Daily Archives

ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘ ବଲାଙ୍ଗିର ସର୍କଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ନଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘ ଓଡିଶା ସରକାରଙ୍କଠାରୁ ବହୁଦିନ ଧରି ତାର ନ୍ୟାର୍ୟ ଦାବି ଉପସ୍ଥାପନ କରିଆସୁଛି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କୁ ଭେଟି ଆଲୋଚନା କରିଛି । ସଭା ସମିତି ତଥା ବିକ୍ଷୋଭ ମାଧ୍ୟମରେ ସ୍ୱର
Read More...

ଏମ୍‌ସିସି ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମଦନପୁର ଦଳ ଚମ୍ପିୟାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରଠାରେ ଚାଲିଥିବା ଏମ୍‌ସିସି ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଶିଷ୍ଟ ଅତିଥି ଭାବେ
Read More...

କପିଲାଭଟା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ
Read More...

ବିଶ୍ୱ ମାନବ ଆତ୍ମା ​​ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଫେବୃଆରୀ ୧୭ ବିଶ୍ୱ ମାନବ ଆତ୍ମା ​​ଦିବସ । ପ୍ରତିବର୍ଷ ଫେବୃଆରୀ ୧୭ରେ "ବିଶ୍ୱ ମାନବ ଆତ୍ମା ​​ଦିବସ" ପାଳନ କରାଯାଏ । ମଣିଷର ଆତ୍ମା ​​ଉପରେ ପ୍ରତିଫଳିତ ହେବା ଏବଂ ବିସ୍ମୟ ଓ ଉଦ୍ଦେଶ୍ୟ ସହିତ ପୁନଃ ସଂଯୋଗ ହେବା ହେଉଛି ଏହି ଦିନ ।ଏହି ଦିବସ
Read More...

ଟିଟିଲାଗଡ଼ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ କଲେ ପୁରସ୍କୃତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଚିକିତ୍ସାସେବା ପ୍ରଦାନ କ୍ଷେତ୍ରରେ ଏକ ଗୁରତ୍ୱପୂର୍ଣ୍ଣ ଯୋଜନା ହେଉଛି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ପ୍ରଦାନ । ଏହି ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ବହୁତ ଗରିବ ଅସହାୟ ଲୋକ ଚିକିତ୍ସିତ ହୋଇପାରୁଛନ୍ତି । ଏହି
Read More...

୪୫ କୋଟି ଜନଧନ ଆକାଉଣ୍ଟରେ ୨.୧ ଲକ୍ଷ କୋଟି ଟଙ୍କା ଜମା ହୋଇଛି : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ବିଗତ ୧୦ ବର୍ଷରେ ୨୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି, ଯାହାକି ସରକାରୀ ଯୋଜନାରୁ ଲୋକମାନେ ଉପକୃତ ହେବାର ପ୍ରମାଣଶତ ପ୍ରତିଶତ ସରକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି : ଶ୍ରୀ ଠାକୁର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
Read More...

ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ରାଜସ୍ଥାନ ନିମନ୍ତେ ୧୭ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ ଓ ଶିଳାନ୍ୟାସରାଜସ୍ଥାନର ପାଞ୍ଚ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର କଲେ ଉଦ୍‌ଘାଟନପ୍ରାୟ ୨୩୦୦ କୋଟି ଟଙ୍କା ବ୍ୟୟରେ ଆଠଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର କଲେ ଶିଳାନ୍ୟାସଖତିପୁରା ରେଳ ଷ୍ଟେସନକୁ
Read More...

ହରିୟାଣାର ରେଓ୍ଵାରିରେ ୯,୭୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ…

ପ୍ରାୟ ୫,୪୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଗୁରୁଗ୍ରାମ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସପାଖାପାଖି ୧୬୫୦ କୋଟି ଟଙ୍କା ବ୍ୟୟରେ ଏମ୍ସ ରେୱାରୀର ଶିଳାନ୍ୟାସକୁରୁକ୍ଷେତ୍ରର ଜ୍ୟୋତିସାରଠାରେ ଅନୁଭୂତିମୂଳକ ସଂଗ୍ରହାଳୟ 'ଅନୁଭବ କେନ୍ଦ୍ର'ର ଉଦ୍‌ଘାଟନଏକାଧିକ ରେଳ ପ୍ରକଳ୍ପର
Read More...

ସମ୍ବଲପୁର ସହର ଓ କଳାହାଣ୍ଡି ଲାଞ୍ଜିଗଡ଼ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି । ଗତକାଲି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋପାଳପଲ୍ଲୀଠାରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିଥିଲା । ସଚେତନତା ବାହନରେ ଲାଗିଥିବା
Read More...

ବୌଦ୍ଧରୁ ଉଦ୍ଧାର ହେଲା ବଲାଙ୍ଗିରରୁ ଚୋରି ହୋଇଥିବା ନବଜାତକ ଶିଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୌଦ୍ଧ ପୋଲିସ୍‌ ଦ୍ୱାରା ଉଦ୍ଧାର ହୋଇଛି ବଲାଙ୍ଗିରରୁ ଚୋରି ହୋଇଥିବା ନବଜାତକ ଶିଶୁପୁତ୍ର । ମିଳିଥିବା ସୂଚନା ଅନୁସାରେ ଗତକାଲି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲର ଏସ୍‌ଏନ୍‌ସିୟୁରୁ ଏକ ନବଜାତକ ଶିଶୁ ପୁତ୍ର ନିଖୋଜ୍‌ ହୋଇଥିବା ନେଇ
Read More...