ଗୋ-ଚାଲାଣ ଗାଡ଼ି ଜବତ ସହ ୫ ଅଟକ
ଖୋର୍ଦ୍ଧା : ରବିବାର ଦିନ ସକାଳୁ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଏକ ଗୋରୁ ଚାଲାଣ ଗାଡ଼ି (କଣ୍ଟେନର) ଜବତ କରିଥିବା ଜଣାପଡିଛି । ସେହିପରି ଶିଳ୍ପାଞ୍ଚଳ ପୁଲିସ୍ ଏକ ଗୋ-ମାଂସ ଚାଲାଣ ଆଇଚର ଗାଡ଼ି ଜବତ କରିଥିବାର ଖବର ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ରବିବାର!-->…
Read More...
Read More...