ଛତ୍ରପୁରଠାରେ ୩ ଦିନଆ ପଲ୍ଲିଶ୍ରୀମେଳା ଓ ଛତ୍ରପୁର ମହୋତ୍ସବର ବ୍ୟାପକ ପ୍ରସ୍ତୁତି
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରବିବାର ୧୪ ତାରିଖଠାରୁ ୧୬ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଛତ୍ରପୁର ଷ୍ଟାଡିୟମ୍ଠାରେ ପଲ୍ଲିଶ୍ରୀ ମେଳା ସହିତ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ । ଏଥି ସକାଶେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.!-->…
Read More...
Read More...