Daily Archives

ସ୍କୁଲକୁ ଯିବା ସମୟରେ ଟେମ୍ପୁରୁ ଛିଟିକି ପଡ଼ି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍କୁଲକୁ ଯିବା ସମୟରେ ଟେମ୍ପୁରୁ ଛିଟିକି ପଡ଼ି ଛାତ୍ରୀ ଗୁରୁତର ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁସାରେ ମୁରିବାହାଲ ଥାନା କନ୍ଧେନଝୁରାର ଷଷ୍ଠ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ସାହୁ(୧୨) ୪
Read More...

ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗଭୀର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦେଓଗାଁ ଥାନା ବଗଡ଼ା ଗାଁରୁ ବଲାଙ୍ଗିର ସହରକୁ ବାଇକ୍‌ ଯୋଗେ ପ୍ରକାଶ ସାହୁ(୩୦) ମେଡ଼ିକାଲ୍‌ କାମରେ ଆସୁଥିବା ବେଳେ କୁରୁଲ
Read More...

ଓରମାସ ସହ ଅନୁବନ୍ଧନ ମାଧ୍ୟମରେ ଓଡ଼ିଶାଭିତ୍ତିକ ବ୍ୟବସାୟର ପହଂଚ ବୃଦ୍ଧି କରିବ ଜିଇଏମ୍

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସୋସାଇଟି (ଓରମାସ) ସହ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆବର୍ଗ ଜାତି ସମ୍ପର୍କରେ ଏକ ସାଧାରଣ ସଭାରେ ରାହୁଳ ଗାନ୍ଧୀ ଦେଇଥିବା ବିବୃତ୍ତି…

ନୂଆଦିଲ୍ଲୀ, (ପିଆଇବି) : ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆ ବର୍ଗ ଜାତି ସମ୍ପର୍କରେ ପ୍ରଶ୍ନ କରିବା ସହିତ ପ୍ରକୃତରେ ସେ ଏହି ଅନଗ୍ରସର ବର୍ଗର କି ନୁହଁନ୍ତି, ତାହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଛନ୍ତି । ଏହା ଉପରେ ଜାତୀୟ
Read More...

ବିଶ୍ୱ ଡାଲି ଜାତୀୟ ଶସ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୦ ଫେବୃଆରୀରେ "ବିଶ୍ୱ ପଲ୍ସ ବା ଡାଲି ଜାତୀୟ ଶସ୍ୟ ଦିବସ" ପାଳନ କରାଯାଏ । ମିଳିତ ଜାତିସଂଘ ଅନୁଯାୟୀ ଏହି ଦିନଟି ଡାଲି ଜାତୀୟ ଶସ୍ୟର ମହତ୍ତ୍ୱ ଏବଂ ସେମାନଙ୍କର ପୁଷ୍ଟିକର ଉପକାରିତା ବିଷୟରେ ଜନସାଧାରଣଙ୍କ ଦୃଷ୍ଟି ଗୋଚରକୁ ଆଣିବା
Read More...

ପୋଲିସ ଅଧିକାରୀଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ଉପରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଟିଟିଲାଗଡ଼ ପୋଲିସ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ନିମନ୍ତେ ଥିବା ବିଧି ବ୍ୟବସ୍ଥା ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାଟିକୁ ଟିଟିଲାଗଡ଼ ସବ୍‌କଲେକ୍ଟର ଉଦ୍‌ଘାଟନ
Read More...

ରୁଗୁଡ଼ିଖାଲରେ ବିଶ୍ଵଶାନ୍ତି ମାନସ ଯଜ୍ଞ ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ରଘୁନାଥ ମଠର ମହନ୍ତ ଯମୁନା ଦାସ ମହାରାଜାଙ୍କ ପୌରହିତ୍ୟରେ ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାରଠାରେ ବିଶ୍ଵଶାନ୍ତି ନିମିତ୍ତ ସପ୍ତବିଂଶତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଗତକାଲିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଳସ
Read More...

ଭାଲୁମୁଣ୍ଡା କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପ୍ରସନ୍ନପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅମୀୟରଞ୍ଜନ ଦାସ ଶିବିରକୁ ଉଦ୍‌ଘାଟନ କରିବା ସହ ଆତ୍ମରକ୍ଷା ତାଲିମ
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବହେଳା ପ୍ରତିବାଦରେ ଘଣ୍ଟ ଶୋଭାଯାତ୍ରା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୭୫% କେନ୍ଦ୍ରୀୟ ଅନୁଦାନରେ ୧୩ ବର୍ଷ ପରେ ନିର୍ମିତ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୋଠା ୬ ମାସ ଆଗରୁ ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ମଧ୍ୟ ଉଦ୍‌ଘାଟନ ହେଉନଥିବା ପ୍ରତିବାଦରେ ଘଣ୍ଟ ପିଟି ପ୍ରତିବାଦ କରାଯାଇଛି । ପୁରୁଣା ଡାକ୍ତରଖାନାରେ ମଧ୍ୟ ଏକ
Read More...

ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ତୃତୀୟ ଦିନରେ ପଲମ ଦଳ ବିଜୟୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମପଞ୍ଚାୟତର କବିଚନ୍ଦ୍ରପୁରଠାରେ ଚାଲିଥିବା ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନରେ ଉଫେର ଦଳ ସେମିଫାଇନାଲକୁ ପ୍ରବେଶ କରିଛି । ୩ ଗୋଟି ମ୍ୟାଚ୍‌ ହୋଇ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ
Read More...