Monthly Archives

February 2024

ମାତୃ ଶିଶୁ ହସ୍ପିଟାଲ ପାଖରେ ଲାଗୁନି ମୋବାଇଲ ନେଟୱର୍କ : ବାହାରେ ସ୍ପିଡ ବ୍ରେକର ପାଇଁ ହେଉଛି ଦାବି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ପିପଲ ପଦରଠାରେ ଅବସ୍ଥିତ ଥିବା ମାତୃ ଶିଶୁ ହସ୍ପିଟାଲ ଡିସେମ୍ବର ମାସରେ ଉଦ୍‌ଘାଟିତ ହେବା ପରେ ଏବେ ସମସ୍ତ ଗର୍ଭବତୀ, ପ୍ରସୂତି ତଥା ଶିଶୁମାନଙ୍କୁ ସେଠାରେ ଚିକିତ୍ସା ପ୍ରଦାନ କରାଯାଉଛି । ନୂତନ ଅତ୍ୟାଧୁନିକ ବିଲଡ଼ିଂରେ ପ୍ରାୟ
Read More...

ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ମୁରିବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ଗୁରୁବାର ସଂଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ଜିତେନ୍ଦ୍ରିୟ ଭୋଇଙ୍କ ଅଧ୍ୟକ୍ଷତାରେ
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାସ ଦୀର୍ଘ ୩୬ ବର୍ଷ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କରି ତା ୩୧ -୧-୨୦୨୪ ରିଖ ଦିନ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟ ତରଫରୁ ଆୟୋଜିତ ଭବ୍ୟ ସଭାରେ ପ୍ରଧାନ
Read More...

ମାୟାବର୍ହାରେ “ମାୟାମୁକ୍ତା” ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲର ବାର୍ଷିକ ଉତ୍ସବ 'ମାୟାମୁକ୍ତା' ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ବିନୋଦ କୁମାର
Read More...

ଟିଟିଲାଗଡ଼ ଅଞ୍ଚଳରେ ଚାଲିଛି ପ୍ରାଣୀ ଚିକିତ୍ସା : ଆନ୍ଦୋଳନ ପ୍ରଭାବଶୂନ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୧୮ ତାରିଖରୁ ଓଡ଼ିଶା ପ୍ରାଣୀ ଚିକିତ୍ସା ସଙ୍ଘ ପକ୍ଷରୁ ସମୂହ ଛୁଟି ଓ ଆନ୍ଦୋଳନ ଚାଲିଥିବା ବେଳେ ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳୁଛି । ସମ୍ପ୍ରତି ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଯିବା
Read More...

ପୋଡ଼ାପଦରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ପଡ଼ିଆଠାରେ ବର୍ଣ୍ଣାଢ଼୍ୟ ସମାରହୋରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ସମ୍ପନ୍ନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସ୍ଥାନୀୟ ସରପଞ୍ଚ
Read More...

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ପ୍ରଦାନ ଶିବିର ଉଦ୍‌ଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ ଶିବିରର ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ
Read More...

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରିର ଚାହିଦା ବୃଦ୍ଧି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ଦିନକୁ ଦିନ ଚାହିଦା ବୃଦ୍ଧି ପାଇବା ସହ ବେଶ୍‌ ଭିଡ଼ ମଧ୍ୟ ଜମୁଛି । ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ଯିଏ ଯାଉଛି, ସିଏ କିଣୁଛି । ଜଣେ
Read More...

ଖଣ୍ଡାଦେଉଳି ବିଦ୍ୟାଳୟ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡାଦେଉଳି ସହିଦ ଭଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଏକ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜ ଅଧକ୍ଷ ଦିବାକର
Read More...

ଡୁଙ୍ଗୁରିପାଲିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଡାୟାଲିସିସ୍ କେନ୍ଦ୍ର ଉଦ୍‌ଘାଟିତ

ଜିଲ୍ଲାର ଗରିବ କିଡ଼୍‌ନୀ ରୋଗୀ ଉପକୃତ ହେବେମାଗଣାରେ ମିଳିବ ଡାୟାଲିସିସ୍ ଚିକିତ୍ସାସେବାସମସ୍ତଙ୍କ ଜୀବନ ହେଉଛି ମୂଲ୍ୟବାନ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସମଗ୍ର ରାଜ୍ୟରେ ବିଭିନ୍ନ ବର୍ଗର କିଡ଼୍‌ନୀ ରୋଗୀମାନଙ୍କୁ ମାଗଣାରେ ଡାୟାଲିସିସ୍ ସୁବିଧା ଯୋଗାଇ ଦେବାପାଇଁ ଗତକାଲି
Read More...