Daily Archives

ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଲୋଗୋର ଟ୍ୟାଗ୍‌ଲାଇନ୍ – ‘ଭାଷା ହିଁ ଭବିଷ୍ୟତ’ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କଲେ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’ । ଏହି
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ପଢୁଥିବା ପିଜି ଛାତ୍ରୀଙ୍କୁ ଆକ୍ରମଣ କରି ଲୁଟ୍‌ ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଚତୁର୍ଥ ସେମିଷ୍ଟାରର ପ୍ରିୟମ୍ବଦା ମାଝି ବହିଦାରପଡ଼ାରୁ ଡିଏଭି ମହାବିଦ୍ୟାଳୟକୁ ଆସୁଥିବା ବେଳେ ତିନି ଜଣ ଯୁବକ ମୁହଁରେ ମାସ୍କ ଲଗାଇ ପ୍ରିୟମ୍ବଦାଙ୍କୁ ବ୍ଲେଡରେ ଆକ୍ରମଣ କରି
Read More...

ଭଞ୍ଜଭବନ ସ୍ଥିତି ନେଇ ଆଲୋଚନା

ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଐକ୍ୟବଦ୍ଧ ପ୍ରଚେଷ୍ଟା ଜରୁରୀ ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖୁଥିବା ଭଞ୍ଜଭବନର ସ୍ଥିତି ସମ୍ପର୍କରେ ଏକ ଆଲୋଚନାଚକ୍ର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ପାଠାଗାର ଓ
Read More...

୪ ଦଫା ଦାବୀ ନେଇ ଧାରଣାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ଦଫା ଦାବୀ ନେଇ ଆଜି ଧାରଣାକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ । ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ରେଳ ଷ୍ଟେସନରେ ଜାରି ରହିଛି ଧାରଣା । ଏହି ଧାରଣାରେ ବିକ୍ରମ ବହିଦାର, ଗୋପଭୂଷଣ ନାଥ, ଧର୍ମବ୍ରତ ରଥ, ଅଶୋକ ମିଶ୍ର,
Read More...

ଭି.କେ. ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିଛି ବଲାଙ୍ଗିର ଛାତ୍ର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ ଆସୁଥିବା ବେଳେ ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିଛି ବଲାଙ୍ଗିର ଛାତ୍ର କଂଗ୍ରେସ । କଳା ବେଚ୍‌ ପରିଧାନ ପୂର୍ବକ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇ ବିଭିନ୍ନ ନାରାବାଜି କରୁଥିବା
Read More...

ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର : ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସ ନୂଆ ପନ୍ଥା ଆପଣାଇଛି । ଗୁଗଲ ମ୍ୟାପିଂ ଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଚିହ୍ନଟ କରିବା ସହ ଧରିବାକୁ ଯୋଜନା ହୋଇଛି । ଏନେଇ ଗୁଗଲ୍‌ ଆପ୍ଲିକେସନ୍‌ରେ କ୍ରାଇମ୍‌ ମ୍ୟାପିଂ ଟେକ୍‌ନିକ୍‌କୁ ଆପଣାଯିବା ସହ ବିଭିନ୍ନ ଟେଲିକମ୍‌ ସଂସ୍ଥାର
Read More...

ବଲାଙ୍ଗିର ଆର୍‌ଏନ୍‌ ସିଂହଦେଓ ସ୍ପୋର୍ଟ କମ୍ପେ୍ଲକ୍ସର ହ୍ୟାଲିପେଡ୍‌ରେ ଅବତରଣ କରିଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ…

ବଲାଙ୍ଗିର : ବଲାଙ୍ଗିର ଆର୍‌ଏନ୍‌ ସିଂହଦେଓ ସ୍ପୋର୍ଟ କମ୍ପେ୍ଲକ୍ସର ହ୍ୟାଲିପେଡ୍‌ରେ ଅବତରଣ କରିଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ । ଏଠାରୁ କାର୍‌ ଯୋଗେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌କୁ ବାହାରିଥିବା ଜଣାପଡିଛି । ସେଠାରେ ନୂଆ-ଓର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ହଜାର
Read More...

ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ

ହରଭଙ୍ଗା/ତେଲକୋଇ : ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ତର ଚକ୍ରଗଡ଼ଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଖରେ ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଯାଇଛି । ପକ୍ଷୀଗଣନା କାର୍ଯ୍ୟରେ
Read More...

ଆଜି ବଲାଙ୍ଗିର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆସୁଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ । ଏଥିପାଇଁ ଖୁବ୍‌ ଚଳଚଞ୍ଚଳ ବଲାଙ୍ଗିର ସହର । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ନୂଆ-ଓ ‘ଫେଷ୍ଟ’ କାର୍ଯ୍ୟକ୍ରମରେ ଯୋଗଦେବେ ଫାଇଭ୍‌-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ । ଏହି
Read More...

ବୋମାମାଡ଼ କରି ବ୍ୟାଙ୍କ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

ଖଇରା : ବୋମାମାଡ଼ କରି ବ୍ୟାଙ୍କ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଆକ୍ସିସ ବ୍ୟାଙ୍କ ଏଟିଏମ ଲୁଟି ନେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଗତକାଲି ବିଳମ୍ବିତ ରାତିରେ
Read More...