Monthly Archives

February 2024

ପ୍ରାପ୍ୟ ନ ମିଳିବାରୁ ହସ୍ପିଟାଲରୁ ପାନୀୟ ଜଳ ସଂଯୋଗ ବିଚ୍ଛିନ୍ନ କଲେ ଠିକାଦାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ସକାଶେ ୫-ଟି ଯୋଜନାରେ ସରକାର ତିନିକୋଟି ଟଙ୍କା ଯୋଗାଇ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ସରକାର ଏତେ ଟଙ୍କା ଯୋଗାଇ ଦେଇଥିଲେ ମଧ୍ୟ ଏହି ଡାକ୍ତରଖାନାରେ ନିରନ୍ତର ପାନୀୟ ଜଳର ସୁବ୍ୟବସ୍ଥା କରିବା
Read More...

ଖପ୍ରାଖୋଲ ଥାନାରେ ନୂତନ ଥାନାଧିକାରୀ ଭାବେ ନରେନ୍ଦ୍ର ଛତ୍ରଙ୍କ ଯୋଗଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାରେ ଗୁରୁବାର ନୂତନ ଥାନାଧିକାରୀ ଭାବେ ନରେନ୍ଦ୍ର ଛତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଛତ୍ର ପୂର୍ବରୁ ଟିଟିଲାଗଡ଼ ଥାନାରେ କାର୍ଯ୍ୟରତ ଥିଲେ । ଖପ୍ରାଖୋଲରେ ପୂର୍ବରୁ ଥାନାଧିକାରୀ ଭାବେ ରମାକାନ୍ତ ସାହୁଙ୍କ
Read More...

ବ୍ୟାଙ୍କ ଅଧିକାରୀ ବଟକୃଷ୍ଣ ଶତପଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଜଣାଶୁଣା ବ୍ୟାଙ୍କ ଅଧିକାରୀ (ଭାରତୀୟ ଷ୍ଟେଟ ବ୍ୟାଙ୍କ) ବଟକୃଷ୍ଣ ଶତପଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ୩୮ ବର୍ଷ ଷ୍ଟେଟ ବ୍ୟାଙ୍କର ଜଣେ ଦାୟିତ୍ଵ ସମ୍ପନ୍ନ କର୍ମଚାରୀ, ଜଣେ ସମାଜସେବୀ, ପରୋପକାରୀ ଓ ବହୁମୁଖି
Read More...

ଜୁନିୟର ରେଡ଼୍‌କ୍ରସ୍‌ର ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ପ୍ରତିଦିନ ଘରେ ତଥା ଘର ବାହାରେ ବିଭିନ୍ନ ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ନଷ୍ଟ ହେଉଛି । ପ୍ରତି ଦୁଇ ଘଂଟାରେ ଜଣେ ସଡ଼କ ଦୁର୍ଘଟଣାର ଶିକାର ହେଉଛି । ବହୁତ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିବା ସହ ବହୁ ପରିବାର ବେସାହାରା ପାଲଟି ଯାଉଛନ୍ତି । ଦୁର୍ଘଟଣାରେ ପ୍ରଥମ ଏକ ଘଣ୍ଟା ଆହତ
Read More...

ଆଗକୁ ସାଧାରଣ ନିର୍ବାଚନ ନିମନ୍ତେ ତାଲିମ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଗତକାଲି ୧୨୩- ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା ।
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ୪ଟି ପ୍ରାଥମିକ ଓ ଗୋଟିଏ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି । ହୀରାପୁର ଉଚ୍ଚ ବିଦ୍ୟାଳୟ,
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ରଞ୍ଜନ କୁମାର ଦାସଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରଞ୍ଜନ କୁମାର ଦାସ ଭା.ପ୍ର.ସେ. କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଗୁରୁବାର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟକରି ଗତ ଜାନୁୟାରୀ ୨୯ ତାରିଖ
Read More...

ମାଗଣା ବ୍ୟୁଟିପାର୍ଲର ଶିକ୍ଷା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁବାର ରାଜେନ୍ଦ୍ରପଡା ସ୍ଥିତ ପ୍ରଥମ୍ ଏଜୁକେସନ୍ ଫାଉଣ୍ଡେସନ୍ ଏବଂ ଟାଟା ପାୱାର ୱେଷ୍ଟର୍ନ ଓଡିଶା ଡିଷ୍ଟ୍ରିବିଉସନ୍ ଲିମିଟେଡ୍ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବ୍ୟୁଟିପାର୍ଲର ମାଗଣା ଶିକ୍ଷା ନିମନ୍ତେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ୟୁଟି
Read More...

ଅଧାପନ୍ତରିଆ ହୋଇ ପଡ଼ିରହିଛି କୁଟାସିଂହା ଅଙ୍ଗ ନଦୀର ସେତୁ

ସେତୁ ସମ୍ପୂର୍ଣ୍ଣ ନ ହେଲେ ଆଗାମୀ ଦିନରେ ଭୋଟ ବର୍ଜନ ଚେତାବନୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଅଞ୍ଚଳ ବଲାଙ୍ଗିର ଜିଲ୍ଲାର ଓ ବ୍ଲକର ସୀମାନ୍ତରେ ଥିବା ଅଞ୍ଚଳ ଏକ ଅବହେଳିତ ଅବସ୍ଥାରେ ଚିର ପରିଚିତ । ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଏ ଅଞ୍ଚଳକୁ
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲା ସୁଲେକେଲା ଗ୍ରାମପଞ୍ଚାୟତ

ପାଟଣାଗଡ଼, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ସୁଲେକେଲା ଗ୍ରାମପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଲେକେଲା ସରପଞ୍ଚ ଶ୍ୟାମସୁନ୍ଦର
Read More...