Daily Archives

ବଲାଙ୍ଗିର ପୋଲିସ ପକ୍ଷରୁ ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋନହରପୁର ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଯାଇଛି ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପୋଲିସ ପକ୍ଷରୁ ଶୃଙ୍ଖଳିତ ପ୍ୟାରେଡ୍‌ ପ୍ରଦର୍ଶନ ହୋଇଥିବା ବେଳେ ଅଭିବାଦନ ଗ୍ରହଣ କରିଛନ୍ତି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ
Read More...

ଉତ୍କଳ ଦିବସ

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ ବା ଓଡ଼ିଶା ଦିବସ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ
Read More...

ସ୍ୱାସ୍ଥ୍ୟକର ଜୀବନ ପାଇଁ ପ୍ରକୃତି ସହ ସମରସତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତି ପ୍ରେମୀମାନେ ସ୍ୱାସ୍ଥ୍ୟକର ଜୀବନ ପାଇଁ ପ୍ରକୃତି ସହ ଏକିଭୂତ ହେବାର ସୁନ୍ଦର ଏକ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏଥିରେ ସ୍ୱାସ୍ଥ୍ୟ ପାଇଁ ପ୍ରକୃତିର ସ୍ପର୍ଶକୁ କଲ୍ୟାଣକାରୀ ଭାବେ ବିବେଚନା କରାଯାଇଛି । ଆମେ ପ୍ରାକୃତିକ
Read More...

ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ନିମନ୍ତେ ବିନା ଔଷଧରେ ଆରୋଗ୍ୟ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ୍ ପରିସରରେ ରୋଟାରୀୟାନ୍ ତଥା ରୋଟାରୀ ସଭାପତି ନିରଞ୍ଜନ ପାତ୍ରଙ୍କ ତତ୍ତ୍ଵାବଧାନରେ ଗତ ରବିବାର ଏକଦିନିକିଆ ବିନା ଔଷଧରେ ଆରୋଗ୍ୟ ଶିବିରର ଆୟୋଜିତ ହୋଇଯାଇଛି । ପ୍ରକାଶ ଥାଉକି, ମାନବ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ
Read More...

ଧର୍ମପରାୟଣ ସ୍ୱର୍ଗତ ବନମାଳି ରେଡ୍ଡୀଙ୍କ ଦ୍ୱାଦଶାହ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଦେବୀନଗର ମଧ୍ୟମ ଲାଇନ୍‌ରେ ରହୁଥିବା ଜଣେ ଧର୍ମପରାୟଣ ବ୍ୟକ୍ତି, ଭକ୍ତିବାଦ ସତ୍‌ସଙ୍ଗ୍‌ ଭଜନ କଳାକାର, ଅବସରପ୍ରାପ୍ତ ପୋଲିସ ବିଭାଗର ଡ୍ରିଲ୍-ଇନସ୍ପେକ୍ଟର ତଥା ବିଶିଷ୍ଟ ସମାଜସେବୀ ଏସ୍‌. ବନମାଳି ରେଡ୍ଡୀଙ୍କ ଇତି ମଧ୍ୟରେ ପରଲୋକ
Read More...

ଆଧ୍ୟାତ୍ମିକ ଭକ୍ତି ଭାବଧାରାରେ ମନ୍ତ୍ରୀଡି ସ୍ଥିତ ପାଲୁର୍ ହିଲ୍ ମୁଖରୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସିଦ୍ଧ ଭୈରବୀ ପୀଠ ମନ୍ତ୍ରୀଡି ପଞ୍ଚାୟତ ଅଧୀନସ୍ଥ ପାଲୁର୍ ହିଲ୍ ଗ୍ରାମରେ ବିଶାଳ ଆଧ୍ୟାତ୍ମିକ ସମାବେଶ, ଦୀର୍ଘତ୍ତମ ଶ୍ରୀ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଅବସରରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ବିଧିବଦ୍ଧ ଭାବେ ପାଳନ
Read More...

ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର କ୍ଷେତ୍ରୀୟ ମୁଖ୍ୟଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଆଇକାଡା) କ୍ଷେତ୍ରୀୟ ମୁଖ୍ୟ ଶିବ କୁମାର ଅଗ୍ରୱାଲ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ସଦର ବ୍ଲକ୍‌ ଅନ୍ତର୍ଗତ ମାୟାବର୍ହା ଗ୍ରାମକୁ ଯାଇ ଧାନର ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଓ ଯୋଜନା
Read More...

ହରିରାଜପୁର ମେଳନ ଉତ୍ସବରେ ଆଧ୍ୟାତ୍ମିକ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳନ ପଡିଆ, ସୂଚନା କେନ୍ଦ୍ର ମଞ୍ଚରେ ରବିବାର ଅପରାହ୍ନରେ ନିମାଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ଆଧ୍ୟାତ୍ମିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନିମାଇଁ ସାହିତ୍ୟ ସଂସଦର ମୁଖ୍ୟ କର୍ମକର୍ତ୍ତା
Read More...