Monthly Archives

February 2024

ସଂଗୀତ ତରଙ୍ଗର ସଂଗୀତ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସଙ୍ଗୀତ ତରଙ୍ଗ"ର ପ୍ରତିଭା ସମ୍ପନ୍ନ କଳାକାରମାନେ ସେକ୍ଟର ୭ ସ୍ଥିତ ମଧୁ ମଣ୍ଡପଠାରେ ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ବଲିଉଡର ସୂରସାମ୍ରଜ୍ଞୀ ଲତା ମଙ୍ଗେସକର ତଥା ଡିସ୍କୋ ଲିଡର ବାପି ଲାହିରୀଙ୍କୁ
Read More...

ଛତ୍ରପୁର ବ୍ଲକ ତରଫରୁ ୧୮୬ ମିଶନ ଗ୍ରୁପଙ୍କୁ ୮୦ ଲକ୍ଷ ଟଙ୍କା ଋଣ ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ଶୂନ୍ୟ ପ୍ରତିଶତ (୦%)ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ପ୍ରଦାନର ଭର୍ଚୁଆଲ୍ ସମାରୋହର କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ତରଫରୁ ଗଞ୍ଜାମ ଜିଲ୍ଲା ସଂସ୍କୃତି
Read More...

କୁମାରବେଗପଲ୍ଲୀ ଗ୍ରାମରେ ମା’ ସର୍ବମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଆରମ୍ଭ ହୋଇଥିବା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମପଞ୍ଚାୟତ ଅଧିନସ୍ଥ କୁମାରବେଗପଲ୍ଲୀ ଗ୍ରାମରେ ମା' ସର୍ବମଙ୍ଗଳାଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନିମନ୍ତେ ସୋମବାର ଦିନ ପୂର୍ବାହ୍ନରେ ଋଷିକୁଲ୍ୟା ନଦୀରୁ ଜଳ ଅଣାଯାଇ ବର୍ଣ୍ଣାଢ଼୍ୟ
Read More...

ବ୍ରହ୍ମପୁରରୁ ଭୁବନେଶ୍ୱର ପାସେଞ୍ଜର ରେଳ ଟିକେଟ ଅଧା ଦର କମିଲା

ବ୍ରହ୍ମପୁରରୁ ଭୁବନେଶ୍ୱର ପାସେଞ୍ଜର ଓ ମେମୁ ଟ୍ରେନ୍‌ରେ ଯାତ୍ରୀଙ୍କ ପିଛା ଟିକେଟ ଦର ମାତ୍ର ୪୦ଟଙ୍କା ଧାର୍ଯ୍ୟ ହେଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୦ରେ କରୋନା କଟକଣା ପାଇଁ ପାସେଞ୍ଜର ଟ୍ରେନ୍ ହେଉ ଅବା ଏକ୍ସପ୍ରେସ ଟ୍ରେନ୍‌ର ଜେନେରାଲ ବଗିରେ ବସି ଯାତ୍ରୀମାନେ
Read More...

ଟ୍ରେନ ଲାଇନରେ କଟି ଯୁବକ ଆତ୍ମହତ୍ୟା : ରେଲୱେ ପୋଲିସର ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ କଅସର ପଡା ରେଲୱେ ଫାଟକ ପାଖରେ ଜଣେ ଯୁବକ ଟ୍ରେନ ଲାଇନରେ କଟି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ସୁରଜ କୁମାର ମହାନନ୍ଦ ଓରଫ ଗୁଡ଼ୁ (୨୨) ଗ୍ରାମ କନ୍ଦକେଲଗାଁ ପଞ୍ଚାୟତ ଋଣୀମହୁଲ ବୋଲି ଜଣାପଡିଛି । ପ୍ରକାଶ
Read More...

ମୁରିବାହାଲରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସମାରୋହ କାର୍ଯ୍ୟକ୍ରମ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଓଡିଶାର ୭୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫
Read More...

ଆମ ଓଡିିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରଙ୍କ ଯୋଜନା ସେତେବେଳେ ସଫଳ ହେବ ଯେତେବେଳେ ଲୋକେ ଏ ସର୍ମ୍ପକରେ ସଚେତନ ହୋଇ ଯୋଜନାର ଲାଭ ଉଠାଇବେ । ତେଣୁକରି ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସର୍ମ୍ପକରେ ସଚେତନତା ସୃଷ୍ଟି କରିବାକୁ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି
Read More...

ଜାତୀୟ ବିଜ୍ଞାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତରେ 'ଜାତୀୟ ବିଜ୍ଞାନ ଦିବସ' ପ୍ରତିବର୍ଷ ଫେବୃଆରୀ ୨୮ରେ ପାଳନ କରାଯାଏ । ୨୦୨୪ ପାଇଁ ଥିମ୍ ହେଉଛି 'ବିକଶିତ ଭାରତ ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା' । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ପାଇଁ ଜନସାଧାରଣଙ୍କ ଉଦ୍ୟମକୁ ପ୍ରୋତ୍ସାହିତ
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଷାକ ଓ ବ୍ଲେଜର ପାଇଁ ଟଙ୍କା ସହିତ ସୁଧ ଫେରସ୍ତ କଲେ ବିନା ସୁଧରେ ୧୦ଲକ୍ଷ ଟଙ୍କାର…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ପୋଷାକ ଓ ବ୍ଲେଜର ବାବଦକୁ ଆର୍ଥିକ ସହାୟତା ସହିତ ମିଶନ ଶକ୍ତିକୁ ଆଗରୁ ନେଇଥିବା ଋଣ ବାବଦ ସୁଧକୁ ଫେରସ୍ତ କରିଦେଇଛନ୍ତି । ଭାରଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ
Read More...

ବନାଞ୍ଚଳ ସ୍ତରୀୟ ବନାଗ୍ନି ନିବାରଣ ଓ ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, (ପ୍ରମୋଦ ସେଲମା) : ସଇଁନ୍ତଲା ବନାଞ୍ଚଳ ତରଫରୁ ବନାଗ୍ନି ନିବାରଣ ସଚେତନତା ସଭା ବନାଞ୍ଚଳ ଅଧିକାରୀ ସାଗର ରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆଲୋଚନା ହୋଇଥିଲା । ପ୍ରତିବର୍ଷ ସଚେତନତା
Read More...