Monthly Archives

January 2024

ଡାକ ଟିକଟ କେତେ ଜଣା କେତେ ଅଜଣା ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ଆଇନଜୀବୀ ହୃଷିକେଶ ପାଢ଼ୀ ଓ ଅନନ୍ୟା ଗୀତିରେଖା ପାଢ଼ୀଙ୍କ ପୁତ୍ର ଆଦିତ୍ୟ (ସାଇ)ର ପ୍ରଥମ ଜନ୍ମଦିନ ପାଳନ ତା ୨୩/୦୧/୨୦୨୪ ଅବସରରେ ଶ୍ରୀ ସତ୍ୟନାରାୟଣ ଠିଆ ପାଲା, ସ୍ମାରକୀ ଚାରାରୋପଣ ଓ ଫକୀର ଚରଣ ପାଢ଼ୀଙ୍କ
Read More...

ଦହିତାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାନୁଆରୀ ୨୩ ମଙ୍ଗଳବାର ନାକା ପଡିଆଠାରେ ନେତାଜୀ କ୍ଲବ ଦହିତା ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ଆଉ ଏକ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ, ଆୟୁଷ ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୁଲ୍ୟରେ ଆୟୁର୍ବେଦରେ ସ୍ନାତକ ଅଧ୍ୟୟନ ଛାତ୍ରଛାତ୍ରୀମାନଙ୍କ ଗବେଷଣା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବା ପାଇଁ Studentsh tship Programme for
Read More...

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଭୀମଭୋଇ
Read More...

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଛାତ୍ରୀଙ୍କ ମଧ୍ୟରୁ ତନୁଶ୍ରୀ ଯୁଆଡି ଓ ଲିପ୍ସା ଯୁଆଡି
Read More...

ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଆୟୋଜିତ 'ନୂଆ -ଓ' ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପାନୀ ଉତ୍ସବ ବୁଧବାର ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ, ଡେଲାଙ୍ଗଠାରେ ମହାସମାରୋହରେ ଅନୁଷ୍ଠିତ
Read More...

ଦ୍ୱିତୀୟ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଖୁଜେନପାଲିକୁ ହରାଇ ଅମାମୁଣ୍ଡା ସେମିଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦ୍ୱିତୀୟ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ଜନକଲ୍ୟାଣ ଯୁବକ ସଂଘ କାଲସାଏପାଲି ତରଫରୁ ଆୟୋଜନ କରାଯାଇଛି । ଦ୍ୱିତୀୟ ବର୍ଷରେ ଫୁଟବଲ କୋଚ ମଣି ବରିହା ସ୍ମାରକୀ ଫୁଟବ
Read More...

କମଲ ବାଗ ହତ୍ୟା ଘଟଣା : କଂଟାବାଂଜି ଏଡିଜେଙ୍କ ଗୁରୁତ୍ୱ ପୂର୍ଣ୍ଣ ରାଏ, ୩୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ ପରେ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର କମଲ ବାଗ ହତ୍ୟା ଘଟଣାର ବୁଧବାର ଦିନ ମାନ୍ୟବର କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ରାୟ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ୩୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏହି ରାୟ ପ୍ରକାଶ ପାଇଥିବା
Read More...

ମା’ ରଣେଶ୍ୱର ରାମଚଣ୍ଡି କ୍ରିକେଟ କ୍ଲବ ହର୍ଡାଟାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଧୋବା ହାଇସ୍କୁଲ ପଡିଆରେ ଆର୍‌ଆର୍‌ସିସି ଆନୁକୂଲ୍ୟରେ ପାଂଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ୧୬ଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ୟାଚରେ ଭରସୁଜାକୁ ହରାଇ
Read More...

ନଳିନୀକୁ ନ୍ୟାୟ ଦାବିରେ ଏସ୍‌ପି ଅଫିସ ସମ୍ମୁଖରେ ଏଆଇଡିଏସ୍‌ଓ -ଏଆଇଡିୱାଇଓ-ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ତୁଷ୍ଟାପାଲି ଗ୍ରାମର ନଳିନୀ ଛାତ୍ରିଆଙ୍କ ବଳତ୍କାର ଓ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଗିରଫ କରିବାରେ ପୋଲିସର ଅବହେଳା ପ୍ରତିବାଦରେ ଆଜି ଏଆଇଡିଏସ୍‌ଓ -ଏଆଇଡିୱାଇଓ-ଏଆଇଏମ୍‌ଏସ୍‌ଏସ୍‌ ଜିଲ୍ଲା ଶାଖା ପକ୍ଷରୁ ଏସ୍‌ପି ଅଫିସ
Read More...