କୁଶପାଲିରେ ଅବକାରୀ ବିଭାଗ ଦ୍ୱାରା ଚଢଉ : ୩୪ ଲିଟର ଦେଶୀ ମଦ ଜବତ, ଜଣେ ମହିଳା ଏବଂ ପୁରୁଷ କୋର୍ଟ ଚାଲାଣ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ହଲନଭଟା ପଂଚାୟତ ଅଧିନସ୍ଥ କୁଶପାଲି ଗ୍ରାମରେ ମଙ୍ଗଳବାର ଦିନ ଅବକାରୀ ବିଭାଗ ଦ୍ୱାରା ଅଚାନକ ଚଢାଉ ହୋଇଥିଲା । ଚଢାଉ ବେଳେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଜଣେ ମହିଳା ଏବଂ ପୁରୁଷଙ୍କଠାରୁ ମଦ ଜବତ କରି କୋର୍ଟ ଚାଲାଣ!-->…
Read More...
Read More...