Daily Archives

ସଇଁତଲା ଡାକ୍ତରଖାନାରେ ରୋଗୀଙ୍କୁ ନିରାମୟ ଔଷଧ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ : ୨୪ ଘଣ୍ଟା ଖୋଲିବା ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ସରକାର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ମାଗଣାରେ ନିରାମୟ ଔଷଧ ପ୍ରଦାନ ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଛନ୍ତି । କିନ୍ତୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ନିରାମୟ ଔଷଧ ପ୍ରଦାନରେ ବିଳମ୍ବ ହେଉଥିବା ଯୋଗୁଁ ରୋଗୀମାନେ
Read More...

ଆମ ଓଡିଶା ନବୀନ ଓଡିଶା ଫାଇଲ୍‌ ଗାଏବ : ଅଧାପନ୍ତରିଆ ଅବସ୍ଥାରେ ପଡିଛି କ୍ଲବ ଗୃହ ନିର୍ମାଣ

ସଇଁତଲା, (ପ୍ରମୋଦ ସେଲମା) : ଆମ ଓଡିଶା ନବୀନ ଓଡିଶା ଯୋଜନା ତରଫରୁ ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରି ବିଭିନ୍ନ ପ୍ରକଳ୍ପ ଗୁଡିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତରେ ଏହାର ବ୍ୟତିକ୍ରମ
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ସେକ୍ଟର-୧୪ ସ୍ଥିତ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର
Read More...

ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ସମାବେଶ : ୧୮ ଦଫା ଦାବିପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ବିଶ୍ୱ ଆଦିବାସୀ ଦିବସ । ଏହି ଦିବସ ପାଳନ କରି ଆଦିବାସୀଙ୍କ ହକ୍‌ ଓ ନ୍ୟାୟ ପାଇଁ ଏକଜୁଟ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ଶାଖା । ଏହି ଅବସରରେ ଖପ୍ରାଖୋଲ ଆଦିବାସୀ ସଂଘ ପକ୍ଷରୁ ଖପ୍ରାଖୋଲ ଠାରେ ଏକ ବିଶାଳ ପାରମ୍ପରିକ
Read More...

ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିସିଟିଭି ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପୁରାତନ ବିଦ୍ୟାଳୟ ମଧ୍ୟରୁ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ କମିଟିର ନିଜସ୍ଵ ପାଣ୍ଠିରୁ ଲଗାଯାଇଥିବା ସିସିଟିଭିର ଉଦ୍‌ଘାଟନ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ
Read More...

ପାଇକମାଲ ବ୍ଲକ ପରିସରରେ ଅନୁପ୍ରବେଶକାରୀ ବିତାଡିତ କରିବାକୁ ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଞ୍ଚଳ ପରିସରରେ ଅଣଉପଚାରିକ ଭାବରେ ଦୀର୍ଘ ଦିନ ଧରି ବସବାସ କରୁଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ ପାଇକମାଲ ତଥା ପଶ୍ଚିମ ଓଡ଼ିଶାର ନୃସିଂହନାଥ ପର୍ଯ୍ୟଟନ
Read More...

ରାଉରକେଲା କଲେଜରେ ବିଶ୍ୱ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜରେ ବିଶ୍ୱ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍‌ ଦ୍ୱାରା ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ମାନେ ମହାବିଦ୍ୟାଳୟର ପଡିଆ ଠାରେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏନ୍.ଏସ୍.ଏସ୍‌.ର ବିଭାଗୀୟ ଅଧିକାରୀ ଅଧ୍ୟାପକ ସଞ୍ଜୟ ଟିଗା ଏବଂ ଅଧ୍ୟାପିକା ବୁନୀ
Read More...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସର୍କିଟ୍ ବେଞ୍ଚ ଓ ଅଦାଲତରେ ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ଲୋକସଭାରେ ସାଂସଦ ପ୍ରଦୀପ…

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ଓଡ଼ିଆ ହାଇକୋର୍ଟର ସର୍କିଟ୍ ବେଞ୍ଚ ସ୍ଥାପନ ତଥା ନିମ୍ନ ତଥା ଉଚ୍ଚ ଅଦାଲତରେ ଆଞ୍ଚଳିକ ଭାଷାର ବ୍ୟବହାର କରାଯାଉ । ଓଡ଼ିଶା ହାଇକୋର୍ଟ ତଥା ରାଜ୍ୟର ନିମ୍ନ ଅଦାଲତଗୁଡ଼ିକରେ ଓଡ଼ିଆ ଭାଷାରେ ଜବାବ ସୁଆଲ ବ୍ୟବସ୍ଥା କରିବାକୁ ଆଜି ଲୋକସଭାରେ
Read More...

ଜେନିଥ୍‌ ଲାୟନ୍ସ ଗୁରୁକୁଳରେ କୌତୁକ ବେଶ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗଷ୍ଟ ୯ ତାରିଖ ଦିନ ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ 'ଜେନିଥ୍ ଲାୟନ୍ସ ଗୁରୁକୁଳ' (ଜୁନିୟର ୱିଙ୍ଗ୍)ରେ ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ତଥା ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଏକ କୌତୁକ ବେଶ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏଥିରେ ବହୁ
Read More...