Monthly Archives

January 2024

ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ମିଳିଛି ବଡ ସଫଳତା । ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ୨ଟି ବାଘ ଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି । ଖଡ଼ିଆଳ ଶ୍ୟାମକୁମ ଲଜ ଓ ବରପଦର ଛକ ନିକଟରୁ ଦୁଇଟି ବାଘ ଛାଲ ଜବତ ହୋଇଛି । ଗିରଫ
Read More...

କନ୍ଧମାଳ ଜିଲ୍ଲାରେ ପୋଲିସ ଏସ୍ଆଇ ଓ ଏଏସ୍‌ଆଇ ସ୍ତରରେ ବ୍ୟାପକ ଅଦଳ ବଦଳ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ପୋଲିସ ଏସ୍ଆଇ ଏବଂ ଏଏସ୍ଆଇ ଅଦଳ ବଦଳ ହୋଇଥିବା ଜଣାପଡିଛି । କନ୍ଧମାଳ ପୋଲିସ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟିରେ ଏହି ବଦଳି ଆଦେଶ ବାହାରିଥିବା ଜଣାପଡିଛି । ମାନ୍ୟବର ନିର୍ବାଚନ
Read More...

ବଲାଙ୍ଗିରରେ ନୂଆ-ଓ ଜିଲ୍ଲା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନୂଆ-ଓ ଜିଲ୍ଲା ଉତ୍ସବ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ
Read More...

ଶ୍ରମିକ ନେତା ଲଳିତ ନାୟକଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କେବିକେ ଆଇଟିଆଇ କଲେଜରେ ଲଳିତ ନାୟକ ଫାଉଣ୍ଡେସନ ତରଫରୁ ସମାଜସେବାର ମୁକୁଟ ବିହୀନ ସମ୍ରାଟ ଲଳିତ ନାୟକଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରାଯାଇଛି । ସମାଜରେ ମଣିଷ ପଣିଆ କେମିତି ବଞ୍ଚି ରହିବ ତା'ଉପରେ
Read More...

୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୪ର୍ଥ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୩୮୯ଟି ସ୍କୁଲ ଲୋକାର୍ପିତଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛିଓଡିଶାର ରୂପାନ୍ତରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
Read More...

ଯୁବ ନେତା ମଧୁ ମହାନ୍ତିଙ୍କ ରୋଡ଼ ଶୋ ସହ ଶକ୍ତି ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କଲେ ମଧୁ ମହାନ୍ତି କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ମ.ରାମପୁରଠାରେ ଯୁବ ନେତା ତଥା ସମାଜସେବୀ ମଧୁ ମହାନ୍ତିଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ମହିଳା ଓ ପୁରୁଷଙ୍କୁ ନେଇ ଏକ ବିଶାଳ ରୋଡ ଶୋ
Read More...

ମୁକ୍ତା ଯୋଜନାରେ ମାଷ୍ଟର ଟ୍ରେନରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉ୍‌ଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାର ସମସ୍ତ ୫ଗୋଟି ପୌରାଞ୍ଚଳର ୨୫ଜଣ ମାଷ୍ଟର ଟ୍ରେନରଙ୍କ ପାଇଁ ୨ ଦିନିଆ ମୁକ୍ତା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବୁଧବାର ତା.୧୦-୦୧-୨୦୨୪ରୁ ୧୧.୦୧.୨୦୨୪ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟ
Read More...

ଟିଟିଲାଗଡ଼ ବଣିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟିଟିଲାଗଡ଼ ବଣିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଗୁରୁବାର ଦିନ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ସଭାପତି ଶମ୍ଭୁପ୍ରସାଦ ଗୋୟଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ସମସ୍ୟା
Read More...

ଗଞ୍ଜାମ ଗ୍ରସ୍ତରେ ଓଡିଶାର ମହାମହିମ ରାଜ୍ୟପାଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାଶ ଗଞ୍ଜାମ ଗସ୍ତରେ ଆସି ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତରେ ଥିବା ଅଙ୍ଗନବାଡି କେନ୍ଦ୍ର ୪ରେ ସରକାରଙ୍କ ପୋଷଣ ପକ୍ଷ ନେଇ ଉପସ୍ଥିତ କୋମଳମତି ଶିଶୁ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । ମହାମହିମ ରାଜ୍ୟପାଳ
Read More...

ବଣାଇଗଡ଼ ମହାବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ

ବଣାଇ, (ହବିବ ମହମ୍ମଦ ଖାନ) : ଆଜି ବଣାଇଗଡ଼ ମହାବିଦ୍ୟାଳୟଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଜେନାମଣୀ ସାହୁଙ୍କ ଅଧକ୍ଷତାରେ ଆହୁତ ବୈଠକରେ ବିଗତ ଦିନରେ ସ୍ଵର୍ଣ୍ଣ ଜୟନ୍ତୀ ସମାରୋହର ଆୟବ୍ୟୟର ତଥ୍ୟ ପୁରାତନ ଛାତ୍ର ସଂସଦ ଅଧ୍ୟକ୍ଷ ଶୁଭେନ୍ଦ୍ର ନାଥ ମଲ୍ଲିକ ପ୍ରଦାନ
Read More...