Daily Archives

ବାର୍ହା ଆକ୍ରମଣରେ ଦୁଇ ଗୁରୁତର

ବନ୍ତଳା : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ଅରାଡିହ ଗ୍ରାମରେ ଆଜି ବାର୍ହା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବନ୍ତଳା ବନାନଞ୍ଚ ଗଡ଼ତାରସ ପଞ୍ଚାୟତ ଅରାଡିହ ଗ୍ରାମର
Read More...

ବିଶ୍ୱ ତୁଷାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜାନୁଆରୀରେ ତୃତୀୟ ରବିବାର ଦିନ “ବିଶ୍ୱ ତୁଷାର ଦିବସ” ପାଳନ କରାଯାଏ । ୨୦୧୨ରେ ଏହାର ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା । ବିଶ୍ୱ ତୁଷାର ଦିବସର ଉଦ୍ଦେଶ୍ୟ ହେଉଛି ପରିବାରମାନଙ୍କୁ ସେମାନଙ୍କ ପିଲାମାନଙ୍କ ସହିତ ଚିରସ୍ଥାୟୀ ସ୍ମୃତି
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୫ ଗୁରୁତର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପିଠିଆଷଣ୍ଢ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଯେଉଁଥିରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗୋବିନ୍ଦପୁର ଗାଁର
Read More...

ୟଙ୍ଗ୍‌ଷ୍ଟାର୍‌ କ୍ଲବ ପକ୍ଷରୁ ପ୍ରଥମ ବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଧୁମାଭଟା ଗ୍ରାମପଞ୍ଚାୟତ ଅଏଁଲାପାଲି ଗ୍ରାମରେ ୟଙ୍ଗ୍‌ଷ୍ଟାର୍‌ କ୍ଲବ ଆନୁକୁଲ୍ୟରେ ପ୍ରଥମ ବର୍ଷ ଜିଲ୍ଲାସ୍ତରୀୟ ୯ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମ୍ୟାଚର୍‌ ପ୍ରଥମ ପର୍ଯ୍ୟାୟରେ ଖଇରମାଳ ଓ କଦଳୀମୁଣ୍ତା
Read More...

ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ

ଭୁବନେଶ୍ୱର : ରାଜଧାନୀରେ କାର୍ ଭିତରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଲକ୍ଷାଧିକ ଟଙ୍କାର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ । ଚୋରାରେ ମଦ ବିକ୍ରି ପାଇଁ ଆଣୁଥିବା ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମୟୁରଭଞ୍ଜର ବିକ୍ରମ ମାରାଣ୍ଡି ଓ
Read More...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମଡିପଦର ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ କ୍ରିଷ୍ଣା ଗିରି ବୋଲି ଜଣାପଡିଛି । ସେ ନିଜ ମାଉସୀ ପୁଅ ଅମନ ଗିରିଙ୍କ ସହିତ ରାଉରକେଲାରୁ ଆସିଥିଲେ । ସୂଚନାଯୋଗ୍ୟ ଯେ, ମୃତକ କ୍ରିଷ୍ଣା ଓ ଅମନ କୁମୁଡିପଦରରେ ଥିବା
Read More...

ଆତଙ୍କ ସୃଷ୍ଟି କଲା ପାଗଳ କୁକୁର, ଆକ୍ରମଣରେ ୧୦ରୁ ଅଧିକ ଆହତ

ଆନନ୍ଦପୁର : ଆତଙ୍କ ସୃଷ୍ଟି କରିଛି ପାଗଳ କୁକୁର । କୁକୁର ଆକ୍ରମଣରେ ଶୁକ୍ରବାର ୫ରୁ ୭ଜଣ ଆହତ ହୋଇଥିବା ବେଳେ ଶନିବାର ପୁଣି ୪ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ବେଲବାହାଳୀ ଗାଁରେ ଆତଙ୍କ
Read More...

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ତଥା ବରିଷ୍ଠ ଶିକ୍ଷାବିତ୍‌ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ ଆନୁଷ୍ଠାନିକ ଭାବେ
Read More...

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ନବରଙ୍ଗପୁର : ଯୌତୁକ ପାଇଁ ନବବଧୂକୁ ତଣ୍ଟିଚିପି ହତ୍ୟା କରିଛନ୍ତି ଶଶୁର ଘରଲୋକେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପାପଡାହାଣ୍ଡି ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ରାମ ସେଠି ଓ ସୁଷମା ସେଠୀଙ୍କ ଝିଅ ଗୀତା ସେଠି ଗତ ବର୍ଷ ଜୁଲାଇରେ ପାପଡାହାଣ୍ଡି ଗ୍ରାମର
Read More...

ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିବେ ରାଜ୍ୟପାଳ

ଯାଜପୁର : ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିବେ ମହାମହିମ ରାଜ୍ୟପାଳ । ଦିନ ୧୧ଟା ସମୟରେ ପହଞ୍ଚି ପ୍ରଥମେ ମା' ବିରଜାଙ୍କ ଦର୍ଶନ କରିବେ ପରେ ମିଶନ ଶକ୍ତି ଭବନ ପରିଦର୍ଶନ କରିବା ସହ ୧୫୦ ଜଣ ଏସ୍‌ଏସ୍‌ଜି ସଦସ୍ୟଙ୍କ ସହ ଆଲୋଚନା କରିବେ । ସେହିପରି ଏହି ଗସ୍ତ ଅବସରରେ ଖଣ୍ଡରା ଗ୍ରାମ
Read More...