Monthly Archives

June 2024

ଟିଟିଲାଗଡ ଶିଶକେଲାରୁ ୧ କ୍ୱିଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ଜବତ : ୨ କୋର୍ଟ ଚାଲାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ ନିକଟସ୍ଥ ଶିଶକେଲା ଗ୍ରାମର ଚେତାବନୀ ଦାସଙ୍କ ଘରେ ରବିବାର ରାତିରେ ଚଢାଉ କରିଥିଲା । ଏହି ଚଢ଼ାଉରେ ତାଙ୍କ ଘରୁ ୧ କ୍ୱିଣ୍ଟାଲ ୩୦୦ ଗ୍ରାମ ଗଞ୍ଜେଇ ସହ ବ୍ୟାପାର ପାଇଁ ଆସିଥିବା ଜବଲପୁର କୋରି
Read More...

କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ମହମ୍ମଦ ଆକବର ଖାନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ମହମ୍ମଦ ଆକବର ଖାନ୍‌ । ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବଲାଙ୍ଗିରର ଯୁବନେତା ଆକବର ଖାନ୍‌ଙ୍କୁ ୬ ବର୍ଷ ପାଇଁ କଂଗ୍ରେର ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଦଳ ବିରୋଧି
Read More...

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀର ଅଡିସନ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀର ଅଡିସନ୍‌ କାର୍ଯ୍ୟକ୍ରମ ସଫଳତା ସହ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଡିସନ୍‌ରେ ପୋଡପିଠା, ରଜ ରାଜକୁମାରୀ, ରଜ ସଜବାଜ, ପୁଚିଖେଳ ଆଦି ପ୍ରତିଯୋଗିତା କରାଯାଇଥିଲା । ବିଭିନ୍ନ
Read More...

କୃଷକ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଲା ନୂଆ ସରକାରଙ୍କ ପ୍ରଥମ ନିଷ୍ପତ୍ତି

ପିଏମ୍‌ କିଷାନ ସମ୍ମାନ ନିଧି ଅର୍ଥରାଶି ଜାରି କରିବା ସଂକ୍ରାନ୍ତ ପ୍ରଥମ ଫାଇଲ୍‌ରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀକୃଷକ କଲ୍ୟାଣ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ୍‌ କୃଷକ କଲ୍ୟାଣ ସହ ଜଡିତ : ପ୍ରଧାନମନ୍ତ୍ରୀଆଗାମୀ
Read More...

ଆହୁରି ବଢିବ ପ୍ରଚଣ୍ଡ ତାତି

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୫ ଦିନ ପ୍ରଚଣ୍ଡ ତାତି । ୨ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଏହା ସହ ପ୍ରଚଣ୍ଡ
Read More...

ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟ ପତ୍ରିକାର ଷଷ୍ଠ ବାର୍ଷିକ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ନିକଟସ୍ଥ ବନ୍ଧପାଲି ଗ୍ରାମରେ ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ସମ୍ପାଦକ ଭରତ ନାଏକ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ । ସଭାପତି ଭରତ ମେହେର ବାର୍ଷିକ ବିବରଣୀ ପାଠ
Read More...

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସୋର : ସପ୍ତାହେ ଧରି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସୋର ଥାନା ପଠାଣ ମହାଲ୍ଲା ଗ୍ରାମର ଶେଖ ଜୁଲଫୁକର ଗତ ତିନି ତାରିଖ ଅପରାହ୍ଣରୁ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ସୋର ଥାନାରେ ନିଖୋଜ ଥିବା ନେଇ ଏକ ଅଭିଯୋଗ କରିଥିଲେ । ପରେ ପରିବାର ଲୋକେ
Read More...

ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଶୁଭସ୍ତମ୍ଭ ଶୋଭାଯାତ୍ରାର ଚତୁର୍ଥ ଦିନ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧଜିଲ୍ଲା ମାଳିକା ବର୍ଣ୍ଣିତ ପୀଠ ସିଦ୍ଧ ତପୋ ସେବାବନ ସିଦ୍ଧ ଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସରେ ଏକ ବିରାଟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଯଜ୍ଞ ସାକାର ସହିତ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ଓ
Read More...

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ହିନ୍ଦୁ ମାନ୍ୟତା ଅନୁଯାୟୀ ଦେବାଧି ଦେବ ମହାଦେବ ଏବଂ ଶକ୍ତି ସ୍ଵରୂପିଣୀ ମା' ଜଗତ ଜନନୀ ପାର୍ବତୀଙ୍କର ପବିତ୍ର ବିବାହ ତିଥି ହିସାବରେ ପାଲନ କରାଯାଇଥାଏ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରୁ ଏହି ତିଥିରୁ ପ୍ରକୃତି ଶୀତଳତାକୁ
Read More...

ବିରୁଳିଗଡ଼ ରାଜମାତାଙ୍କ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିରୁଳିଗଡ଼ର ରାଜମାତା ଶ୍ରୀମତୀ ପ୍ରେମ ମଞ୍ଜରୀ ସିଂହଦେଓ (୮୯)ଙ୍କ ବିରୁଳି ରାଜବାଟିରେ ଶନିବାର ଦିନ ଭୋରୁ ଦେହନ୍ତ ଘଟିଛି । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋଉପକାରୀ, ଧର୍ମ ପରାୟଣ
Read More...