୀୟ ଶିକ୍ଷକ ଓ ଅବିଭାବକ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିଭାବକ ଓ ଶିକ୍ଷକଙ୍କୁ
Read More...

ମେଗା ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ୍‌ ଓ ରୋଟାରୀ କ୍ଲବ ତରଫରୁ ଆୟୋଜିତ ଦୁଇ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ସମ୍ମାନିତ ଅତିଥି ପୌର ପରିଷଦର ଅଧ୍ୟକ୍ଷା
Read More...

ଆଇନ ମହାବିଦ୍ୟାଳୟରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ବନମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ବିଭୁରଞ୍ଜନ ପଟ୍ଟନାୟକଙ୍କ ଆବାହକତ୍ଵ ତଥା ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ
Read More...