Daily Archives

ସଇଁତଲା ଉଚ୍ଚ ବାଳିକା ବିଦ୍ୟାଳୟରେ ବୃକ୍ଷରୋପଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ପ୍ରକାର ଗଛ ଲଗାଇବା ସହ ଛାତ୍ରୀମାନଙ୍କୁ ବୃକ୍ଷରୋପଣ ସମ୍ପର୍କରେ କହିଥିଲେ । ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ବିନାୟକ
Read More...

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Read More...

ପ୍ରାକ୍ତନ ଉପବାଚସ୍ପତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକଙ୍କ ଅମଳରେ ଉପବାଚସ୍ପତି ତଥା ରାଜସ୍ୱ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଳାଇ ଥିବା ସୁରେନ୍ଦ୍ରନାଥ ନାୟକଙ୍କ ୯୪ ବର୍ଷ ବୟସରେ ଭୁବନେଶ୍ଵର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଏଥିରେ ମର୍ମାହତ ସଚେତନ ନାଗରିକ ମଞ୍ଚର ସାଧାରଣ
Read More...

ଦୁଇ ଭାରତ୍ତୋଳନକାରୀଙ୍କୁ କେଟିଏଚ୍‌ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜସ୍ଥାନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ସବ୍ ଜୁନିୟର ଓ ଜୁନିୟର ପାୱାର ଲିଫ୍ଟିଙ୍ଗ ଚମ୍ପିୟାନସିପ୍‌ରେ ରାଉରକେଲାର ଦୁଇ ଝିଅ ସୁଶ୍ରୀ ଆକାଂକ୍ଷା ପରିଡ଼ା ଓ ସୁଶ୍ରୀ ପ୍ରତିଷ୍ଠା ସିଂ ଯଥାକ୍ରମେ ଜୁନିୟର ଓ ସବ୍ ଜୁନିୟରରେ ସଫଳତା ଲାଭକରି ସ୍ୱର୍ଣ୍ଣ ପଦକ
Read More...

ଭୁବନେଶ୍ୱରରେ ଆରମ୍ଭ ହେଲା ଦିବ୍ୟ କଳା ମେଳା କାର୍ଯ୍ୟକ୍ରମ

କିଟ୍ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବଦିବ୍ୟାଙ୍ଗଜନଙ୍କ ସୃଜନଶୀଳତା ଓ ପ୍ରତିଭାର ଏକ ଅଭିନବ ସଂଗମଦକ୍ଷତା ଏବଂ ସୃଜନଶୀଳତାକୁ ପ୍ରଦର୍ଶିତ କରିବା ଲାଗି ଭାରତ ସରକାରଙ୍କ ଦିବ୍ୟାଙ୍ଗ ଜନ ସଶକ୍ତୀକରଣ ବିଭାଗ ଦ୍ୱାରା ଏକ ଭବ୍ୟ
Read More...

ବଜ୍ରାଘାତ ପରିବାରକୁ ସହଯୋଗ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଖଲିଆପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେୱାନଡିହି ଗ୍ରାମରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଆଜି ବିଜେପିର ଏକ ପ୍ରତନିଧି ଦଳ ଏହି ଗାଁକୁ ଯାଇ ମୃତ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଯମୁନା ଗ୍ରାମବାସୀଙ୍କ ଦାବୀପତ୍ର ପ୍ରଦାନ

ଗ୍ରାମକୁ ଲୋୟର ଇନ୍ଦ୍ର କେନାଲ ସମ୍ପ୍ରସାରଣ ଓ ମେଗା ପାଇପ୍ ଯୋଜନାରେ ସାମିଲ ଦାବୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମବାସୀଙ୍କ ପକ୍ଷରୁ ଏକ ଚାଷୀ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ନୂତନ ଭାବେ ମୁଖ୍ୟମନ୍ତ୍ରୀ
Read More...

ଜମି ବିବାଦକୁ ନେଇ ମାଆପୁଅଙ୍କ ଖବରଦାତା ସମ୍ମିଳନୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ପୈତୃକ ସମ୍ପତ୍ତିକୁ ଅନ୍ୟ ଜଣେ ଉତ୍ତରାଧିକାରୀ ନଥାଇ ଜମିର ମାଲିକ ବୋଲି ହକ୍‌ ଅଧିକାର ଦାବୀ କରୁଥିବା ନେଇ ଜମି ମାଲିକର ବଂଶଜ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ଦିନ କରିଛନ୍ତି । ଜମି ମାଲିକଙ୍କ
Read More...

ଛେଲିଆପାଟ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (ବିମନ୍ଦେୁ ସାହୁ) : ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରରେ ଇକୋକ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ଆନନ୍ଦ କୁମାର ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ବକ୍ତୃତା, ପ୍ରବନ୍ଧ
Read More...

ସୁଦାମଚରଣ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସୁଦାମଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟି ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଇତିହାସ ଅଧ୍ୟାପକ ତଥା ଯୁବ ରେଡ୍‌କ୍ରସ୍‌ କାଉନ୍‌ସିଲର୍‌, ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା
Read More...