ବାରିପଦା ଏମ୍କେସି ହାଇସ୍କୁଲରେ ପଶିଲା ଦନ୍ତାହାତୀ
ବାରିପଦା : ବାରିପଦା ଏମ୍କେସି ହାଇସ୍କୁଲରେ ପଶିଲା ଦନ୍ତାହାତୀ । ଏମ୍କେସି ହାଇସ୍କୁଲ ସହ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ଭୋରରୁ ସ୍କୁଲର ମୁଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ପଶି!-->…
Read More...
Read More...