Daily Archives

ସେଞ୍ଚୁରିଅନ୍‌ ବିଦ୍ୟାଳୟର ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ଓ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସି.ବି.ଏସ୍‌.ଇ ଦ୍ଵାଦଶ ଓ ଦଶମ ଶ୍ରେଣୀର ବୋର୍ଡ଼ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଦ୍ୱାଦଶ ଶ୍ରେଣୀରେ ୯୫% ପାସ୍‌ ହାର ରହିଥିବା ବେଳେ, ଛାତ୍ର ବାସ୍ତବ ଗୁରୁ ୯୬% ରଖି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେହିପରି ଭାବରେ ଦଶମ
Read More...

ବିଜେପି ଶୂନ୍ୟ ହେଉଛି ତରଭା ବ୍ଲକର ମେଣ୍ଡା ଜୋନ୍‌

ଅସନ୍ତୁଷ୍ଟ ନେତା ଓ କର୍ମୀ ବିଜେପି ଛାଡି ବିଜେଡିରେ ଯୋଗଦେଲେ ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଜିତେନ ପଣ୍ଡା ଆଜି ଭାଜପା ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜି ପାଇକବାହାଲର ବିଜେଡି କାର୍ଯ୍ୟାଳୟରେ ସୋନପୁର ବିଧାୟକ
Read More...

ମାତୃ ଦିବସରେ ‘ସମର୍ପଣ’ ପକ୍ଷରୁ ୩୦ ଜଣ ମହିଳାଙ୍କୁ ନୂତନ ବସ୍ତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମର୍ପଣ ପକ୍ଷରୁ ବିଶ୍ୱ ମାତୃ ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ଥାନୀୟ ନୟାବଜାର ସ୍ଥିତ ଲେପର୍ଶୀ କଲୋନୀରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଏମ୍‌.ଡି ସାଜାଦ, ସଭାପତି ଝୁନୁ ନାୟକ, ସମ୍ପାଦକ ଇନ୍ଦ୍ରଜିତ
Read More...

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭୀମ ଭୋଇ ସାହିତ୍ୟ ଆଲୋଚନା

ସନ୍ଥକବି ଭୀମଭୋଇଙ୍କ କାଳଜୟୀ ରଚନାର ପଟାନ୍ତର ନାହିଁ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ରାଉରକେଲା ଆନୁକୁଲ୍ୟରେ ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିରେ ଏକ ସାହିତ୍ୟ ଆଲୋଚନା ସଭା ଓ କବିତା ପାଠ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ
Read More...

ବ୍ରହ୍ମକୁମାରୀ ତରଫରୁ ମାତୃ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତୃ ଦିବସ ହେଉଛି ମା' ମାନଙ୍କ ସମ୍ମାନ ପାଇଁ ଉତ୍ସର୍ଗୀକୃତ । ସେକ୍ଟର ୨୦ସ୍ଥିତ ବ୍ରହ୍ମକୁମାରୀ ଅନୁଷ୍ଠାନ ତରଫରୁ ମାତୃ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଦାୟିତ୍ଵରେ ଥିବା ରାଜଯୋଗିନୀ ଅଞ୍ଜଳୀ ଭଉଣୀ ନିଜ ଜୀବନରେ ମା’ଙ୍କ
Read More...

ଫଲସାମାଲରେ ଆଦିବାସୀ ସମାବେଶ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ୍‌ ୩୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଅନ୍ତର୍ଗତ ଫଲସାମାଲ ଗାଁ ଠାରେ ଜୋନ୍‌ ସ୍ତରୀୟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଛି । କୈଳାଶ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ
Read More...

ଝାରମୁଣ୍ଡାରେ ବିଜେଡ଼ିର ନିର୍ବାଚନୀ ପ୍ରଚାର

ଶହ ଶହ ମହିଳାଙ୍କ ଶୋଭାଯାତ୍ରାରେ ଘର ଘର ବୁଲି ଭୋଟ ଭିକ୍ଷା ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି । ଏହି କ୍ରମରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍ ଧରିଛି । ରବିବାର ସଂଧ୍ୟାରେ ଶହ ଶହ
Read More...

ନିଷାନ୍ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ସାହିତ୍ୟ ପ୍ରାଣ ଖଗେଶ୍ୱର ସେଠଙ୍କ ଜନ୍ମଦିନ ଓ ମାତୃ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ ଆଭାସୀ ମାଧ୍ୟମରେ ବିଶ୍ଵ ମାତୃ ଦିବସ ଅବସରରେ ବହୁଭାଷୀ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି
Read More...

କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଗତ ରାତିରୁ ସକାଳ ସାଢ଼େ ୮ଟା ସୁଦ୍ଧା ବାଙ୍କିରେ ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ କରାଯାଇଛି । ସକାଳ ଠାରୁ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଦାରିଙ୍ଗିବାଡ଼ିରେ ସର୍ବାଧିକ ୨୮ ମିମି, ରାୟଗଡ଼ାରେ ୫.୨ ମିମି ଓ
Read More...

ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ପାଇଁ ପ୍ରଚାର କଲେ ପ୍ରମୋଦ ପ୍ରଧାନ, ପଞ୍ଚା ସାହୁ , ବିଜୟ ମେହେର, ରଞ୍ଜୁ ରାଇମନ୍ ଓ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି କ୍ଷେତ୍ରରେ ମାହୋଲ ସରଗରମ ହୋଇ ଉଠିପଡ଼ିଛି । ଖାସ କରି ଟିଟିଲାଗଡ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାବେଶରେ ଯୋଗ ଦେଇଥିବା ଟିଟିଲାଗଡ଼ର ସୁପରିଚିତ ବ୍ୟକ୍ତିବିଶେଷ । ବିଜେଡି
Read More...