Monthly Archives

April 2024

ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ହସ୍ତତନ୍ତ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ୧ ଏପ୍ରିଲ ମଧ୍ୟାହ୍ନ ୧୨ ଘଟିକା ସମୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରାଠାରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ 'ହସ୍ତତନ୍ତ ଦିବସ' ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଉତ୍କଳ ଦିବସ ତଥା ପ୍ରଥମ ପ୍ରବେଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ କ୍ଷମାନିଧି ନାଏକ ଯୋଗଦେଇ
Read More...

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର୍‌

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ହତ୍ୟାକାରୀ ମାମଲାରେ ଥିବା କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚମ୍ବଟ ମାରିଛି । ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ କଏଦୀ ଅର୍ଜୁନ । ଅପରେସନ ହୋଇ ଜିଲ୍ଲା
Read More...

କୁଣ୍ଡାବୁଟୁଲା ଛେଳିଆ ସାହୁ ହାଇସ୍କୁଲର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁଣ୍ଡାବୁଟୁଲା ଛେଳିଆ ସାହୁ ହାଇସ୍କୁଲର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଉତ୍କଳ ଦିବସ ଅବସରରେ ପୂଜା ମଣ୍ଡପ ଓ ଭଗବାନ ଶ୍ରୀଗଣେଶ ଓ
Read More...

ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ : ୩୦୦ରୁ ଅଧିକ ଆହତ

କୋଲକାତା : ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ । ୩୦୦ରୁ ଅଧିକ ଆହତ । ରବିବାର ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାରେ ଆକସ୍ମିକ ଝଡ଼ ଆସିବାରୁ ଅତି କମରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଏହି ବିପର୍ଯ୍ୟୟ ଦ୍ୱାରା ବିଭିନ୍ନ
Read More...

ବଲାଙ୍ଗିର ପୋଲିସ ପକ୍ଷରୁ ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋନହରପୁର ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଯାଇଛି ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପୋଲିସ ପକ୍ଷରୁ ଶୃଙ୍ଖଳିତ ପ୍ୟାରେଡ୍‌ ପ୍ରଦର୍ଶନ ହୋଇଥିବା ବେଳେ ଅଭିବାଦନ ଗ୍ରହଣ କରିଛନ୍ତି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ
Read More...

ଉତ୍କଳ ଦିବସ

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ ବା ଓଡ଼ିଶା ଦିବସ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ
Read More...

ସ୍ୱାସ୍ଥ୍ୟକର ଜୀବନ ପାଇଁ ପ୍ରକୃତି ସହ ସମରସତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତି ପ୍ରେମୀମାନେ ସ୍ୱାସ୍ଥ୍ୟକର ଜୀବନ ପାଇଁ ପ୍ରକୃତି ସହ ଏକିଭୂତ ହେବାର ସୁନ୍ଦର ଏକ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏଥିରେ ସ୍ୱାସ୍ଥ୍ୟ ପାଇଁ ପ୍ରକୃତିର ସ୍ପର୍ଶକୁ କଲ୍ୟାଣକାରୀ ଭାବେ ବିବେଚନା କରାଯାଇଛି । ଆମେ ପ୍ରାକୃତିକ
Read More...

ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ନିମନ୍ତେ ବିନା ଔଷଧରେ ଆରୋଗ୍ୟ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ୍ ପରିସରରେ ରୋଟାରୀୟାନ୍ ତଥା ରୋଟାରୀ ସଭାପତି ନିରଞ୍ଜନ ପାତ୍ରଙ୍କ ତତ୍ତ୍ଵାବଧାନରେ ଗତ ରବିବାର ଏକଦିନିକିଆ ବିନା ଔଷଧରେ ଆରୋଗ୍ୟ ଶିବିରର ଆୟୋଜିତ ହୋଇଯାଇଛି । ପ୍ରକାଶ ଥାଉକି, ମାନବ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ
Read More...

ଧର୍ମପରାୟଣ ସ୍ୱର୍ଗତ ବନମାଳି ରେଡ୍ଡୀଙ୍କ ଦ୍ୱାଦଶାହ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଦେବୀନଗର ମଧ୍ୟମ ଲାଇନ୍‌ରେ ରହୁଥିବା ଜଣେ ଧର୍ମପରାୟଣ ବ୍ୟକ୍ତି, ଭକ୍ତିବାଦ ସତ୍‌ସଙ୍ଗ୍‌ ଭଜନ କଳାକାର, ଅବସରପ୍ରାପ୍ତ ପୋଲିସ ବିଭାଗର ଡ୍ରିଲ୍-ଇନସ୍ପେକ୍ଟର ତଥା ବିଶିଷ୍ଟ ସମାଜସେବୀ ଏସ୍‌. ବନମାଳି ରେଡ୍ଡୀଙ୍କ ଇତି ମଧ୍ୟରେ ପରଲୋକ
Read More...