Daily Archives

୧୦ କେଜି ଗଞ୍ଜେଇ ଜବତ : ୧ ଗିରଫ

ଦାରିଙ୍ଗବାଡ଼ି : ୧୦ କେଜି ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡ଼ି ଅବକାରୀ ଥାନା ପୋଲିସ । ଗିରଫ ବେପାରୀ ଜଣକ ହେଉଛି ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମର ମହେଶ୍ୱର ସାହାଣୀ(୪୮) । ଅବକାରୀ ଥାନା ଅଧିକାରୀ ଜଗବନ୍ଧୁ ଜାନି, ବିଶେଷସୂତ୍ରରୁ ଖବର ପାଇ ଡବେରି
Read More...

ନାଲକୋ ଛକରେ ଦୁଇ କାର୍ ମୁହାଁମୁହିଁ ଧକ୍କା, ଚୁରମାର୍ ହେଲା ଗାଡି

ବାରଙ୍ଗ : ଦୁଇ ଏସ୍‌ୟୁଭି ମୁହାଁମୁହିଁ ଧକ୍କା ଫଳରେ ଚୁରମାର୍ ହେଲା ଦୁଇ କାର୍ । ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଘଟଣା ସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମଦ୍ୟପାନ କରି ଡ୍ରାଇଭିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସେପଟେ ଚେକିଂ
Read More...

୨୬ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପାଡୁଆ ପୋଲିସ

ଲମତାପୁଟ : ପୋଲିସର କଡାସୁରକ୍ଷା ନେଇ ଜାରି ରହିଛି ଅପ୍ରେସନ ଗ୍ରୀନ କ୍ଲିନ । ଗଞ୍ଜେଇ ଗଛ ଅମଳ ସମୟ ପୂର୍ବରୁ ପୋଲିସ ମାଳି ଭୀମଡଳ, ପରଜା ଭୀମ ଡଳ ଏବଂ ମାଳି ଆମ୍ବେଲ ଗ୍ରାମ ନିକଟ ଅଞ୍ଚଳରୁ ଗଞ୍ଜେଇଚାଷ ନଷ୍ଟ କରିଛି । କୋରାପୁଟ ପୋଲିସ, ଡିବିଏଫ୍‌, ବନବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ
Read More...

ମ.ରାମପୁର ପୁଲିସ୍ ଜାରୀ କଲା ଜରୁରୀ ସୂଚନା : ସୁନା ସଫେଇ ବାହାନାରେ ସୁନା ଲୁଟ୍ ଦଳ ସକ୍ରିୟ, ଅଜଣା ବ୍ୟକ୍ତି ସୁନା…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପୁଲିସ୍ ତରଫରୁ ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସୁନା ସଫେଇ ବାହାନାରେ ମ.ରାମପୁର ଅଞ୍ଚଳରେ ସୁନା ଲୁଟ୍‌ର ଘଟଣା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ପୁଲିସ ତରଫରୁ ସୂଚନା ଦେଇ ସାଧାରଣ ଜନତାଙ୍କୁ ସଚେତନ
Read More...

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର : ୨ ମୃତ

ଘଟଗାଁ : ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ ଫଳରେ ଘଟଣାସ୍ଥଳରେ ୨ ସ୍କୁଟି ଚାଳକ ମୃତ । ଏହାସହ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ
Read More...

ଭାରତୀୟ ଅର୍ଥନୀତି ଓ ବଜାର ନେଇ ଜେଫ୍ରିଜଙ୍କ ପରିକଳ୍ପନା

ଭାରତ ୨୦୨୭ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବଭାରତୀୟ ବଜାର ପୁଞ୍ଜି ୨୦୩୦ ସୁଦ୍ଧା ହେବ ୧୦ ଟ୍ରିଲିୟନ ଡଲାର ନୂଆଦିଲ୍ଲୀ, (ପିଆଇବି) : ବୈଶ୍ୱିକ ପୁଞ୍ଜି ବିନିଯୋଗ ଉପଦେଷ୍ଟା ଫାର୍ମ ଜେଫ୍ରିଜ ଭାରତୀୟ ଅର୍ଥନୀତି ଓ ଏହାର ଅଂଶସମୂହ ବଜାର ନିମନ୍ତେ ଏକ ଆଶାଜନକ ପରିକଳ୍ପନା
Read More...

ଏକ ଆଧୁନିକ ମିଡିଆ ପରିଦୃଶ୍ୟ ପାଇଁ ପରିବର୍ତ୍ତନକାରୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ପତ୍ରିକା / ଖବରକାଗଜ ପଞ୍ଜୀକରଣରେ ବ୍ୟାପକ ପରିବର୍ତନ ଆଣିବ ପ୍ରେସ୍ ସେବା ପୋର୍ଟାଲସ୍ୱଚ୍ଛ ଏମ୍ପାନେଲମେଣ୍ଟ ଏବଂ ମିଡିଆ ପ୍ଲାନିଂ ବ୍ୟବସ୍ଥା : ସରକାରଙ୍କ ୩୬୦ ଡିଗ୍ରୀ ଯୋଗାଯୋଗରେ ଦକ୍ଷତା ବୃଦ୍ଧିନାଭିଗେଟ୍ ଭାରତ ପୋର୍ଟାଲ: ସରକାରୀ ଭିଡିଓ ପାଇଁ ୟୁନିଫାଏଡ୍ ହବ୍ଏଲସିଓ ପାଇଁ ଜାତୀୟ
Read More...

ମାଟି, ମଣିଷ ଓ ସଂସ୍କୃତି

ଡକ୍ଟର ଲକ୍ଷ୍ମଣ ମେହେର ମାଟି ସହିତ ମଣିଷ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପାଣି, ପବନ ହେଉଛି ମାନବର ଜୀବନ ନିର୍ବାହର ମୂଳଦୁଆ । ସଂସ୍କୃତି ହେଉଛି ତା’ର ପରିଚୟ । ଗ୍ରାମୀଣ ଜନତା ପରମ୍ପରାକୁ ପ୍ରାଧାନ୍ୟ ଦେଇଥାଏ । ପୂର୍ବପୁରୁଷଙ୍କ ଠାରୁ ଚଳି ଆସୁଥିବା ପ୍ରଥା, ବିଶ୍ୱାସକୁ ବିନା ପ୍ରତିବାଦରେ
Read More...