Daily Archives

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରୁ ଦୁଇ ନକଲି ଇଡି ଅଫିସର୍ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ ଭାଇ ନକଲି ଅଫିସର ପରିଚୟ ଦେଇ ଜେଲ୍ ଯାଇଛନ୍ତି । ସେମାନେ ହେଲେ ତାରିଣୀସେନ ମହାପାତ୍ର (୩୦ବର୍ଷ) ଓ ବ୍ରହ୍ମାଶଙ୍କର ମହାପାତ୍ର (୨୭ବର୍ଷ) ପିତା : ପ୍ରଫୁଲ୍ଲ କୁମାର ମହାପାତ୍ର ଦୋଳମଣ୍ଡପ ସାହି, ଥାନା : ଢେଙ୍କାନାଳ ଟାଉନ ବୋଲି ଜଣାଯାଇଛି ।
Read More...

ଆର୍ମି ଓ ଗୁଗୁଲ ଢ଼ାବାରେ ଚଢ଼ାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ଦୁଇ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ସ୍ଥିତ ଢ଼ାବା ଗୁଡିକରେ ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଭିତ୍ତି କରି ଲୋଇସିଂହା ପୋଲିସ ରୁଗୁଡ଼ିଖାଲ ଓ ରାମପୁର ସ୍ଥିତ ଦୁଇଗୋଟି ଢ଼ାବାରେ ଚଢ଼ାଉ କରି ବିପୁଳ ପରିମାଣର
Read More...