Monthly Archives

January 2024

ଶ୍ରୀମନ୍ଦିର ଭୋଗମଣ୍ଡପରେ ଅଘଟଣ

ପୁରୀ : ଶ୍ରୀମନ୍ଦିର ଭିତରେ ଅଘଟଣ । ଭୋଗମଣ୍ଡପ ଭିତରେ ଘଟିଛି ଅଘଟଣ । ଗରମ ଡ଼ାଲି ପଡ଼ି ଜଣେ ବୋଝିଆ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବୋଝିଆ ଜଣଙ୍କ ହେଉଛନ୍ତି କଣାସ ଅଞ୍ଚଳର ମେଘନାଦ ପ୍ରଧାନ । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ
Read More...

ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଲେ ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀ

ପିଲାମାନଙ୍କୁ ଭଲ ପାଠ ପଢିବାକୁ, ଭଲ ଟ୍ରେନିଂ ନେଇ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀଆପଣମାନଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ତୁରନ୍ତ ରକ୍ଷା କରିଛନ୍ତି, ଆପଣମାନେ ଭଲ କାମ କରି ଓଡିଶାର ନାଁ ରଖନ୍ତୁ – ୫-ଟି ଅଧ୍ୟକ୍ଷ ଭୁବନେଶ୍ୱର : ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ
Read More...

ବଲାଙ୍ଗିର ନଗର କଂଗ୍ରେସ କର୍ମୀ ସମ୍ମିଳନୀ

ବଲାଙ୍ଗିରକୁ ଶିଳ୍ପ ବିହୀନ କରିବାରେ ରାଜପରିବାର ଦାୟୀ : ସମରେନ୍ଦ୍ର୧୦ ବର୍ଷର ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାନ୍ତୁ କଂଗ୍ରେସ କର୍ମୀ : ନରସିଂହବଲାଙ୍ଗିରର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ରାଜ ପରିବାର : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନଗର କଂଗ୍ରେସର
Read More...

ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ବାଳକ ବିଭାଗ ଦ୍ଵାରା ସପ୍ତ ଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ନିକଟସ୍ଥ ଧାମରା ବସ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଫେଇ, କଲେରା ସଚେତନତା ରାଲି ଓ
Read More...

ଗ୍ରାମରେ ପଶି ଘର ଭାଙ୍ଗିଲେ ହାତୀ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ଜକେଇକଳା ଗ୍ରାମରେ ଦୁଇଟି ଦନ୍ତା ହାତୀ ଦୁଇ ଦିନ ତଳେ ଖାଦ୍ୟ ଅନ୍ୱେଷଣରେ ଘର ଭାଙ୍ଗିବା ଘଟଣାରେ ରାସ୍ତାରୋକ । ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଦୁଇ ଜଣ ରେଞ୍ଜର ଓ ଫରେଷ୍ଟରଙ୍କୁ ଅଟକ ରଖି ରାସ୍ତାରୋକ କରିଥିବା ବେଳେ ଆଜି
Read More...

ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର

ଖୋର୍ଦ୍ଧା : ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ବରୁଣେଇରେ । ସୂଚନା ଅନୁସାରେ ଉଭୟ ପ୍ରେମି ଯୁଗଳ ବରୁଣେଇ ବୁଲିବାକୁ ଆସିଥିଲେ । କୌଣସି କାରଣରୁ ବଚସା ହେବା ଫଳରେ ପ୍ରେମିକ ଜଣଙ୍କ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।
Read More...

ମାଫିଆଙ୍କ ଆକ୍ରମଣରେ ୫ ପୋଲିସ ଆହତ

ଜଳେଶ୍ୱର : ବ୍ରାଉନ୍‌ସୁଗାର ମାଫିଆଙ୍କ ଦୌରାତ୍ମ୍ୟ । ଆକ୍ରମଣର ଶିକାର ହେଲେ ଜଳେଶ୍ୱର ପୋଲିସ । ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ରବିବାର ଦିନ ଜଳେଶ୍ୱର ପୋଲିସ ଜଣେ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଥିଲା । ଏହି ଆଧାରରେ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ପୁରୀ : ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ । ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Read More...

ରାଷ୍ଟ୍ରୀୟ ଶକ୍ତି ଖର୍ଚ୍ଚ କାଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଜାତୀୟ ଶକ୍ତି ଖର୍ଚ୍ଚ କାଟ ଦିବସ" ଜାନୁଆରୀ ୧୦ରେ ପାଳନ ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ଶକ୍ତି ନଷ୍ଟ କରିବା ହେଉଛି ଜୀବନରେ, ଗ୍ରହରେ, ଆମର ୱାଲେଟରେ ଏବଂ ମୌଳିକ ଭାବରେ ପରସ୍ପର ମଧ୍ୟରେ ଆମେ କରିଚାଲିଥିବା ସବୁଠାରୁ କ୍ଷତିକାରକ ବିଷୟ
Read More...

କୁଳଡ଼ିହା ଓ ପଦ୍ମତୋଳାରେ ପକ୍ଷୀ ଗଣନା ଆରମ୍ଭ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଅଭୟାରଣ୍ୟ ଓ ପଦ୍ମତୋଳାରେ ବନ ବିଭାଗ ପକ୍ଷୀ ଗଣତି ଆରମ୍ଭ କରିଛି । ନୀଳଗିରି ବନ ବିଭାଗର ରେଞ୍ଜର ଆଇସାଏ ନିଶାଙ୍କ ନେତୃତ୍ୱରେ ଏକ ଟିମ୍ ବିଦେଶୀ ପକ୍ଷୀ ଗଣୁଛନ୍ତି । ବୁଧବାର କାଂଶ ଅଞ୍ଚଳରେ
Read More...