Daily Archives

ଜେଲ୍‌ ପାଚେରୀ ଡେଇଁ କଏଦୀ ଫେରାର୍‌

ରାଇରଙ୍ଗପୁର : ଜେଲ୍‌ରୁ କଏଦୀ ଫେରାର୍‌ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ଆଜୀବନ ସଜା କାଟୁଥିବା କଏଦୀ ଫେରାର । ଜେଲ ପରିସର ପାଚେରୀ ଡେଇଁ ପଳାଇଥିବା ସୂଚନା ମିଳିଛି । ସୁଚନା ଅନୁଯାୟୀ, ଛୋଟୁ ନାମକ ଜଣେ ଯୁବକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ
Read More...

ଜାତିଆଣ କେସ ମାମଲାରେ ବିଜେପି ନେତା ନିର୍ଦ୍ଦୋଶରେ ଖଲାସ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜେପି ନେତା ଜାତିଆଣ କେସ ମାମଲାରେ ଶନିବାର ନିର୍ଦ୍ଦୋଶରେ ଖଲାସ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୦୧୬ ମସିହାରେ ତୁରେକେଲା ଥାନା ଖୁଟୁଲୁମୁଣ୍ଡା ଗ୍ରାମର ଖେଲନ୍ତି ସମରଥ, ବିଜେପି ନେତା ଲକ୍ଷ୍ମଣ ବାଗ
Read More...

୯ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୯ ତାରିଖ ଯାଏ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ କହିଛି । ୭ ଓ ୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କଟକ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଦେବ । ସେହିଭଳି ୯
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

ବାସୁଦେବପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୃ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଖବର ମିଳିଛି । ଭଦ୍ରକ ଜାମୁଝାଡି ବାସୁଦେବପୁର ରାସ୍ତା ବିଷ୍ଣୁବିନ୍ଧା ଛକରେ ଘଟିଛ ଏହି ଦୁର୍ଘଟଣା । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଥିବା ଖବର ମିଳିଛି ।
Read More...

ମଦନପୁରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ମଦନପୁରଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଳିତ ହୋଇଯାଇଛି । ସରପଞ୍ଚ କେତକୀ ଦଣ୍ଡିଆଙ୍କ ନେତୃତ୍ୱରେ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରିଥିଲେ । ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ
Read More...

ଗଞ୍ଜାମ ଜିଲ୍ଲାରେ ଅର୍ପଣ ରଥ ତ୍ରୟ ଭ୍ରମଣ ଆରମ୍ଭ ହୋଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଥମ ଦିବସରେ ଅର୍ପଣ ରଥ ତ୍ରୟ ନନ୍ଦିକ ଗ୍ରାମ, କଞ୍ଚୁରୁ ଗ୍ରାମ, ଦୟାପଲ୍ଲୀ ଗ୍ରାମ ଓ ଗୋଦରାପଲ୍ଲୀ ଗ୍ରାମରେ ଭ୍ରମଣ କରି ଶ୍ରଦ୍ଧାଳୁଙ୍କଠାରୁ ଭକ୍ତିପୂର୍ଣ୍ଣ ପରିବେଶରେ ସମବେତ ଜନତାଙ୍କ ଉପସ୍ଥିତିରେ ଅର୍ପଣ ସଂଗ୍ରହ କରିଛନ୍ତି । ନନ୍ଦିକ
Read More...

ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ସାଗର ପରିକ୍ରମା ପର୍ଯ୍ୟାୟ- XI

କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଭୁବନେଶ୍ୱର, (ପିଆଇବି) : ଆସନ୍ତା ଜାନୁଆରି ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ - XI କାର୍ଯ୍ୟକ୍ରମରେ
Read More...

ପୁରାତନ ବା ପ୍ରାଚୀନ ପଥର‌ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଓଲ୍ଡ ରକ୍ ଡେ" ବା "ପୁରାତନ ପଥର‌ ଦିବସ" ପ୍ରତିବର୍ଷ ଜାନୁଆରୀ ୭ ତାରିଖରେ ପାଳନ କରାଯାଉଥିବା ଏକ ବାର୍ଷିକ ଉତ୍ସବ । ଯେଉଁମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଭଲ ପାଆନ୍ତି ଏବଂ ଉପଭୋଗ କରନ୍ତି ସେମାନଙ୍କ ପାଇଁ ଏହି ଦିବସଟି ଅତ୍ୟନ୍ତ ଖୁସିର ଦିନ ।
Read More...

ଓଜନ ଉତ୍ସବ କାର୍ଯ୍ୟକ୍ରମ ଅଙ୍ଗନବାଡି କେନ୍ଦ୍ରରେ ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଓଜନ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି । ୩ ନମ୍ବର ୱାର୍ଡ ସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନୱାଡି କେନ୍ଦ୍ରରେ ଓଜନ ଉତ୍ସବକୁ ସିଡିପିଓ ସଲୀଳା ପ୍ରଧାନ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ୦ରୁ ୬
Read More...

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ୯୦ତମ ଜନ୍ମଦିନ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାରସ୍ୱତ ସାଧକ, କବି ଓ କଥାକାର ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଶନିବାର ୯୦ତମ ଜୟନ୍ତୀ ରାଧାରାଣୀପଡା ସ୍ଥିତ କବି କୁଟୀରଠାରେ ପାଳନ କରାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି, କବି ଓ ଲେଖକ, ସାହିତ୍ୟପ୍ରେମୀ ତାଙ୍କ
Read More...