Monthly Archives

February 2024

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଫେବୃୟାରୀ ମାସରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ବିଭାଗୀୟ ଅଧିକାରୀଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀର କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ୟା କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ
Read More...

ବାରବନ୍ଧ ଓ ବେହେରାଖାଇ ଗ୍ରାମରେ ଦୁଇଟି ମେଟାଲିଙ୍ଗ ରାସ୍ତାର ଭିତ୍ତିପ୍ରସ୍ତର କାର୍ଯ୍ୟର ଶୁଭାରମ୍ଭ : ସରପଞ୍ଚଙ୍କୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଞ୍ଚାୟତର ବାରବନ୍ଧ ଓ ବେହେରାଖାଇଠାରେ ମନରେଗା ଯୋଜନାରେ ଦୁଇଟି ମେଟାଲିଙ୍ଗ ରାସ୍ତାର ଭିତ୍ତି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଗୁଡିଘାଟ ସରପଞ୍ଚ ଶ୍ରୀମତୀ ରଶ୍ମିତା ବାଗ ମୁଖ୍ୟ
Read More...

ସାଧୁତା ଓ ନମ୍ରତା ହିଁ ଶିଷ୍ୟର ଶ୍ରେଷ୍ଠ ଆୟୁଧ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ତ୍ତମାନ ସମାଜରେ ଭଲ ମଣିଷର ଘୋର ଅଭାବ ପରିଲକ୍ଷିତ ହେଉଛି । ଭଲ ମଣିଷ ହେବାରେ ପ୍ରତ୍ୟେକ ଛାତ୍ରଛାତ୍ରୀର ସାଧୁତା ଓ ନମ୍ରତା ହିଁ ମହାନ୍ ଗୁଣ ।ଗୋଟିଏ ଶିଷ୍ୟ ବା ଶିଷ୍ୟା ବାଲ୍ୟକାଳରୁ ସାଧୁତା, ନମ୍ରତା ଓ ସଚ୍ଚୋଟତା ଆଦି ଗୁଣାବଳୀକୁ ଆପଣେଇ
Read More...

ଦେବଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ଗଣାଧିପ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଦେବଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଜିଲ୍ଲାସ୍ତରୀୟ ଇଲେମେଣ୍ଟାରି ବିଭାଗରେ ଶ୍ରେଷ୍ଠ ବିଦ୍ୟାଳୟ ଓ ଏହାର ପ୍ରଧାନ ଶିକ୍ଷକ ଗଣାଧିପ ଦାସଙ୍କୁ
Read More...

ଶ୍ରୀକାନ୍ତ ଭୋଇ କ୍ରିକେଟ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ବଲାଙ୍ଗିର ସାନବି ଟିମ୍‌ ୧୭ ରନ୍‌ରେ ବିଜୟୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ୪ତମ ଶ୍ରୀକାନ୍ତ ଭୋଇ କ୍ରିକେଟ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ବଲାଙ୍ଗିର ସାନବି ଓ ଟିଟିଲାଗଡ଼ କ୍ରିଷ୍ଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ରୂପରେଖ ସମ୍ପର୍କରେ ଜଣାଇବା ବହୁ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଶକ୍ତି ନଗରର
Read More...

ଲୁହାସିଙ୍ଗା ସର୍ବୋଦୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୩୧ତମ ସ୍କାଉଟ ଓ ଗାଇଡ଼ କେମ୍ପୋରୀ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ସର୍ବୋଦୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ୩୧ତମ ସ୍କାଉଟ ଗାଇଡ କେମ୍ପୋରୀର ଉଦ୍‌ଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ
Read More...

ହିନ୍ଦ୍ ମଜଦୁର ସଭା ଆଞ୍ଚଳିକ କମିଟି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୁର ସଭା ଆଞ୍ଚଳିକ କମିଟି ବୈଠକ ରାଉରକେଲା ମଜଦୁର ସଭା ମୁଖ୍ୟ କାର୍ଯ୍ୟାଳୟ ବିଶ୍ରା ରୋଡ଼ ରାଉରକେଲାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଉରକେଲା ମଜଦୁର ସଭା, ରାଉରକେଲା ଠିକା ଶ୍ରମିକ ସଭା, ଏନ୍.ଏସ୍‌.ପି.ସି.ଏଲ୍‌ ଏମ୍ପଲଇଜ
Read More...

ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ
Read More...

ସଇଁତଲାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ସୁଶାନ୍ତ ପ୍ରଧାନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଲରମ୍ଭା ଥାନାରେ ଅବସ୍ଥାପିତ ଥିଲେ । ସେହିପରି ଥାନା ସେକେଣ୍ଡ ଅଫିସର ସଂଗୀତା ବେକ୍‌ଙ୍କୁ ବଲାଙ୍ଗିର ଟାଉନ ଥାନାକୁ ବଦଳି
Read More...