Daily Archives

‘ମା’ ପାଇଁ ଗଛଟିଏ’ ଅଭିଯାନ

‘ମା’ ଭଳି ବୃକ୍ଷ ମଧ୍ୟ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ’ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସପ୍ତାହ ପାଳନ ଅବସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଭିଯାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ
Read More...

ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ୧୦ ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲା ଅନ୍ୟତମ । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ବିକାଶ ମାନଦଣ୍ଡର ନିମ୍ନରେ ରହିଛି । ଜିଲ୍ଲାର ପାଇକମାଲ ବ୍ଲକ୍‌ର ୫ ଗୋଟି ଗ୍ରାମ ଯଥା ମିଠାପାଲି,
Read More...

ନୃସିଂହନାଥରେ ବନମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ପାନ୍ଥନିବାସ ଠାରେ ୭୫ତମ ବନମହୋତ୍ସବ ନୃସିଂହନାଥ ବନାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏକ ଜାମ୍ମୁ ଗଛ କୁ ବୃକ୍ଷ ଦେବତା ଭାବରେ
Read More...

ନୃସିଂହନାଥରେ ପଦ୍ମଶ୍ରୀ ବାବା ବଳିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବେଶ, ଗଣତନ୍ତ୍ର ଓ ଧର୍ମର ସୁରକ୍ଷା ପାଇଁ ପଦ୍ମଶ୍ରୀ ବାବା ବଳିଆ ଓଡିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରବଚନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରୁଛନ୍ତି । ନୂଆପଡା ଜିଲ୍ଲା କାର୍ଯ୍ୟକ୍ରମ ପରେ ପଶ୍ଚିମ ଓଡ଼ିଶାର ପବିତ୍ର ନୃସିଂହନାଥ ଠାରେ ପଦାର୍ପଣ
Read More...

ଆନ୍ତର୍ଜାତୀୟ ରକ୍ତ ଶିକୁଳି ନିରାକରଣ ପକ୍ଷ ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଥିବା ଶ୍ରୀରାମକୃଷ୍ଣ ଆଶ୍ରମର ସ୍ମାରକୀ ହଲ୍ ଠାରେ ଆନ୍ତର୍ଜାତୀୟ ରକ୍ତ ଶିକୁଳି ରୋଗ ନିରାକରଣ ସମ୍ବନ୍ଧୀୟ ସଚେତନତା ପକ୍ଷ କାର୍ଯ୍ୟକ୍ରମ ଆଶ୍ରମର ସମ୍ପାଦକ ସ୍ୱାମୀ ଆଶୋକାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଜଷ୍ଟିସ ବି.ଆର୍‌. ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଡ. ବି.ଆର୍‌. ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ଗତ ବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କରାଯାଇଥିବା ଏକ ସୁପାରିଶ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି । ଆଇନ ଏବଂ
Read More...

୨ ଜଣ ଶିକାରୀଙ୍କୁ ଗିରଫ କଲା ବନବିଭାଗ କର୍ମଚାରୀ

ଖୋର୍ଦ୍ଧା : ବନ୍ୟପ୍ରାଣୀ ଶିକାର ନିଷେଦ୍ଧାଦେଶ ଥିବା ବେଳେ ମଧ୍ୟ ଶିକାରୀମାନେ ଏହାକୁ ଭୃକ୍ଷେପ କରୁ ନାହାନ୍ତି । ବରଂ ନିରୀହ ପକ୍ଷୀମାନଙ୍କୁ ମାରି ନିଜ ପେଟପୁରାଉଛନ୍ତି । ଶିକାରୀମାନେ ଭୋଜି କରିବାକୁ କୁକୁଡ଼ା କିମ୍ବା ଛେଳିମାଂସ ବଦଳରେ ଚିଲିକାର ବୃହତ୍‌ ଜଳରାଶିରେ ଭାସୁଥିବା
Read More...

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ

ଖଣ୍ଡପଡ଼ା : ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ । ଖବର ଅନୁସାରେ ଖଣ୍ଡପଡ଼ା ବାଇପାସରେ ଏକ ବାଲିଗାଡିକୁ ଶ୍ରୀ ନାୟକ ଜବତ କରିବା ସହ ଛାଡ଼ିବା ପାଇଁ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଗାଡ଼ି ମାଲିକ ଚନ୍ଦନ ଜେନାଙ୍କ ଠାରୁ ଏହି ଲାଞ୍ଚ
Read More...

ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡ଼ାସମ୍ବର୍ ଏବଂ ଗାଇସିଲେଟ ବ୍ଲକର ଗଣିତ ଓ ବିଜ୍ଞାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କର ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି ଶିବିରକୁ
Read More...

ମେଲଛାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଳକ ଅନ୍ତର୍ଗତ ମେଲଛାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ବନବିଭାଗର ଚାରା ଉତ୍ପାଦନ କେନ୍ଦ୍ର (ନର୍ସରୀ)ରୁ ବିଭିନ୍ନ ପ୍ରକାରର ଚାରା
Read More...