Monthly Archives

July 2024

ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ରାମ-ବଳରାମ ବେଶ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ୧୦ ଅବତାର ବେଶ ଲାଗି ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି । ଛତ୍ରପୁର ସହରର ରିକାପଲ୍ଲୀ ଆଡ଼ପ ଘରେ
Read More...

ଆଦର୍ଶ ଶିଷ୍ୟ ହିଁ ଗୁରୁଙ୍କ ଶ୍ରେଷ୍ଠ ଭୂଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଷ୍ୟ ଶିଷ୍ୟା ବା ଛାତ୍ରଛାତ୍ରୀମାନେ ହିଁ ଆମ ସମାଜର ଭବିଷ୍ୟତ । ସେମାନେ ସତ୍ ପଥର ପଥିକ ହୋଇ ଜନସେବା ଓ ସମାଜ ସେବାରେ ବ୍ରତୀ ହୋଇପାରିଲେ ତାହା ହିଁ ଗୁରୁଙ୍କ ପାଇଁ ଶ୍ରେଷ୍ଠ ଭୂଷଣ ଓ ଶ୍ରେଷ୍ଠ ସମ୍ମାନ ବୋଲି ଜେନାପୁର ଗ୍ରାମ ପଞ୍ଚାୟତ ଅଧୀନ
Read More...

ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡଭା ଠାରେ ଯୁବକବି ସତ୍ୟଭୂଷଣ ସାହୁଙ୍କ ସଂଯୋଜନାରେ 'ମାଁ ପାଇଁ ଗଛଟିଏ' ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁବ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବନବିଭାଗର କର୍ମଚାରୀ ହେମସାଗର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ହରେରାମ ସାହୁ
Read More...

ଉପନିର୍ବାଚନରେ ବିଜେପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ : ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଏଥିରେ ଇଣ୍ଡିଆ ମେଂଟକୁ ମିଳିଛି ୧୦ଟି ଆସନ । ବିଜେପିକୁ ୨ଟି ସିଟ୍‌ ମିଳିଥିବା ବେଳେ ଗୋଟିଏ ସିଟ୍‌ ସ୍ୱାଧୀନ ପ୍ରାର୍ଥୀଙ୍କ ହାତରେ ରହିଛି । ଲୋକସଭା ନିର୍ବାଚନ ପରେ ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା
Read More...

ଆମ୍ବୁଲାନ୍ସ ଓ ଲରି ମୁହାଁମୁହିଁ ଧକ୍କା : ୬ ଜଣ ମୃତ, ୨ ଗୁରୁତର ଆହତ

କୋଲକାତା : ପଶ୍ଚିମବଙ୍ଗର ମେଦିନୀପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମେଦିନୀପୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଏକ ଲରି ସହିତ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ
Read More...

ମାଁ ମାହେଶ୍ୱରୀ ସେନା ପକ୍ଷରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମାନବ ସମାଜର ଅଗ୍ରଗତି ଅସମ୍ଭବ । ସୁନ୍ଦର ପରିବେଶ ଏବଂ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ଖଲିଆପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବଂଶୀଧର ଉଚ୍ଚ ବିଦ୍ୟାଳୟ ଠାରେ
Read More...

ହୀରାଲାଲ ବଘାରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମର ହୀରାଲାଲ ବଘାରଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଭକ୍ତବନ୍ଧୁ, ରାଧାକାନ୍ତ, ଦୁଇ ବୋହୂ ଭଗବତୀ, ରୀତା, ଭାଇ ରାମ, ରଘୁନାଥ, ପୁତୁରା
Read More...

କଣ୍ଟାପାଲି ୟୁପି ସ୍କୁଲ୍ ବନ୍ଦ ହେବାର ୨ ବର୍ଷ ହେଲା : ହାଇସ୍କୁଲ୍‌ରେ ମିଶିଲା,୨ ଜଣ ଶିକ୍ଷକ ଓ ପାଚିକା ବସିରହୁଛନ୍ତି,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଲି ଗାଁର ୟୁପି ସ୍କୁଲ ବନ୍ଦ ହୋଇଯାଇଥିବାରୁ ଗାଁର ଛୋଟଛୋଟ ଛୁଆ ବହୁ ଅସୁବିଧାରେ ଦେଢ଼ କିଲୋମିଟର ଦୂର କୁଟାସିଂହା ୟୁପି ସ୍କୁଲକୁ ପଢିବାକୁ ଯାଉଥିବା ଦେଖାଯାଉଛି । ସୂଚନା ଅନୁସାରେ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ, ଅଭିଭାବକ, ଶିକ୍ଷାବିଦ୍, ଛାତ୍ରୀ ମାନଙ୍କ ଦ୍ଵାରା ଏକ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବରଗଡ଼ ସାଂସଦ ପ୍ରଦୀପ
Read More...