Monthly Archives

May 2024

ଟିଟିଲାଗଡରେ ବିଦ୍ୟୁତ୍‌ ବିଭ୍ରାଟ : ଲୋକେ ରାତିସାରା ହେଲେ ହଇରାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ରାତିରେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ରାତି ପାଖାପାଖି ସାଢ଼େ ବାରଟା ସମୟରୁ ବିଦ୍ୟୁତ୍‌ କାଟ ହୋଇଥିଲା । ପ୍ରଥମେ ଘଣ୍ଟା ଟିଏ, ଦୁଇ ଘଣ୍ଟା ଯାଏଁ ଲାଇଟ ଆସି ନଥିଲା, ଏହାପରେ ଲୋକ ବିଭିନ୍ନ ସୋସିଆଲ୍‌ ଗ୍ରୁପରେ ଲେଖିବା ଆରମ୍ଭ
Read More...

ନିଷାନ୍ କୁଟୁମ୍‌ର ‘ନାରୀ ଘରର୍ ଶିରୀ’ ଶୀର୍ଷକ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ 'ନାରୀ ଘରର୍ ଶିରୀ' ଶୀର୍ଷକ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି
Read More...

ପିକ୍‌ଅପ୍‌ ଭେନ୍‌ ଓ ବାଇକ୍‌କୁ ପଛପଟୁ ଧକ୍କାଦେଲା ଟ୍ରଲର୍‌ : ୩ ଗୁରୁତର, ୪ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ସମ୍ମୁଖ ଜାତୀୟ ରାଜପଥ ୧୬ ଉପରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହାତ ହୋଇଥିବା ଜଣାପଡିଛି । ଏକ ଟ୍ରଲର୍‌ ପିକ୍‌ଅପ୍‌ ଭେନ୍‌ ଓ ବାଇକ୍‌ ପଛପଟକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା ।
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଶ୍ଚିମ ଓଡ଼ିଶାରେ କମାଲ୍‌ କଲା ଯୁବୋଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଶ୍ଚିମ ଓଡ଼ିଶାରେ ପୁଣି ବାଜି ମାରିଛି ବଲାଙ୍ଗିର ଜିଲ୍ଲା ସ୍ଥିତ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ପାସ୍ ହାର ରଖିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଯୁବୋଦୟ ସ୍ଥାନ ପାଇଛି । ଏହି
Read More...

ଆଗାମୀ ଦିନ ଜିଲ୍ଲାରେ ଲୋକ ମହୋତ୍ସବ ଜିଲ୍ଲା କଳାକାର ସମନ୍ୱୟ ସମିତି ୧୦ ଟଙ୍କା ଚାଉଳ ଏକ ଅଡାରେ କରିବାକୁ ନିଷ୍ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ଆନୁକୂଲ୍ୟରେ ସଦର ବ୍ଲକ ବଲାଙ୍ଗିର ଚୂଡ଼ାପାଲି ନିକଟସ୍ଥ ଭୁଏ ପାଲି ଠାରେ ସମନ୍ୱୟ ସମିତିର ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ସେ କହିଲେ । କଳାକାର ଆଜି
Read More...

ବାଘଛାଲ ଜବତ୍‌ : ଅଭିଯୁକ୍ତ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ଥ ସାନ ମହେଶ୍ୱର୍ ସେକ୍ସନ୍‌ ହରିପୁର ଗ୍ରାମ ଠାରେ ଏକ କଲରା ପତରିଆ ବାଘଛାଲକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ନେଇ ଖଡ଼ିଆଳ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲେ । ବନ କର୍ମଚାରୀ ଗ୍ରାହକ ସାଜି ସେମାନଙ୍କ ସହ
Read More...

ସୁର ତରଙ୍ଗର ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସେୟାରର ଶାଖା ସଂସ୍ଥା ସୁର ତରଙ୍ଗର ସଙ୍ଗୀତ ପ୍ରତିଷ୍ଠାନ ତାର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ରୋମାନ୍ସ ସ୍ପେସିଆଲ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି । ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଏବଂ ବଲଜିତ ସିଂହ ଅତିଥି ଭାବେ ଯୋଗଦେଇ ଦୀପ
Read More...

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତିକ ହକର୍ସ ଦିବସ ପାଳିତ

ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଐକ୍ୟବଦ୍ଧ ହୁଅ - ବିଷ୍ଣୁ ମହାନ୍ତି ରାଉରକେଲା, (ସସ୍ମିତା ନ୍ରଧାନ) : ମେ ୨୬ ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ମହା ସମାରୋହରେ ପାଳନ ହୋଇଯାଇଛି ।
Read More...

ବିଦ୍ୟୁତ୍‌ ତାରରେ ଜୀବନ ହାରିଲେ ସ୍ୱାମୀ ସ୍ତ୍ରୀ

ବାଲେଶ୍ୱର : ବିଦ୍ୟୁତ୍‌ ତାରରେ ଜୀବନ ହାରିଲେ ଦମ୍ପତି । ଏପରି ଏକ ଅଭାବନୀୟ ଘଟଣା ଘଟଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ । ପାର୍ବତୀପୁର ଗ୍ରାମର ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ(୩୨) ଏବଂ ବୋହୂ ସସ୍ମିତା ମହାକୁଡ (୨୮) ଗତ
Read More...

ସେକ୍ଟର ଅଫିସର ଅମରେନ୍ଦ୍ରଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧାନକେରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଡୁପାଇଲୋର ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ସେକ୍ଟର ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ
Read More...