Monthly Archives

January 2024

କୁହୁଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘନକୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗିର,
Read More...

ପଦ୍ମପୁର ଭେଉଁରିଆ ଛକରେ ବିପଦପୂର୍ଣ୍ଣ ଗାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭେଉଁରିଆ ଛକ ପୋଲିସ ସହାୟତା କେନ୍ଦ୍ର ନିକଟରେ ମୁଖ୍ୟ ବିପଦପୂର୍ଣ୍ଣ ଗାତ ସୃଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପାଣି ଟାଙ୍କିର ଢାଙ୍କୁଣୀ ଭାଙ୍ଗି ଯାଇଥିବାରୁ ଗାତ ଦେଖାଯାଉଛି । କେତେ ବେଳେ ଯେ କେଉଁ ଘଟଣା ଘଟିବ ତାହା କହି ହେବ ନାହିଁ ବୋଲି
Read More...

ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କଲା ଯଶୀପୁର ଥାନା ପୋଲିସ୍

କରଞ୍ଜିଆ : ଯଶୀପୁର ଥାନା ମାଛକାନ୍ଦଣା ଗାଆଁ ନିକଟ ଜଙ୍ଗଲରେ ମଦ ପ୍ରସ୍ତୁତି ହେଉଥିବା ଖବର ପାଇ ଆଜି ସକାଳୁ ସକାଳୁ ଅତର୍କିତ ଭାବେ ଚଢାଉ କରିଥିଲା ଯଶୀପୁର ଥାନା ପୋଲିସ୍ । ମଦ ପ୍ରସ୍ତୁତକାରୀ ଲୋକେ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ୩୦୦୦ କେ.ଜି. ଦେଶୀ ମହୁଲ ପୋଚ଼ ନଷ୍ଟ କରିବା
Read More...

ସତିଗୁଡା ମୁଖ୍ୟ କେନାଲରେ ଭାସୁଛି ଜଣେ ବୃଦ୍ଧଙ୍କ ମୃତଦେହ

ମାଲକାନଗିରି : ମାଲକାନଗିରି ସହର ଦେଇ ଯାଇଥିବା ସତିଗୁଡା ମୁଖ୍ୟ କେନାଲରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କିଛି ଲୋକେ ସକାଳେ ଶୌଚ କରିବାକୁ ଯାଇଥିଲେ । ଏହି ସମୟରେ କେନାଲ ଭିତରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ
Read More...

କବି ଦିଲ୍ଲୀପ କୁମାର ମିଶ୍ର ପାଇଲେ ଅଙ୍ଗରା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁମ୍‌କୁଝୁମାନା ଏବଂ ଅଙ୍ଗରା ସାହିତ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ସେଲେଡି ଗାଁଠାରେ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଏକ ସାହିତ୍ୟ ସମ୍ବିଳନୀ ଆୟୋଜିତ ହୋଇଯାଇଛି । ସୋନପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମଞ୍ଚରେ ମଞ୍ଚାସିନ
Read More...

ସହିଦ ସମ୍ମାନ ସମାରୋହ ୨୦୨୪ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସାମାଜିକ ତଥା ସହିଦଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟ୍ରଷ୍ଟ ତରଫରୁ ଦ୍ୱିତୀୟ ସହିଦ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ
Read More...

ଶ୍ରୀ ଶ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ହିଲ୍‌ଟପ୍‌ ସ୍ଥିତ ରାଜ୍ୟର ଦ୍ଵିତୀୟ ଶ୍ରୀ ଶ୍ରୀ ତାରାତାରିଣୀ ମନ୍ଦିର ପରିସରରେ ବିଶ୍ଵର ଶାନ୍ତି ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟର ଉପସଭାପତି ସଞ୍ଜୁକ୍ତା ରାଜଗୁରୁ ମହାପାତ୍ରଙ୍କ
Read More...

ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ଶକ୍ତି ନଗର ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଉଭୟ ମନିଷୀଙ୍କ
Read More...

କୋଏଲ ନଗର ଗ୍ରୀନ୍ ପାର୍କଠାରେ ବାର୍ଷିକ ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଗ୍ରୀନ୍ ପାର୍କଠାରେ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । କୋଏଲ ନଗର ବାସିନ୍ଦାଙ୍କୁ ନେଇ ଗଠିତ ହୋଇଥିବା ଅନୁଷ୍ଠାନର ସଭାପତି ବିଶିକେଶନ ସୂତାରଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଦିଲ୍ଲୀପ ପୁହାଣଙ୍କ ଆବାହକତ୍ଵ ତଥା
Read More...

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଦିବସୀୟ କାର୍ଯ୍ୟକ୍ରମରେ ଗତ ୧୯ ତାରିଖ ଦିନ କଳସ ଯାତ୍ରା, ମଣ୍ଡଳୀ
Read More...