Monthly Archives

January 2024

କଳାହାଣ୍ଡିର ବୀରମାଟି ଏବେ ବିକାଶ ପଥର ଯାତ୍ରୀ : ମନ ମୋହିଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ସାସ୍କୃତିକ ସନ୍ଧ୍ୟା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ବୀରମାଟି କଳା, ସଂସ୍କୃତି, ଭାଇଚାରା ଓ ବନ୍ଧୁତା ରଜ୍ଜୁରେ ବନ୍ଧାହୋଇ ବିକାଶ ପଥରେ ଆଗେଇ ଚାଲିଛି । ଜିଲ୍ଲାରେ ପ୍ରକୃତିରାଣୀ ତାର ଅପୂର୍ବ ସମ୍ଭାର ଭରପୁର କରି ରଖିଛି । ଜିଲ୍ଲାର ପ୍ରତିଟି ଅଧିବାସୀ ଆଜି ଶିକ୍ଷିତ ଓ ସଚେତନ ହେବା ସହିତ ଅନ୍ୟକୁ
Read More...

୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

କଳାହାଣ୍ଡି, (ପି.କେ. ସାହୁ) : ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଡା. ନିବେଦିତା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନର ଦ୍ୱିତୀୟ ଇ-ପତ୍ରିକା “ପଦ୍ମସ୍ଥିତା”ର ଶୁଭ ଉନ୍ମୋଚନ ଉତ୍ସବ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଦ୍ୱିତୀୟ ଇ-ପତ୍ରିକା "ପଦ୍ମସ୍ଥିତା"ର ଶୁଭ ଉନ୍ମୋଚନ ଉତ୍ସବ ଭରଚୁଆଲ ମୋଡ଼ରେ ଅତିଥିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଇ-ପତ୍ରିକାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବିତା, ଗଳ୍ପ ଏବଂ କୁନି କୁନି
Read More...

ବନ୍ଧୁକ ମୁନରେ ଡକାୟତି : ଟ୍ରାନ୍ସକାର୍ଟ ମେନେଜମେଣ୍ଟ ପ୍ରାଇଭେଟ ଲିମିଟେଡ଼ର ଟ୍ରାନ୍ସପୋର୍ଟ ଭେନ୍‌ ଲୁଟ ଘଟଣାରେ ଗାଡି…

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ନୁନହାଡ଼ ଗ୍ରାମ ନିକଟରେ ଏକ ବଡ ଧରଣର ଲୁଟ ହୋଇଥିବା ବେଲପଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗତ ଜାନୁଆରୀ ୧୧ ତାରିଖ ରାତି ୧୧ଟା ବେଳେ ଇକମ ଏକ୍ସପ୍ରେସ୍‌ର ସାମଗ୍ରୀ ଭବାନୀପାଟଣାରୁ
Read More...

ଗଁରେଇ ମଣ୍ଡଳ ବୁଥସ୍ତରୀୟ ସମ୍ବିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ : ୨୦୩ ଜଣଙ୍କ ଅନ୍ୟ ଦଳ ଛାଡି ବିଜେପିରେ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ମଣ୍ଡଳର ୬ ଗୋଟି ଗ୍ରାମ ପଂଚାୟତର ବୁଥସ୍ତରୀୟ କର୍ମକର୍ତ୍ତାମାନଙ୍କୁ ନେଇ ଗଁରେଇ ଗ୍ରାମ ବି. ଆର୍‌. ଆମ୍ବେଦକର ହାଇସ୍କୁଲ ନିକଟରେ ଏକ ବୁଥସ୍ତରୀୟ ସମ୍ବିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
Read More...

ହରିଶଙ୍କରରେ ବନ ବିଭାଗର ଅଭିନବ ପ୍ରୟାସ : ଖୋଲିଲେ ଜଙ୍ଗଲ ଜାତ ପତ୍ର ନିର୍ମିତ ଖଲି ଦୋକାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ଲାଷ୍ଟିକ ବର୍ଜନ ପାଇଁ ବନ ବିଭାଗର ଅଭିନବ ପ୍ରୟାସ । ପ୍ଲାଷ୍ଟିକ, ଫମ୍ ଖଲି, ଚଉକୁନି ବ୍ୟବହାର ବନ୍ଦ କରିବାକୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଆରମ୍ଭ କରିଛନ୍ତି ଜଙ୍ଗଲ ଜାତ ପତ୍ର ନିର୍ମିତ ଖଲି, ପତ୍ର, ଚଉକୁଣି
Read More...

ଯମୁନା ସୁନାଦେଇ ପାହାଡ଼ରେ ମକର ମହୋତ୍ସବ ଉଦ୍‌ଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ସୁନାଦେଇ ପାହାଡ(ବାରପାଲି ହଳଦୀ)ରେ ଚାଲିଥିବା ପ୍ରଥମ ମକର ମହୋତ୍ସବ ତଥା ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଅଧିବାସ ଦିନ ଯମୁନା ମହାଦେବ ବନ୍ଧରୁ ଶତାଧିକ ମହିଳା କଳସ
Read More...

ଗୁପ୍ତେଶ୍ୱର ପୀଠରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତକୁ ଲାଗିରହିଛି ଗନ୍ଧମାର୍ଦ୍ଦନ ପର୍ବତ । ପାହାଡ଼ ପର୍ବତ ଘେରା ନିଘଞ୍ଚ ଜଙ୍ଗଲ ମଧ୍ୟରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ପୀଠ । ଆଜି ମକର ସଂକ୍ରାନ୍ତି । ଏ ଅବସରରେ
Read More...

ଗୁଡଭେଲା ସାହିତ୍ୟ ଘରର ବହୁଭାଷୀ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ୫୭ତମ ତେନ୍ତୁଳିଖୁଣ୍ଟି ମକର ମେଳା ଉପଲକ୍ଷେ ବାଳୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଓ ବହୁଭାଷୀ କବିତା ଆସର ଜାନୁଆରୀ ୧୫ ତାରିଖ ଅପରାହ୍ନରେ ତେଲନଦୀର ପେନ୍ଦିମୁଣ୍ଡା ଘାଟଠାରେ ଅନୁଷ୍ଠିତ ହୋଇଯାଇଛି । ଗୁଡଭେଲା ବ୍ଲକ୍‌ର ପୂର୍ବତନ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ
Read More...

ନବୀନ ପକ୍ଷରୁ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ନବୀନ କାର୍ଯ୍ୟାଳୟଠାରେ ଓଡ଼ିଆ ଭାଷା ରକ୍ଷକ କାଳଜୟୀ ସାରସ୍ୱତ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୨ତମ ଜୟନ୍ତୀ ପାଳିତ ହୋଇଯାଇଛ । ନବୀନ ସମ୍ପାଦକ ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି
Read More...