Daily Archives

ଶ୍ରୀମନ୍ଦିର କୂଅରେ ଗଳିପଡ଼ିଲେ ଶ୍ରଦ୍ଧାଳୁ : ପହଁରା ଜାଣିଥିବାରୁ ବଞ୍ଚିଗଲେ

ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ୱାର ଆନନ୍ଦ ବଜାର ପରିସରରେ ଥିବା ଏକ କୂଅରେ ପଡ଼ି ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଅଗ୍ନିଶମ ବିଭାଗର ଦମକଳ ଗାଡ଼ି, ଆମ୍ବୁଲାନ୍ସ ଓ ସିଂହଦ୍ନବାର ଥାନା ପୁଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ
Read More...

‘ପରିବେଶ ପାଇଁ ସାମଗ୍ରୀ ଇଞ୍ଜିନିୟରିଂରେ କୃତ୍ରିମ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂ’ ଉପରେ ଜାତୀୟ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଠାରେ 'କୃତ୍ରିମ ଇଣ୍ଟେଲିଜେନ୍ସ ଏବଂ ମେସିନ୍‌ ଲର୍ନିଂରେ ପରିବେଶ ପାଇଁ ସାମଗ୍ରୀ ଶିକ୍ଷା' ଉପରେ ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଇ. ଇ. ଆଇ. ବିଲଡିଂର ପଟେଲ ମେମୋରିଆଲ୍ ସେମିନାର୍ ହଲ୍‌ରେ, ଆଇ. ଇ. ଆଇ. ସହିତ
Read More...

ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା କାଣ୍ଡ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା ଅଭିଯୋଗ । ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଏବଂ ଭୁଜାଲୀରେ ଆକ୍ରମଣ କରିଛନ୍ତି । ଆହତ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
Read More...

ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ୪୮. ୮ ଡିଗ୍ରୀ ରେକର୍ଡ

ରାଜସ୍ଥାନ : ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି ।
Read More...

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

କୋଇଡ଼ା : ବରସୁଆଁ ରେଳସାଇଡିଂକୁ ଲୋଡିଂ ପାଇଁ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ବରସୁଆଁ ଷ୍ଟେସନ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା । ବୁଧବାର ରାତି ପ୍ରାୟ ୧୧ଟା ସମୟରେ ବରସୁଆଁ ରେଳସାଇଡିଂକୁ ​ଟ୍ରେନ୍‌ଟି ଯାଉଥିବାବେଳେ ଏହାର ତିନିଟି ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା । ଖବର ପାଇ
Read More...

ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦୮ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବିୟର ବୋଝେଇ ଟ୍ରକ
Read More...

ଭ୍ରାତୃ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ମେ ୨୪ରେ 'ଭ୍ରାତୃ ଦିବସ' ପାଳନ କରାଯାଉଛି । ଭାଇମାନଙ୍କ ପ୍ରତି ତୁମର ଶ୍ରଦ୍ଧା, ସ୍ନେହ, ପ୍ରେମ ଦେଖାଇବା ପାଇଁ ଏହି ଦିନଟି ହେଉଛି ସର୍ବୋତ୍ତମ ସୁଯୋଗ । ପାରିବାରିକ ବନ୍ଧନର ମହତ୍ତ୍ୱ ଏବଂ ଭାଇଭଉଣୀମାନେ ଆମ ଜୀବନରେ ଯେଉଁ ଭୂମିକା
Read More...

ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କଲା ପୁତୁରା

ରାଉରକେଲା : ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କକଲା ପୁତୁରା । ଏପରି ଏକ ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସୋଲ ପଞ୍ଚାୟତର ଅସୁରଖୋଲ ଗ୍ରାମରେ । ପୁତୁରା ରାଜେଶ ମିର୍ଦ୍ଧା ଓ ଖୁଡ଼ୀ ପଦ୍ମା ମିର୍ଧାଙ୍କ ପୂର୍ବରୁ ବିବାଦ ଥିଲା । ପଦ୍ମା ପାଖରେ ଥିବା ନାଳକୁ ଗାଧୋଇଇବାକୁ
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ତା’ ସହ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରାଯାଇଛି । ତେବେ
Read More...

ବନବିଭାଗ ପକ୍ଷରୁ ଅନ୍ତର୍ଜାତୀୟ କଇଁଚ ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆନ୍ତର୍ଜାତୀୟ କଇଁଚ ଦିବସ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମରେ ପାଳିତ ହୋଇଯାଇଛ । ଏ. ସି. ଏଫ ଦିବ୍ୟ ଶଙ୍କର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ସାମୁଦ୍ରିକ କଇଁଚ ମାନଙ୍କ ସୁରକ୍ଷା ସମ୍ପର୍କରେ
Read More...