Daily Archives

ମୃତ ବ୍ୟକ୍ତି ଓ ଦାଦନ ଶ୍ରମିକଙ୍କ ନାମରେ ଭୋଟ ଦିଆଯାଇଥିବା ଅଭିଯୋଗ

ମୁରିବାହାଲ, (କେପିଏନ୍‌ଏସ୍‌) : ମୃତ ବ୍ୟକ୍ତି ତଥା ଦାଦନ ଶ୍ରମିକଙ୍କ ନାମରେ ଭୋଟ ଦିଆଯାଇଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧାଖାଲ ଗାଁର ପାର୍ଥରାଜ ଲୁହା । ଶ୍ରୀ ଲୁହାଙ୍କ ଅଭିଯୋଗ ଅନୁସାରେ ଶୁକଲ ପୁଟେଲ ନାମ୍ନୀ ଜଣେ
Read More...

ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ : ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ସୋମବାର ଦିନ ସମାପନ ହୋଇଛି । ଏହି ପରିପ୍ରେକ୍ଷୀରେ ଇଭିଏମ୍‌ ମେସିନ୍‌ରେ ବାଲିଗୁଡାର ୫ ଜଣ ଓ ଜି. ଉଦୟଗିରିର ୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ
Read More...

ବିଏସ୍‌ଏଫ ଯବାନଙ୍କୁ ସ୍ୱାଗତ କଲେ ବେଲପଡା ଗ୍ରାମବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମର ଜଣେ ବିଏସ୍‌ଏଫ ଯବାନଙ୍କୁ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେ ଗାଁକୁ ଆସିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଲି ଯାଇଛି । ସୂଚନା ଅନୁସାରେ, ବେଳପଡ଼ା
Read More...

ଇଲେକ୍ସନ୍‌ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ଜଣେ ପୋଲିସ କର୍ମଚାରୀ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଇଲେକ୍ସନ୍‌ ଡ୍ୟୁଟିରେ ଲାଗିଥିବା ଏକ ଘରୋଇ ବସ୍ ମହାବୀର ଟ୍ରାଭେଲସ୍ ବସ୍‌ଟି ଛତ୍ରପୁର ଡି. ଆର୍‌. ଡି. ଏ. ଛକ ନିକଟରେ ଡିଭାଇଡର୍‌କୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି ।
Read More...

ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟଙ୍କ ପରଲୋକ

ଭୁବନେଶ୍ୱର : ଓଲିଉଡ୍ ପାଇଁ ଆଉ ଏକ ଦୁଃଖ ଖବର । ଆଉନାହାନ୍ତି ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟ । ୭୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ବିଜୟଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା । ସାଥୀ କଳାକାରଙ୍କ ପକ୍ଷରୁ ବିଜୟଙ୍କ
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌ : ୨ ମୃତ

କଟକ : କଟକ ବାଲିକୁଦା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, କଟକ ବାଲିକୁଦା ଛକ ନିକଟରେ ସ୍କୁଟିରେ ଯାଉଥିବା ସମୟରେ ଧକ୍କା ଦେଇଥିଲା ଟ୍ରକ୍‌ । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ
Read More...

ବ୍ରିଜ୍‌ ତଳକୁ ଖସିଲା ବସ୍ : ୨ ମୃତ, ୪୧ ଜଣ ଆହତ

ରାଜଗଡ଼ : ମଧ୍ୟପ୍ରଦେଶରେ ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ୨.୩୦ ସମୟରେ ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାତ୍ରା କରୁଥିବା
Read More...

ହାତୀ ଆକ୍ରମଣରେ ଚାଲିଗଲେ ଦୁଃଶାସନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆଜି ସକାଳେ ହାତୀ ଆକ୍ରମଣରେ ତୁଳସୀପାଳ ଗ୍ରାମର ଦୁଃଶାସନ ଗୋଛାୟତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଦୁଃଶାସନ (୫୫) ଆଜି ପାହାନ୍ତାରେ ଘର ବାହାରକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ପାଦରେ ଦଳିଦେଇଥିଲା । ଯାହାଫଳରେ ତାଙ୍କର
Read More...

ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର

ଉଲୁଣ୍ଡା : ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ଗ୍ରାମର ସୁଦର୍ଶନ ଭୋଇ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ସେ ଏକ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଯାଉଥିଲେ । ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା
Read More...

ଆଜି ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଆଜି ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର । ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ । ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ । ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ,
Read More...