Monthly Archives

January 2024

ମାହେଶ୍ୱରୀ ସଙ୍ଗଠନର ବାର୍ଷିକ ସାଧାରଣ ବୈଠକ – ୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚଟିଆପାଲିସ୍ଥିତ ରାଧାରମଣ ଆଶ୍ରମ ପରିସରରେ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଙ୍ଗଠନର ବାର୍ଷିକ ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆଙ୍କ ସଭାପତିତ୍ୱରେ ହୋଇଥିବା ଏହି
Read More...

ଓଡ଼ିଶାରେ ଆରମ୍ଭ ହେଲା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ

● ଗଞ୍ଜାମ ଜିଲ୍ଲାର ଅର୍ଜିପଲ୍ଲୀ ମାଛଧରା ପୋତାଶ୍ରୟରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ
Read More...

ଅମଲ ଅନୁଷ୍ଠାନ ତରଫରୁ ବିଶ୍ୱ ବ୍ରେଲ୍‌ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କ ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ବୌଦ୍ଧିକ ଓ ଦକ୍ଷତା ବିକାଶ ପାଇଁ କାର୍ଯ୍ୟରତ ଅଗ୍ରଣୀ ଗୋ-ସେବା ପ୍ରତିଷ୍ଠାନ ଆନନ୍ଦ ମାର୍ଗ ଏକାଡେମୀ ଅଫ ଲାଇଟ୍ (ଅମଲ୍) ଭୁବନେଶ୍ୱର ତରଫରୁ ବିଶ୍ୱ ବ୍ରେଲ୍ ଦିବସ ୨୦୨୪
Read More...

କଳା ମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କଲେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍

ଚାରିମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମିସମ୍ମିଳନୀ ସ୍ମୃତିକୁ ଚିରସ୍ମରଣୀୟ କରିବ ଅକ୍ଷର ଭୂମିଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି
Read More...

ଅଜଣା ଗାଡ଼ି ଧକ୍କାରେ ଶଗଡ଼ଘାଟ ରାମ ମନ୍ଦିର କମିଟି ସଭାପତି ତଥା ଯୁବ ସମାଜସେବୀ ଝସକେତନ ସାହୁଙ୍କ ମୃତ୍ୟୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଳକ ଶଗଡ଼ଘାଟ ପଞ୍ଚାୟତ ରାମ ମନ୍ଦିର କମିଟିର ସଭାପତି ତଥା ସମାଜସେବୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଝସକେତନ ସାହୁ (୪୬) । ସୂଚନାମତେ ଶଗଡ଼ଘାଟର ୩ ଜଣବ୍ୟକ୍ତିଙ୍କ ପାଇଁ ଖୋଲାନ ସିଏସ୍‌ସି ସେଣ୍ଟରରୁ ଟିଭି
Read More...

ପୃଥ୍ୱୀରାଜ ହାଇସ୍କୁଲର ୧୯୮୫ ମାଟ୍ରିକ ବ୍ୟାଚ୍‌ର ବାର୍ଷିକ ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲର ୧୯୮୫ ମାଟ୍ରିକ ବ୍ୟାଚ୍‌ର ବାର୍ଷିକ ବନ୍ଧୁ ମିଳନ ମାଧିଆପାଲି ସ୍ଥିତ ରାଜକୁମାର ନାଏକଙ୍କ ଆମ୍ବ ବଗିଚାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ବନ୍ଧୁ ମିଳନରେ ଦୂର ଦୂରାନ୍ତରରୁ ଆସିଥିବା ସହପାଠୀ ବନ୍ଧୁମାନେ ନିଜ ନିଜର
Read More...

ଆରମ୍ଭ ହେଲା ସର୍ବଭାରତୀୟସ୍ତରୀୟ ପଞ୍ଚଦଶତମ ମଠଖାଇ ମହୋତ୍ସବ-୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳ ମଂଚରେ ଆଜି ସଂଧ୍ୟାରେ ଆରମ୍ଭ ହୋଇଯାଇଛି ସର୍ବଭାରତୀୟ ସ୍ତରୀୟ ପଞ୍ଚଦଶତମ ମଠଖାଇ ମହୋତ୍ସବ-୨୦୨୪ । ୫ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବ ପାଇଁ ଆଜି ସକାଳୁ ବଲାଙ୍ଗିର ନିକଟସ୍ଥ ସିନଖମନ୍‌ ସ୍ଥିତ ମଠଖାଇ
Read More...

ନିଖିଳ ଉତ୍କଳ ତେଲି ବୈଶ୍ୟ ସମାଜ ବନ୍ଧୁ ମିଳନ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସର୍ଗିଗୁଡ଼ା ନିଖିଳ ଉତ୍କଳ ତେଲି ବୈଶ୍ୟ ସମାଜ ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାନାଝର ଦ୍ୱାଆରଶୁନି ମନ୍ଦିର ପରିସରରେ ଏକ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନରେ ୪ ଟି ୱାର୍ଡର ଶହ ଶହ ସଂଖ୍ୟାରେ ପରିବାର ମହିଳା, ପୁରୁଷ
Read More...

ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୨୬ତମ କଳାହାଣ୍ଡି ଉତ୍ସବ ୨୦୨୪ ପାଳନ ଅବସରରେ ରବିବାର ଏକ ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଇନ୍ଦ୍ରାବତୀ ଜଳଭଣ୍ଡାର କେନ୍ଦୁଗଡା ଘାଟଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ
Read More...

ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଟିପିଡବ୍ଲୁଓଡିଏଲ୍‌ ବଲାଙ୍ଗିର ଡିଭିଜନ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗନ୍ଧରେଲ ସ୍ଥିତ ଗିରିଗୋବର୍ଦ୍ଧନଠାରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରାଯାଇଥିଲା
Read More...