Monthly Archives

July 2024

ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ମଙ୍ଗଳବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ରୋଟାରୀୟନ ନିରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ପରିଚାଳକ ପ୍ରଦୀପ୍ତ କୁମାର ଓଝା
Read More...

ପଣସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୪ ଜୁଲାଇରେ 'ପଣସ ଦିବସ' ପାଳନ କରାଯାଏ । ଯେଉଁମାନେ ଉଦ୍ଭିଦ ଭିତ୍ତିକ ଖାଦ୍ୟ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ଏହି ଉଷ୍ମ ମଣ୍ଡଳୀୟ ଫଳ ଏକ ଲୋକପ୍ରିୟ ଆମିଷ ଖାଦ୍ୟର ବିକଳ୍ପ । ଏଥିରେ ଭିଟାମିନ୍ ଏବଂ
Read More...

ବଲାଙ୍ଗିର ଖାଉଟି ଅଦାଲତରେ ଜ୍ୟୋସ୍ନା ମିଶ୍ରଙ୍କ ଦ୍ୱାରା ବିଶାଳ ମେଗାମାର୍ଟ ଦଣ୍ଡିତ

୧୬ ଟଙ୍କା ବ୍ୟାଗ ପାଇଁ ୩୩ ହଜାର ଫାଇନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶାଲ ମେଗାମାର୍ଟ ଯାହା ବଲାଙ୍ଗିର ପୁରୁଣା ରାଜଭାଟି ତଥା ପୋଲିସ ଷ୍ଟେସନ ସମ୍ମୁଖରେ ଅବସ୍ଥାପିତ ମଲ୍‌ । ବିଶାଲ ମେଗାମାର୍ଟକୁ ଗ୍ରାହକ ସୁଶାନ୍ତ ବାଗ ଓ ପରିବାର ଗତ ୨୬ ତାରିଖ ଦିନ ସପିଙ୍ଗ୍‌ କରିବାକୁ ଯାଇଥିଲେ ଓ
Read More...

ବାଇକ୍ ଦୁର୍ଘଟଣାରେ ବିଜେପିର ଯୁବ କାର୍ଯ୍ୟକର୍ତ୍ତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଇକ୍ ଦୁର୍ଘଟଣାରେ ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ପରଲୋକ ହୋଇଯାଇ ଥିବା ସୂଚନା ମିଳିଛି । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମର ଦିଲ୍ଲୀପ କୁମାର ଭୋଇ(୩୪) ନିଜ ଘରୁ ବାଇକ୍‌ରେ ନୂଆପଡା ଜିଲ୍ଲାର ବେଲଟୁକୁରି
Read More...

ମା’ର ଆଖି ସାମ୍ନାରେ ପଇସା ପାଇଁ ବାପାଙ୍କୁ ମାରିଦେଲା ଫ୍ରଫେସର୍‌ ପୁଅ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମା'ର ଆଖି ସାମ୍ନାରେ ପଇସା ପାଇଁ ବାପାଙ୍କୁ ମାରିଦେଇଛି ଫ୍ରଫେସର୍‌ ପୁଅ ବୋଲି ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଏହି ଘଟଣା ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆସ୍ଥିତ ଡିଏଚ୍‌ପିଏଲ୍‌ ହୋମ୍‌ସ ଆପାର୍ଟମେଣ୍ଟରେ ଘଟିଛି । ନିଜ ବାପାକୁ
Read More...

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ : ୮ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଝୁଲେନବର ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଗୋଟିଏ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଟୋରେ ବସିଥିବା ୮ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ
Read More...

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

‘‘ଗତ ୧୦ ବର୍ଷ ମଧ୍ୟରେ ଭାରତବାସୀ ଆମ ସରକାରଙ୍କ ଟ୍ରାକ୍ ରେକର୍ଡ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ତୃତୀୟ ଥର ପାଇଁ ସୁଶାସନ ଜାରି ରଖିବାର ସୁଯୋଗ ଦେଇଛନ୍ତି’’‘‘ଲୋକମାନେ ‘ଜନସେବା ହିଁ ପ୍ରଭୁ ସେବା’, ଅର୍ଥାତ୍ ମାନବିକତାର ସେବା ହିଁ ଭଗବାନଙ୍କ ସେବା' ବିଶ୍ୱାସ ନେଇ ନାଗରିକଙ୍କ ସେବା
Read More...

ଘରେ ଭିତରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ, ( ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ କେହି ନ ଥିବା ସୁଯୋଗ ଦେଖି କେହି ଦୁର୍ବୃତ୍ତ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଘରେ ଛାତ୍ରୀ ଜଣକ
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ବଛାଯୁଝା ଖେଳ ପଡିଆ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତର ବଛାଯୁଝା ଗ୍ରାମ ଓଭର୍‌ହେଡ୍‌ ପାଣିଟାଙ୍କି ନିକଟରେ ପଞ୍ଚାୟତ ସମିତି ଟିଟିଲାଗଡ଼ ତରଫରୁ ପ୍ରଥମେ ୫ ଲକ୍ଷ ଓ ପରେ ଅଢେଇ ଲକ୍ଷ, ମୋଟ ସାଢେ଼ ସାତ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଖେଳ ପଡିଆରେ
Read More...

ଗୁଡେଶିରା ରଥଯାତ୍ରା ସାତ ବର୍ଷ ପୂର୍ତ୍ତି ଅବସରରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ଅନ୍ତର୍ଗତ ଗୁଡେଶିରା ରଥଯାତ୍ରା ୨୦୧୬ ମସିହାରେ ଆରମ୍ଭ ହୋଇଥିବା ବେଳେ କୋଭିଡ୍‌ ମହାମାରୀ ଯୋଗୁଁ ୨୦୨୦-୨୦୨୧ ବନ୍ଦ ହୋଇଥିବା ବେଳେ ଡମ୍ବରୁ ଧର ଦେବତାଙ୍କ ସଭାପତିତ୍ଵରେ ଏ ବର୍ଷ ଏଥର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ୩ ତାରିଖ ବୁଧବାର ଦିନ ନୂଆ
Read More...