Daily Archives

ମାଛ ଧରିବାକୁ ଯାଉଥିବା ବେଳେ ଅଘଟଣ : ଡଙ୍ଗା ଓଲଟି ୧ ମୃତ

ବ୍ରହ୍ମପୁର : ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଓଲଟିଲା ଡଙ୍ଗା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବର୍ତ୍ତି ଯାଇଛନ୍ତି । ମୃତକ ବି.ବୈରାଗୀ(୬୩) ବୋଲି ଜଣାପଡିଛି ।
Read More...

ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଠକ ବେପାରୀ

କାଳିଆପାଣି : ଗାଁ ଗାଁ ବୁଲି ସରଳ ଚାଷୀଙ୍କୁ ଚୂନ ଲଗାଇ ଆସୁଥିବା ଜଣେ ଠକ ବେପାରୀ ଆଜି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛି । କଳିଙ୍ଗନଗର ଥାନା ଅନ୍ତର୍ଗତ ରଣାଗୁଣ୍ଡି ଗାଁରେ ଧାନ ଠକେଇ ଅଭିଯୋଗରେ ଏହି ଧାନ ବେପାରୀକୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖି ପୁଲିସ ଜିମା ଦେଇଛନ୍ତି । ସୂଚନା ଅନୁସାରେ,
Read More...

କଣ୍ଟେନରକୁ ଧକ୍କା ଦେଲା କାର : ୧ ମୃତ

ବାଂଶପାଳ : ମା’ ତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନର ପଛରେ କାର୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ମହିଳା ଗୁରୁତର
Read More...

ଡକ୍ଟର ମନୋରମା ମହାନ୍ତି ହେଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର : ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ
Read More...

ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ପାଇଁ ଜୋରସୋରରେ ଲାଗି ପଡିଛି ଠିକା ସଂସ୍ଥା ଟାଟା ଏବଂ ଓବିସିସି

ପୁରୀ : ଆସନ୍ତା ଜାନୁୟାରୀ ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତରେ ମାତ୍ର ଆଉ ଖୁବ୍ କମ୍ ଦିନ ଥିବାରୁ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ସାରିବାକୁ
Read More...

ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ : ବିଭିନ୍ନ ସ୍ଥାନରେ ବ୍ଲକିଂ ସହ ଚେକିଂ

ବାରଙ୍ଗ : ନୂଆବର୍ଷ ଏବଂ ଜିରୋ ନାଇଟ୍‌ ପୂର୍ବରୁ କଡ଼ା ଆଭିମୁଖ୍ୟ ନେଇଛି କମିଶନରେଟ୍‌ ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ବ୍ଲକ-ଚେକିଂ । ଏହାସାଙ୍ଗକୁ ଆରମ୍ଭ ହୋଇଛି ଡ୍ରଙ୍କେନ୍‌ ଡ୍ରାଇଭିଂ । ଖବର ଅନୁଯାୟୀ, ସଂଧ୍ୟାରୁ ରାତି ଯାଏଁ ରାଜଧାନୀର
Read More...

୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବାରଙ୍ଗ : ମଞ୍ଚେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ଥୁଆ ହୋଇଥିବା ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଚୋର । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଥାନା କେସ୍‌ ନଂ-୫୩୬/୨୩ରେ ଏକ ମାମଲା ରୁଜୁକରି
Read More...

ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ଶ୍ରମିକ । ସୂଚନା ଅନୁସାରେ, ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ନିବାସୀ କେଦାର ତାଣ୍ଡି(୩୬) ଲେବର୍‌ କାମ କରିବାକୁ ପ୍ରତ୍ୟହ କଂଟାବାଂଜିକୁ ଯିବା ଆସିବା କରୁଥିବା ବେଳେ ଗତକାଲି ସଂଧ୍ୟାରେ ଫେରିବା ସମୟରେ ବେଲପଡ଼ାଠାରେ
Read More...

ଲକର ଭାଙ୍ଗି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍

ବାଙ୍କୀ : ବ୍ୟାଙ୍କରୁ ଚଉଦ ଲକ୍ଷରୁ ଅଧିକ ଟଙ୍କା ଚୋରି । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ତ ଡମପଡା କେନ୍ଦ୍ର ସମବାୟ ଶାଖାରୁ ଚଉଦ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ରାତିରେ କେହି ଦୁର୍ବୃତ୍ତ ବ୍ୟାଙ୍କ ଗେଟ୍ ତାଲା ଭାଙ୍ଗି ବ୍ୟାଙ୍କ ଲକର ତାଡି ସବୁ ଟଙ୍କା
Read More...

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା । ଏଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ବନ୍ଧପଡ଼ା ଥାନା ଅନ୍ତର୍ଗତ କୁମ୍‌ପଥର ଗାଁର ଭଗବାନ ପରାଭୋଇ(୩୫) ରେଙ୍ଗାଲିକୁ କୌଣସି କାମରେ ଯାଇ ଆଜି ଭୋର୍‌ ସକାଳୁ ବାଇକ୍‌ରେ ଫେରୁଥିବା ବେଳେ ସାମ୍‌ନା ଆଡ଼ୁ ଆସୁଥିବା ବିନା
Read More...