Monthly Archives

January 2024

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ । ଯାହାକି ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୯ତାରିଖ ଯାଏଁ ଚାଲିବ । ତେବେ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ
Read More...

ଦେଶର ଦୀର୍ଘତମ ବ୍ରିଜ୍‌ ‘ଅଟଳ ସେତୁ’ର ହେବ ଲୋକାର୍ପଣ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ସବୁଠୁ ଲମ୍ବା ସେତୁର ଉଦ୍‌ଘାଟନ କରିବେ । ଆଜି ଦିନ ସାଢେ ୩ଟାରେ ଦେଶବସୀଙ୍କ ପାଇଁ ଏହାକୁ ଉନ୍ମୋଚନ କରିବେ ମୋଦି । ୨୧.୮ କିଲୋମିଟର ବିଶିଷ୍ଟ ଏହି ସେତୁର ନାମ ‘ଅଟଳ ସେତୁ’ ରଖାଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମହାରାଷ୍ଟ୍ର
Read More...

ବଣୁଆ ହାତୀର ଉପଦ୍ରବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଣୁଆ ହାତୀ ଧାନ ନଷ୍ଟ କଲା, ଘର ଭାଙ୍ଗିଲା । ଏଭଳି ଏକ ଅଭିଯୋଗ ହୋଇଛି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବନ୍ଧକେରା ଗାଁରେ । ଅଭିଯୋଗ ଅନୁସାରେ ଗାଁର ଜଗନ୍ନାଥ ତ୍ରିପାଠୀଙ୍କ ଖଳାରେ ଥିବା ପାଖାପାଖି ୪୦ ହଜାର ଟଙ୍କା ଧାନ ନଷ୍ଟ କରିବା ସହ ଖଳା ପାଖରେ ଥିବା ଘରକୁ
Read More...

ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ତଥା ବଲାଙ୍ଗିରର ଯୁବନେତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଯୁବକ ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୫-ଟି ଚେୟାରମେନ ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ବଲାଙ୍ଗିର ଗସ୍ତ ସମୟରେ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ୍‌ ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ବଲାଙ୍ଗିର ଆସିଥିବା
Read More...

ନିମାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ

ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧି ଦଳର ୪ଦିନିଆ ଓଡ଼ିଶା ଗସ୍ତପୁରୀ, କୋଣାର୍କ, ରଘୁରାଜପୁର ଓ ପିପିଲିରେ ଓଡ଼ିଶାର ଐତିହ୍ୟ ଓ ହସ୍ତଶିଳ୍ପ ଦେଖି ହେଲେ ପ୍ରଭାବିତକଟକ ଟାଙ୍ଗୀରେ ସଂକଳ୍ପ ଯାତ୍ରାରେ ସାମିଲ ହେବା ସହ ଏନ୍‌ଆର୍‌ ଆର୍‌ଆଇ, ଏନ୍‌ଡିଆର୍‌ଏଫ୍‌ ଏବଂ ହାଇକୋର୍ଟ ନ୍ୟାୟ ସଂଗ୍ରହାଳୟ
Read More...

ରାଷ୍ଟ୍ରୀୟ ଯୁବ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାନୁଆରୀ ୧୨ରେ ଭାରତ "ଜାତୀୟ ବା ରାଷ୍ଟ୍ରୀୟ ଯୁବ ଦିବସ" ପାଳନ କରିଥାଏ । ଏହି ତାରିଖକୁ ଭାରତର ଅନ୍ୟତମ ଆଧ୍ୟାତ୍ମିକ ତଥା ସାମାଜିକ ନେତା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନରେ ପାଳନ କରିବାକୁ ମନୋନୀତ କରାଯାଇଥିଲା । ସ୍ୱାମୀ ବିବେକାନନ୍ଦ ପ୍ରତ୍ୟେକ
Read More...

କନ୍ଧମାଳରୁ ବରଗଡ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା ପୁଲିସ : ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରୁ ବରଗଡକୁ ଏକ ଡଷ୍ଟର କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ, ବାଲିଗୁଡା
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଏସିଡ଼ ମାଡ଼ରେ ଉଭୟ ପକ୍ଷର ୫ ଜଣ ଆହତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଡୁଆଝର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏସିଡ଼ ମାଡ଼ରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା
Read More...

ମଠଖାଇ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଭାବ୍‌ ନୁ ଅଭାବ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଭାବ୍‌ ନୁ ଅଭାବ୍‌’ । ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ପରିବେଷିତ ଏହି ନାଟକକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟସାଧକ ଅତିଶ କୁମାର ଶତପଥୀ । ନାଟକ
Read More...

ଓଡିଶାର ରାଜ୍ୟପାଳ ରଘୁବର ଦାଶଙ୍କ ଗଞ୍ଜାମ ଜିଲ୍ଲାର ମହିଳା ସଶକ୍ତିକରଣ ଏବଂ ପିଲାଙ୍କ ପୃଷ୍ଟିକର ଖାଦ୍ୟର ଅନୁସନ୍ଧାନ ସହ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ରାଜ୍ୟପାଳ ରଘୁବର ଦାଶ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଗୁରୁବାର ଯୋଗଦେଇ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ରାଜ୍ୟପାଳ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିଶ୍ଵବନ୍ଦନୀୟା ମା'
Read More...