Daily Archives

ୟୁଏଇ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ୟୁଏଇ ଗସ୍ତରେ ଆବୁଧାବିରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ୍ ସ୍ୱାଗତ କରିଥିଲେ ଏବଂ ଏହାପରେ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ
Read More...

ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣା ବିଦ୍ୟୁତ ସଂଯୋଗ ଯୋଗାଇ ଦେବା ଲାଗି ଛାତ ଉପର ସୌର ପ୍ରଣାଳୀ ସ୍ଥାପନ ନିମନ୍ତେ - ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ର ଘୋଷଣା କରିଛନ୍ତି ।ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ୍ କରି ଲେଖିଛନ୍ତି :‘‘ଦୀର୍ଘସ୍ଥାୟୀ
Read More...

କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଲି ଡ୍ୟାମ ଓ ସମଲ…

ସାନ୍ଦୁଲ ବ୍ୟାରେଜ ଭୂତଳ ପାଇପଲାଇନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ସାନ୍ଦୁଲ ବ୍ୟାରେଜ କାମ
Read More...

ବରିଷ୍ଠ ନାଗରିକମାନଙ୍କ ସମସ୍ୟା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟିଦେଇ ସମାଧାନ କରିବାକୁ ଅନୁରୋଧ : ରବି ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ନାଗରିକମାନେ ସମାଜ ଓ ଦେଶର ଦିଗ୍-ଦର୍ଶକ, ସେମାନଙ୍କର ସମସ୍ୟା ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମୟୋପଯୋଗୀ ପଦକ୍ଷେପ ନେବାପାଇଁ କେ.ଟ.ଏନ୍.ପୁର ବରିଷ୍ଠ ନାଗରିକ ମଞ୍ଚ ଚତୁର୍ଥ ପ୍ରତିଷ୍ଠା ଉତ୍ସବରେ ବକ୍ତାମାନେ ମତ ପ୍ରକାଶ
Read More...

ଦୁର୍ନୀତି ନିବାରଣ ଓ ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ଉପରେ ସଚେତନତା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ଏବଂ ଋତୁଶ୍ରାବ ଜନିତ ପରିଚ୍ଛନ୍ନତା ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ଏବଂ
Read More...

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଂଘ ପକ୍ଷରୁ ୧୬ ଫେବୃୟାରୀ ଦେଶବ୍ୟାପୀ ହରତାଳ

ଫେବୃୟାରୀ ୧୬ରେ ଭାରତବନ୍ଦ ଡାକରା ପାଇଁ ବ୍ୟାପକ ପ୍ରସ୍ତୁତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଗ୍ରାମୀଣ ସମାଜ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା ୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ ବା ଧର୍ମଘଟ ଡାକରା
Read More...

୩୭ତମ ଜାତୀୟ ପୂର୍ବାଞ୍ଚଳ ଯୁବ-ମହୋତ୍ସବ ଉମଙ୍ଗ-୨୦୨୪ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉତ୍ସବ ମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜବିହାରରେ ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୭ତମ ଜାତୀୟ ପୂର୍ବାଞ୍ଚଳ ଯୁବ-ମହୋତ୍ସବ ଉମଙ୍ଗ- ୨୦୨୪ ଆୟୋଜନ ହେବାକୁ ଯାଉଛି । ଏନେଇ ସମଗ୍ର ବିଶ୍ଵବିଦ୍ୟାଳୟ ପରିସରର ଏବେ ଉତ୍ସବମୁଖର ହୋଇଉଠିଥିବା ଦେଖିବକୁ
Read More...

ଚିତାବାଘ ଛାଲ ସହ ବନ୍ଧୁକ ଜବତ : ଜଣେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ଥାନା ଅଧୀନ ଦାସିଙ୍ଗବାଡ଼ିରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ଚିତାବାଘ ଛାଲ ସହିତ ଗୋଟିଏ ଦେଶୀବନ୍ଧୁକ ଜବତ କରାଯାଇଛି । ଘଟଣାରେ ଦାରିଙ୍ଗବାଡି ଥାନା ଅଧୀନ
Read More...

କର୍ମ ସଂସ୍ଥାନ ପାଇଁ ପ୍ରବାସୀ ପାଲଟିଥିବା ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : କର୍ମ ସଂସ୍ଥାନ ପାଇଁ ହାଇଦ୍ରାବାଦ ଯାଇ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଗନ୍ନାଥ ପଟେଲ ୩୨ଙ୍କ ଗତ ରବିବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଏକ ବେଦନା ଭରା ଖବର ପରିବାର ଲୋକଙ୍କ
Read More...

ଭଦ୍ରା, କନ୍ଦକେଲଗାଁ ଓ ଘୁନସରରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ : ସାଂସ୍କୃତିକ କାର୍ଯ୍ୟକ୍ରମରେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା, କନ୍ଦକେଲଗାଁ ଓ ଘୁନସର ପଞ୍ଚାୟତଠାରେ ମଙ୍ଗଳବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ
Read More...