Daily Archives

ବିଜୟପଲ୍ଲୀରେ ବନ ମହୋତ୍ସବ ସପ୍ତାହ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ ଅନ୍ତର୍ଗତ ବିଜୟପଲ୍ଲୀ ସେବାଶ୍ରମ ହାଇସ୍କୁଲରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ଜିଲ୍ଲା ପରିବେଶ ସମିତି, ଜିଲ୍ଲା ପରିବେଶ ସଚେତନତା ସମିତି ପକ୍ଷରୁ ଓ ସ୍କୁଲର ଇକୋ-କ୍ଲବ ସହଯୋଗ ଅନୁଷ୍ଠିତ ସଭାରେ ସଚେତନତା ସମିତିର ସଭାପତି ତେଜରାଜ
Read More...

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କୁ ଅଘରିଆ ସମାଜ ପକ୍ଷରୁ ଭବ୍ୟ ସ୍ୱାଗତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ତରଫରୁ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ପ୍ରଥମ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜଗନ୍ନାଥ
Read More...

ଟିଟିଲାଗଡ଼ ହାଇସ୍କୁଲ ପଡ଼ାରେ ପିଏଚ୍‌ଡି ବିଭାଗ ଗାତ ଖୋଳି ନପୋତିବା ଯୋଗୁଁ ଲୋକେ ହେଉଛନ୍ତି ଅସୁବିଧାର ସମ୍ମୁଖୀନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ତା' ମଧ୍ୟରୁ ପିଇବା ପାଣି ଅନ୍ୟତମ । ପରିତାପର ବିଷୟ ଯେ, ଦୀର୍ଘ ଗୋଟିଏ ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ହାଇସ୍କୁଲ ପଡ଼ାରେ ପିଇବା ପାଣି ମରାମତି କରିବା ପାଇଁ ତଥା ନୂତନ
Read More...

ବ୍ରାହ୍ମଣୀ ଗ୍ରାମରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହିତ‌ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଗ୍ରାମ ଉତ୍ତରସ୍ଥ ମାଉସୀ ମାଁ
Read More...

ଟାଟା ପାୱାର ବିରୁଦ୍ଧରେ ଜିଲ୍ଲା ଚାଷୀ ସଂଗଠନର ଚେତାବନୀ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ସଭାପତି ଅମୂଲ୍ୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାସିକ ବୈଠକରେ ନୂତନ ସରକାର ଚାଷୀ ପାଇଁ ଧାନ କ୍ୱିଣ୍ଟାଲ ପ୍ରତି ଟ. ୩୧୦୦ର ଘୋଷଣା
Read More...

ପ୍ରକୃତିବନ୍ଧୁଙ୍କ ନିଆରା ପ୍ରୟାସ

ନବବିବାହିତା ଦମ୍ପତ୍ତିଙ୍କୁ ବୃକ୍ଷ ଚାରାଗଛଦେଇ ପୁଅ ପରି ଯତ୍ନ ନେବାକୁ ଉପଦେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତି କୋଳରେ ବିରାଜିତ ନୃସିଂହନାଥ ମନ୍ଦିର ପରିସରରେ ପ୍ରତି ମାସ ବିବାହ ଲଗ୍ନ ଥିବା ଦିନ ମାନଙ୍କରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଅନେକ ବିବାହ ସମ୍ପନ୍ନ ହୋଇଥାଏ
Read More...

ମାଉସୀ ମାଁ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବାଙ୍କଚୁଡ ବେଶ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ମାଉସୀ ମାଁ ମନ୍ଦିରରେ ଆଜି ଶ୍ରୀ ଜଗନ୍ନାଥଙ୍କ ବାଙ୍କଚୁଡ ବେଶ ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଭଜନ କୀର୍ତ୍ତନ ପ୍ରତ୍ୟହ ଚାଲିଥିବା ବେଳେ ଏହି ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଖୁବ୍ ଗହଳି ଦେଖି ବାକୁ ମିଳିଥିଲା ।
Read More...

ନିଃଶୁଳ୍କ ପ୍ରସାଦ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ ରାଉରକେଲା ସହର ଶ୍ରୀ ଜଗନ୍ନାଥମୟ ହୋଇଉଠିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସେକ୍ଟର ୫ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଶ୍ରୀ
Read More...

ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ବଲାଙ୍ଗିର ନାଗରିକ କମିଟିର ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କ ସହ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣକୁ ବଲାଙ୍ଗିର ନାଗରିକ କମିଟି ମୂଳରୁ ବିରୋଧ କରିଆସିଛି । ଟାଟା ପାୱାର ଜବରଦସ୍ତି ସ୍ମାର୍ଟ ମିଟର ଲଗାଇ ବିଦ୍ୟୁତ୍‌ ଉପଭୋକ୍ତଙ୍କ ଉପରେ ବ୍ରିଟିସ୍‌ ରାଜତ୍ୱ ନୀତିରେ ଆର୍ଥିକ ବୋଝ ଲଦିଚାଲିଛି । ଉପଭୋକ୍ତାମାନେ ଟାଟା
Read More...

କଣ୍ଟାବାଞ୍ଜି ହେମାଲ ସଂଘ ଦ୍ୱାରା ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବିଭିନ୍ନ ସାମାଜିକ ଅନୁଷ୍ଠାନଦ୍ୱାରା ଅଂଚଳର ବିକାଶ ନେଇ ସ୍ମାରକ ପତ୍ର ପ୍ରଦାନ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଓଡିଶାର ନବନିର୍ବାଚିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ତିନିଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ସନ୍ଧ୍ୟାରେ କଣ୍ଟାବାଞ୍ଜି
Read More...