Monthly Archives

June 2024

ବଲାଙ୍ଗିର ରାଧାରାଣୀପଡ଼ାରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ସାବିତ୍ରୀ ବ୍ରତ । ହିନ୍ଦୁ ଧର୍ମରେ ସଧବା ମହିଳାମାନେ ଖୁବ୍‌ ଉଲ୍ଲାସର ସହ ସାରା ଓଡ଼ିଶାରେ ଏହି ବ୍ରତ ରଖୁଥିବା ବେଳେ ଏହି କ୍ରମରେ ବଲାଙ୍ଗିର ସହରରେ ମଧ୍ୟ ଘରେ ଘରେ ପାଳିତ ହେଉଛି ସାବିତ୍ରୀ ବ୍ରତ । ବଲାଙ୍ଗିର ରାଧାରାଣୀପଡ଼ା ସ୍ଥିତ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ଲାୟନ୍ସ କ୍ଲବ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ନୃସିଂହନାଥ ନିକଟସ୍ଥ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଯାଇ ବଂହିକନ୍ୟା ତଥା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରୀଙ୍କ ପ୍ରତିମୂର୍ତ୍ତିରେ
Read More...

ଡୁର୍ରୁକୁସମ ଠାରେ ଅତାବିରା ବିଧାୟକଙ୍କ ସହ ଆଲୋଚନା କଲେ ମସ୍ୟଜୀବି ସଂଘ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ମଧ୍ୟାହ୍ନ ୧୨ଟାରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡୁର୍ରୁକୁସମ ଠାରେ ଅତାବିରାର ନବ ନିର୍ବାଚିତ ବିଜେପି ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସ୍ଥାନୀୟ ତାମଦେଇ
Read More...

ଲରମ୍ଭାରେ ବ୍ରଜମୋହନଙ୍କ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ସ୍ଥିତ ଲରମ୍ଭା ଗ୍ରାମର ପ୍ରମୁଖ ଶିକ୍ଷାକେନ୍ଦ୍ର ଗୁଡିକରେ ପଲ୍ଲୀଶିକ୍ଷା ପ୍ରେମୀ ସ୍ୱର୍ଗତ ବ୍ରଜମୋହନ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ତାଙ୍କର ଜନ୍ମସ୍ଥାନକୁ ଯାଇ ଏନ୍ତୁଡିଶାଳରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରାଥମିକ
Read More...

ବିଜେପୁର ପେକ୍ସ ପିଅନ ସୂର୍ଯ୍ୟମଣିଙ୍କ ହତ୍ୟା ଘଟଣା : ୨୪ ଘଣ୍ଟା ଭିତରେ ଧରାପଡିଲେ ୨ ଅଭିଯୁକ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୂର୍ଯ୍ୟମଣିଙ୍କୁ କେମିତି କଲେ ଆକ୍ରମଣ ? କଣ ଥିଲା ଆକ୍ରମଣର କାରଣ ? କେଉଁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କଲେ ହତ୍ୟାକାରୀମାନେ ? ଏସବୁର ଗୁମର ଫିଟୁଛି ଏବେ । ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରି ଟିଟିଲାଗଡ଼ ପୋଲିସ ତନ୍ନ ତନ୍ନ କରି ଖୋଳତାଡ଼ ଆରମ୍ଭ
Read More...

ଧର୍ମ ପ୍ରାଣ ବ୍ୟକ୍ତିଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଥାନା ଅର୍ନ୍ତଗତ ଉର୍ଦୁନା ଗ୍ରାମର ଜଣାଶୁଣା ଭଦ୍ର ବ୍ୟକ୍ତି ମୋହନଲାଲ ହୋତାଙ୍କ (୭୩) ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଇଲାବତୀ, ଦୁଇ ପୁଅ ବୋହୂ ପ୍ରେମ ପ୍ରସାଦ - ନିକୀ, ରାମ ପ୍ରସାଦ- ରିଙ୍କି, ତିନି ଝିଅ ଜ୍ୱାଇଁ କଲ୍ୟାଣୀ-
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାୟତା ଅପେକ୍ଷାରେ ଲମ୍ବୋଦର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ବର୍ଷେ ହେବ ଲିଭର ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଲମ୍ବୋଦର । ଆଗକୁ ଚିକିତ୍ସା ହେବା ପାଇଁ ଆଉ
Read More...

ବିଶ୍ୱ ପରିବେଶ ଦିବସରେ ‘ପରିବେଶ ପାଇଁ ଗଛଟିଏ’ ଆହ୍ୱାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ତହସିଲ ନିକଟରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ସବୁଜ ଡେଲାଙ୍ଗର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ଆଇନଜୀବି ହୃଷୀକେଶ ପାଢ଼ୀଙ୍କ ଦ୍ୱାରା ପ୍ରସ୍ତୁତ ସଚେତନ ଧର୍ମୀ ପରିବେଶ
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହା ବିଦ୍ୟାଳୟ ଓ ଝାରବନ୍ଧର ଯୁବ ରେଡ୍‌କ୍ରସ୍ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ପୌରହିତ୍ୟରେ ତଥା ଯୁବ ରେଡ୍‌କ୍ରସ୍‌
Read More...

ଜାତୀୟ ଉଚ୍ଚଶିକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁନ୍ ୬ରେ 'ଜାତୀୟ ଉଚ୍ଚଶିକ୍ଷା ଦିବସ' ପାଳନ କରାଯାଏ । ବିଭିନ୍ନ ଶିକ୍ଷାଗତ ସ୍ୱପ୍ନକୁ ସାକାର କରିବା ପାଇଁ ବିଭିନ୍ନ ଆହ୍ଵାନର ସମ୍ମୁଖୀନ ହେଉଥିବା ଯୁବକମାନଙ୍କୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ । ବିଶ୍ଵକୁ ପରିବର୍ତ୍ତନ କରିବା ପାଇଁ
Read More...