Monthly Archives

May 2024

ଟିଟିଲାଗଡରେ ବିଜେପି ନେତାଙ୍କ ଠାରୁ ମିଳିଲା ପୁଳା ପୁଳା ଟଙ୍କା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ତାରିଖ ପାଖକୁ ଆସୁଥିବା ବେଳେ ଟିଟିଲାଗଡ ପୋଲିସ ପକ୍ଷରୁ ଜୋର୍‌ଦାର୍‌ ପେଟ୍ରୋଲିଂ କରାଯିବା ସହ ସ୍ପେଶିଆଲ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମଧ୍ୟ ବୁଲୁଛନ୍ତି । ତେବେ ମଙ୍ଗଳବାର ରାତି ସାଢ଼େ ବାରଟା ବେଳେ ଟିଟିଲାଗଡ଼ ପୋଲିସ ପକ୍ଷରୁ ରେଳ
Read More...

ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ପରୀକ୍ଷା ଫଳ : ଦୀପିକା ପ୍ରଥମ, କାର୍ତ୍ତିକ ଦ୍ୱିତୀୟ, ଅଂଶୁମାନ ତୃତୀୟ

କଳାହାଣ୍ଡି, (ହେମନ୍ତ ସାହୁ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦ୍ଵାଦଶ ଶ୍ରେଣୀର ତିନିଜଣ
Read More...

ନିର୍ବାଚନ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହୋଇ ଶିକ୍ଷକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଇ ନିର୍ବାଚନୀ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହେଇ ଜଣେ ଶିକ୍ଷକଙ୍କ ପରଲୋକ ହୋଇଛି । ପ୍ରାପ୍ତ ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ପଡାର ବାସିନ୍ଦା ତଥା କର୍ଲାମୁଣ୍ଡା ବ୍ଲକ୍ ରେଗେଡ଼ା ଉଚ୍ଚ ବିଦ୍ୟାଳୟର
Read More...

ଆନ୍ତର୍ଜାତୀୟ ପରିବାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୋଟିଏ ପରିବାର ହେଉଛି ଦୁଇ କିମ୍ବା ଅଧିକ ବ୍ୟକ୍ତିଙ୍କ ଜନ୍ମ, ବିବାହ, କିମ୍ବା ପୋଷ୍ୟ ସନ୍ତାନ ସହିତ ଜଡିତ ଯେଉଁମାନେ ଏକତ୍ର ରୁହନ୍ତି । ଏହିପରି ସମସ୍ତ ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରିବାରର ସଦସ୍ୟ ଭାବରେ ବିବେଚନା କରାଯାଏ । '୨୦୨୪ ପାଇଁ ଥିମ୍
Read More...

ସୁପ୍ରିୟା ସାହୁ ଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟରେ ପ୍ରଥମ

କଳାହାଣ୍ଡି, (ହେମନ୍ତ ସାହୁ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ସଦର ଚନ୍ଦ୍ରପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ
Read More...

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ପିଣ୍ଟୁ ଗଲେ ଜେଲ୍

ବ୍ରହ୍ମପୁର : (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗତକାଲି ଆକ୍ରମଣ ହୋଇଥିଲା । ଏହି ମାମଲାରେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କୁ ଗୋଷାଣୀ ନୂଆଗାଁ ଥାନା ପୋଲିସ
Read More...

ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟରେ ୯୬.୪% ରଖି ପ୍ରଥମ ସ୍ଥାନରେ ଦଶମ ଶ୍ରେଣୀର ଛାତ୍ରୀ ନିହାରିକା ସାହୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ
Read More...

ଉତ୍ତମ ଶିକ୍ଷା ଓ ଯୁବକଙ୍କୁ ରୋଜଗାର ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ – ସମରେନ୍ଦ୍ର

ଯୁବକଙ୍କୁ ସ୍ୱାବଳମ୍ବୀ ଓ ରୋଜଗାରକ୍ଷମ କରିବ କଂଗ୍ରେସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ରୂପାନ୍ତରିତ
Read More...

ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ମେଘ୍‌ନା ସିଂହଦେଓ ଓ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳିକେଶଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି କଳିକେଶଙ୍କ ପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗିର ସହରର ସୁଦ୍‌ପଡ଼ା ଓ ଗେଟ୍‌ସରୋବରପଡ଼ାରେ ଆଜି ଅପରାହ୍ନରେ ଶହ ଶହ ବିଜେଡ଼ି ମହିଳାଙ୍କ ସହ ମିଶି
Read More...

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ ମହୋତ୍ସବ ଗତକାଲି ମେ ୧୩ ତାରିଖରେ ସମଗ୍ର ବିଶ୍ୱର ୧୯୦ରୁ ଅଧିକ ଦେଶରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସ୍ଥାନୀୟ
Read More...