Monthly Archives

July 2024

ଚଲକି ପଞ୍ଚାୟତ ହିତାଧିକାରୀଙ୍କୁ ଦୁଇ ମାସ ହେବ ମିଳିନି ବାର୍ଦ୍ଧକ୍ୟ : ବିଧବା ଓ ବିକଳାଙ୍ଗ ଭତ୍ତା

ବ୍ଲକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତର ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଦୀର୍ଘ ଦୁଇ ମାସ ହେବ ଭତ୍ତା ଦିଆଯାଇ ନଥିବା
Read More...

ମୁରିବାହାଲ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଏନ୍‌. ଜେ. ଥିଓଫିଲଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଏନ୍. ଜେ. ଥିଓଫିଲ ଜୁନ ୩୦ତାରିଖ ଦିନ ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ
Read More...

ଲାଜବନ୍ତି ଦେବୀଙ୍କ ଏକାଦଶାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସ୍ୱର୍ଗତ ଲାଜବନ୍ତି ଦେବୀ(୮୭)ଙ୍କ ଶୁଦ୍ଧିକ୍ରିୟା ନିମିତ୍ତ ଏକାଦଶାହ ଓ ଗଙ୍ଗା ଶ୍ରାଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେ ଏକାଧାରାରେ ଜଣେ ପରୋପକାରୀ, ମେଳାପୀ ତଥା ବନ୍ଧୁବତ୍ସଳ ମହିଳା ଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା
Read More...

ପୁଣି ମାତିଲେ ଦନ୍ତାହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନ୍‌ରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବା ପରେ ୨୫ ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି
Read More...

ବିଜୁଳି ନାହିଁ ତ ଏଟିଏମ୍ ଅଚଳ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳ ଜନସାଧାରଣଙ୍କ ଆର୍ଥିକ କାରବାର ସୁବିଧା ସକାଶେ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଲୋଇସିଂହା ବ୍ଲକ ଯୋଗିସର୍ଡା ଠାରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି । ଏହି ଏଟିଏମ୍ ଉପରେ ସ୍ଥାନୀୟ ପ୍ରାୟ ୨୫ରୁ ଅଧିକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ତେବେ
Read More...

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର

‘‘ବିଗତ ୧୦ ବର୍ଷ ମଧ୍ୟରେ ଦେଶ ସେବା ପାଇଁ ଆମ ସରକାରଙ୍କ ପ୍ରୟାସକୁ ଭାରତବାସୀ ହୃଦୟରୁ ସମର୍ଥନ କରିଛନ୍ତି ଏବଂ ଆଶୀର୍ବାଦ ଦେଇଛନ୍ତି’’‘‘ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଦିଆଯାଇଥିବା ସମ୍ବିଧାନ ହିଁ ମୋ ଭଳି ଶୂନ୍ୟ ରାଜନୈତିକ ବଂଶର ଲୋକଙ୍କୁ ରାଜନୀତିରେ ପ୍ରବେଶ କରି ଏଭଳି ସ୍ଥିତିରେ
Read More...

ବରଗଡ – ନୂଆପଡ଼ା ରେଲୱେ ଲାଇନ କାମ ତ୍ଵରାନ୍ୱିତ କରିବା ପାଇଁ ରେଳମନ୍ତ୍ରୀଙ୍କ ଠାରେ ଦାବୀ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ସ୍ଥିତ ରେଲୱେ ଭବନରେ ରେଳମନ୍ତ୍ରୀ ଅଶ୍ମିନୀ ବୈଷ୍ଣବଙ୍କୁ ସକ୍ଷାତ କରି ବରଗଡ଼ ନୂଆପଡ଼ା ରେଲୱେ ଲାଇନ ତ୍ଵରାନ୍ନିତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ଅଧିକାରୀ ମାନଙ୍କୁ ଡ଼ାକି ତୁରନ୍ତ
Read More...

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଡେଲି ମାର୍କେଟ ସ୍ଥିତ ଟାଉନ ହାଇସ୍କୁଲର କାର୍ଯ୍ୟରତ ଦୁଇ ସହକାରୀ ଶିକ୍ଷୟିତ୍ରୀ ନମିତା ମହାନ୍ତି ଓ ଅଞ୍ଜଳି ପଣ୍ଡା ଚାକିରୀରୁ ଅବସର ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
Read More...

‘ମା’ ପାଇଁ ଗଛଟିଏ’ ଅଭିଯାନ

‘ମା’ ଭଳି ବୃକ୍ଷ ମଧ୍ୟ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ’ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସପ୍ତାହ ପାଳନ ଅବସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ
Read More...

ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ୧୦ ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲା ଅନ୍ୟତମ । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ବିକାଶ ମାନଦଣ୍ଡର ନିମ୍ନରେ ରହିଛି । ଜିଲ୍ଲାର ପାଇକମାଲ ବ୍ଲକ୍‌ର ୫ ଗୋଟି ଗ୍ରାମ ଯଥା ମିଠାପାଲି,
Read More...