Daily Archives

ଶ୍ରାବଣ ମାସର ଦ୍ଵିତୀୟ ସୋମବାର : ସକାଳୁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ପ୍ରବଳ ଭିଡ଼

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ କୁମୁଡ଼ା ପାହାଡ ଉପରେ ଅବସ୍ଥିତ ପ୍ରଭୁ ଧବଳେଶ୍ୱର ବାବାଙ୍କ ମନ୍ଦିର । ଚଳିତ ବର୍ଷ ଶ୍ରାବଣ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ସେଥିପାଇଁ ଏହି ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ଭୋର ପାହାନ୍ତିଆରୁ କାଉଡ଼ିଆ
Read More...

ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ସପ୍ତମ ବା ଶେଷ ଦିନରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ରେଣୁଧର ସାହୁ । ବରିଷ୍ଠ ଶିକ୍ଷକ ପ୍ରମୋଦ
Read More...

ବିଦ୍ୟାଳୟ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଭଟିଲି ବ୍ଲକ ଅର୍ନ୍ତଗତ ଗୋପାଲପୁରର ଗୋପାଲପୁର ଆଶ୍ରମ ସ୍କୁଲ ଠାରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ
Read More...

ଶ୍ରଦ୍ଧା, ରତି, ଭକ୍ତି ଅତିକ୍ରମ କଲେ ଭଗବତ ପ୍ରାପ୍ତି ହୁଏ : ଡ. ଷଡ଼ଙ୍ଗୀ

ସଚ୍ଚିଦାନନ୍ଦ ସ୍ମୃତି ସଂସଦର ଦୁଇ ଦିନିଆ କୃଷ୍ଣ କଥା ସମାପନ ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍ ସଚ୍ଚିଦାନନ୍ଦ କବିଶତପଥୀଙ୍କ ସ୍ମୃତିରେ ଛେଣ୍ଡ ସ୍ଥିତ ସଚ୍ଚିଦାନନ୍ଦ ସ୍ମୃତି ସଂସଦର ଦୁଇ ଦିନିଆ କୃଷ୍ଣ କଥା ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ
Read More...

ମ୍ୟୁଜିକ୍‌ ଥେରାପିର ମାସିକ ସଂଗୀତ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ୍‌ ଥେରାପିର ମାସିକିଆ ସଂଗୀତ ଆସର ହୋଟେଲ ସୋଲାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ସେସଖିନ ଗାୟକ ମନୋରଞ୍ଜନ ଦାଶ, ଅଜୟ ଖଟୁଆ, ସ୍ମିତା ମିଶ୍ର, ଲୀନା ସେନାପତି, ଶର୍ମିଲା ରାଜଗୁରୁ, ଅନିତା ମହାନ୍ତି,
Read More...

ଆସନ୍ତା ୩୧ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ସଭାରେ ରାଉରକେଲା ଜିଲ୍ଲା ସଭାପତି କାମାକ୍ଷା ପ୍ରସାଦ ରଣା ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ପ୍ରାନ୍ତ୍ୟ ସଦ୍ସ୍ୟ ସର୍ବେଶ୍ଵର ଦାଶ, ଗୋଦାବରୀଶ ମିଶ୍ର ଓ ଅମୂଲ୍ୟ
Read More...

ରାମକୃଷ୍ଣ ମେମୋରିଆଲ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ଠାରେ ପରିବାର ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ ରାଜକିଶୋର ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ
Read More...

ବୈଶାଖୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ସମାଜର ପରିବର୍ତ୍ତନର ସହାୟକ ହୋଇଥାଏ । ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ ବୋଲି ଧାମରା ସଂଘ ପରିସରରେ ଆୟୋଜିତ ବୈଶାଖୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ବବ୍ରୁବାହନ
Read More...

ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା ଆୟୋଜିତ

କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରଥମ ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ ସଭା, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ଗତିରାଉତପାଟଣା, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇଯାଇଛି । ଏହା ୫୦ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି,
Read More...

ଭୁକ୍ତା ଜନତା ହାଇସ୍କୁଲରେ ଶିକ୍ଷା ସପ୍ତାହ ଉଦ୍‌ଯାପିତ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବ ଶିକ୍ଷକ ସଞ୍ଜୟ ଖମାରୀ ଏବଂ ଶିକ୍ଷୟିତ୍ରୀ
Read More...