Monthly Archives

June 2024

ସର୍ଟ ସର୍କିଟ୍ ଯୋଗୁଁ ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସକାଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ବ୍ଲକ କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ଅଗ୍ନିକାଣ୍ଡରେ ବ୍ଲକର ବହୁ ଗୁରୁତ୍ଵପୂର୍ଣ୍ଣ ଫାଇଲ ସହିତ କମ୍ପ୍ୟୁଟର
Read More...

ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି ମାରିଦେଲା କୁଳଡିହା ହାତୀ

ନୀଳଗିରି : ପରିସ୍ରା କରିବାକୁ ଆସି ଗଲା ଜୀବନ । ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି ମାରିଲା କୁଳଡିହା ହାତୀ । ବିଳମ୍ବିତ ରାତିରେ ହାତୀ ଉପଦ୍ରବ । ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଉକ୍ତ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ
Read More...

ବରଗଡ଼ ସିମେଣ୍ଟ କାରଖାନାରେ ରକ୍ତଦାନ ଶିବିର ୧୦୪ ୟୁନିଟ୍‌ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଆଦାନୀ ଫାଉଣ୍ଡେସନ୍‌ ବରଗଡ଼ ସିମେଣ୍ଟ କାରଖାନା ଦ୍ଵାରା ସ୍ଥାନୀୟ ସିମେଣ୍ଟ ନଗର ଡିସ୍ପେନସେରି ଠାରେ ଏକ ରକ୍ତଦାନ ଶିବିର ନିଷ୍ଠା ପରିବାରର ସହଭାଗିତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପ୍ଲାଣ୍ଟ ମ୍ୟାନେଜର ସୁକାନ୍ତ ସାମନ୍ତ ଓ ବାଣୀ
Read More...

ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ମ୍ୟାଲେରିଆ ନିରାକରଣ ପରୀକ୍ଷା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଓ ବେଲପଡା ବ୍ଲକର ସୀମାର ଗମନାଗମନ ରାସ୍ତାଘାଟ ନଥିବା ଘଂଚ ଜଂଗଳ ଭିତର ଗାଁ ଗୁହିରାପଦରରେ ସୋମବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ସ୍ୱାସ୍ଥ୍ୟ ଶିବିରଟି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ସୋମବାର ଦିନ କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ତୁରେକେଲା ବ୍ଲକ ବି. ଡି. ଓ. ଶଙ୍କର୍ଷଣ ବେହେରା, ଅଧ୍ୟକ୍ଷା
Read More...

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

“ଆଜି ସଂସଦୀୟ ଗଣତନ୍ତ୍ର ପାଇଁ ଗର୍ବର ଦିନ, ଗୌରବର ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମ ନୂଆ ସଂସଦରେ ଏହି ଶପଥ ଗ୍ରହଣ କରାଯାଉଛି”“ଆସନ୍ତାକାଲି ହେଉଛି ଜୁନ୍ ୨୫ ତାରିଖ । ୫୦ ବର୍ଷ ପୂର୍ବେ ଆଜିର ଦିନରେ ସମ୍ବିଧାନ ଉପରେ କଳା ଦାଗ ଲଗାଯାଇଥିଲା । ଆମେ ଚେଷ୍ଟା କରିବୁ ଯେ ଏଭଳି ଦାଗ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସୋମବାର ଦିନ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି
Read More...

କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଲେ ରଘୁନାଥପାଲ୍ଲୀ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସୋମବାର ରାଉରକେଲା ଝାରମୁଣ୍ଡା, ଟାଙ୍ଗରପାଲି ଅଧୀନରେ ଥିବା ବିଭିନ୍ନ ବସ୍ତି ଗସ୍ତ କରି ଲୋକଙ୍କ ସମସ୍ୟା ଗୁଡ଼ିକ ପଚାରି
Read More...

ଖବର କାଗଜ ବିତରକ ଭାଇଙ୍କ ସହ ବିଧାୟକଙ୍କ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଖବର କାଗଜ ବିତରକ ସଂଘର କର୍ମକର୍ତ୍ତା ଗଣ ରଘୁନାଥପାଲ୍ଲୀ ନବନିର୍ବାଚିତ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ବିତରକ ସଂଘର ସଭାପତି ମିହିର ପାତ୍ର, ସାଧାରଣ
Read More...

ପ୍ରହସନ ପାଲଟିଛି ଝାରବନ୍ଧ ବ୍ଲକର ଜନଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଜନସାଧାରଣଙ୍କୁ ହାତ ପାହାନ୍ତାରେ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଆପତ୍ତି ଅଭିଯୋଗ ଗ୍ରହଣ କରି ସମସ୍ୟା ସମାଧାନ କରିବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ ନହୋଇ କାଗଜ
Read More...