Daily Archives

ସଡ଼କ ଦୁର୍ଘଟଣାରେ ପରିବାରର ୪ ସଦସ୍ୟ ମୃତ

ଢେଙ୍କାନାଳ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ପରିବାରର ୪ ସଦସ୍ୟ ମୃତ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିକଟରେ ଘଟିଛି ଏଭଳି ଏକ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୨ ଛୁଆଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକ
Read More...

ମତଦାନ କେନ୍ଦ୍ରରେ ସମାଜ ପକ୍ଷରୁ ଛାଁଚ୍‌ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀନଗରପଡ଼ା ପାଖ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭୋଟ୍‌ ଦାନ କେନ୍ଦ୍ରରେ ଗୁଜରାତି ସମାଜ ପକ୍ଷରୁ ଚାଲିଛି ଛାଁଚ୍‌ ବଂଟନ । ଆଜି ଭୀଷଣ ଖରାରେ ଲୋକେ ଲାଇନ୍‌ରେ ରହି ମତଦାନ କରୁଥିବା ବେଳେ ଗୁଜରାତି ସମାଜ ପକ୍ଷରୁ ଚାଲିଥିବା ଛାଁଚ୍‌ ବଂଟନ କାର୍ଯ୍ୟକ୍ରମ
Read More...

ବଲାଙ୍ଗିରରେ ୧୦୦୧ ଗଛ ଲଗାଇବା ଅଭିଯାନର ଆରମ୍ଭ : ପରିବେଶ ସୁରକ୍ଷାର ପଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ, ସହୟୋଗ ଫାଉଣ୍ଡେସନ୍‌ ଏବଂ ଗୋ ଗ୍ରିନ୍‌ ଅର୍ଗାନାଇଜେସନ୍‌, ଏହି ବର୍ଷ ୧୦୦୧ ଗଛ ଲଗାଇବା ପାଇଁ ସଂକଳ୍ପ ନେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଆରମ୍ଭ ଆଜି ଅନିଲ ମୋଦିଙ୍କ ନିବାସ ସ୍ଥାନ, ସୁଦପଡା,
Read More...

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ରେ ଭୋଟ ଦେଇଛନ୍ତି ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ । ଭୋଟର ମାନଙ୍କ ମତଦାନରେ ଉତ୍ସାହ ରହିଥିବା ଶ୍ରୀମତୀ ସିଂହଦେଓ କହିଥିବା ବେଳେ ଭୋଟର୍‌ଙ୍କ
Read More...

ମତଦାନ କଲେ ଟୁକୁନି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଟିଟିଲାଗଡ଼ବାସୀଙ୍କ ସହ ଲାଇନ୍‌ରେ ରହି ଟୁକୁନି ଭୋଟ ଦେଇଛନ୍ତି । ଗଣତନ୍ତ୍ରର ମହାନ୍‌ ପର୍ବ ସାଧାରଣ ନିର୍ବାଚନରେ ଟିଟିଲାଗଡ଼ବାସୀ ସାମିଲ୍‌ ହୁଅନ୍ତୁ ବୋଲି ସେ
Read More...

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ : ରାଉରକେଲା କେନ୍ଦ୍ର ଠାରେ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’,…

ରାଉରକେଲା, (ସସ୍ମିତା ପ୍ରଧାନ) : ଉଭୟ 'ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ' ଏବଂ 'ବିଶ୍ୱ ଟେଲି ଯୋଗାଯୋଗ ଦିବସ' ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା ପାଳନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ପୋଲାକି ଏହି
Read More...

ସୁନ୍ଦରଗଡ଼ ଭୋଟ ବର୍ଜନ କଲେ ୫ଟି ଗାଁର ଲୋକେ

ସୁନ୍ଦରଗଡ଼ : ଭୋଟ ବର୍ଜନ କରିଛନ୍ତି ୫ଟି ଗାଁର ଲୋକେ ବୋଲି ଖବର ମିଳିଛି । ସୂଚନା ଅନୂଯାୟୀ, ବିସ୍ଥାପନ ସମସ୍ୟାକୁ ନେଇ ଭୋଟ ବର୍ଜନ କରିଥିଲେ ଗାଁ ଲୋକେ କୁହାଯାଉଛି । ଏମ୍‌ସିଏଲ୍‌ କୋଇଲା ଖଣରେ ପ୍ରଭାବିତ ଅଞ୍ଚଳର ଭୋଟରଙ୍କ ଭୋଟ ବର୍ଜନ । ତୁମୁଳିଆ, ଝୁପୁରୁଙ୍ଗା , କିରିପସିରା, ରତନସରା,
Read More...

ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ

ସୁନ୍ଦରଗଡ଼ : ଆଜି ଗଣତନ୍ତ୍ରର ମହାନ ପର୍ବ । ଏହି ଅବସରରେ ସୁନ୍ଦରଗଡ଼ ପୌରାଞ୍ଚଳ ସୁନାରିପଡ଼ାେ ମତଦାନ ହେଉଥିବା ବେଳେ ସୁନାରିପଡ଼ା ୨୧୧ ନମ୍ବର ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ ହୋପଡ଼ିଥିବା ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି ଅଚେତ ହୋଇପଡ଼ିଥିବା ମହିଳା ପ୍ରିଜାଇଡିଂଙ୍କୁ
Read More...

ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ କଲେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡ଼ିପଡ଼ା ବୁଥ୍‌ରେ ମତଦାନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ । ବିଜେପିର ସଫଳତା ନେଇ ଗୋପାଳଜୀ ବିଶ୍ୱାସ ରଖିଥିବା ବେଳେ ମୋଦି ଗ୍ୟାରେଣ୍ଟି ସପକ୍ଷରେ ଲୋକେ ନିଶ୍ଚୟ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍‌ନ୍ତି ।
Read More...

ମତଦାନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବାପା ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ମା' ବିଜୟଲକ୍ଷ୍ମୀ ସିଂହଦେଓ ଏବଂ ଭାଇ ମନ୍ମଥ ନାରାୟଣଙ୍କ ସହ ଆଜି ବଲାଙ୍ଗିର
Read More...