Daily Archives

ଆଗଲପୁର ବ୍ଲକ ପରିସରରେ ମିଶନ ଶକ୍ତି କାଫେର ଶୁଭ ଉଦଘାଟନ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପରିସରରେ ମିଶନ ଶକ୍ତି କାଫେର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଶୁଭ ଉଦ୍‌ଘାଟନୀ ଉତ୍ସବରେ ସର୍ବପ୍ରଥମେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଳି ଦାଶ ନଡିଆ ଭାଂଗି, ଫିତା କାଟି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ବ୍ଲକ
Read More...

ଭବାନୀପାଟଣାଠାରେ ଦ୍ୱିତୀୟ ଦିଶା କମିଟି ବୈଠକ ୨୦୨୩-୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଷଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ
Read More...

ଗଣ୍ଡ ଭବନର ଭିତ୍ତି ପ୍ରସ୍ତର ଦେଲେ ନରସିଂହ

ଶିକ୍ଷା ଓ ଏକତା ଗଣ୍ଡ ସମାଜ ପାଇଁ ଅର୍ଥନୈତିକ ବିକାଶର ବାଟ ଫିଟାଇବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡ ଭବନର ଭିତ୍ତି ପ୍ରସ୍ତର ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ, ଆଦିବାସୀଙ୍କୁ ଶିକ୍ଷା, ସଂସ୍କୃତି,
Read More...

ବିଲାସିନୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚାଣ୍ଟିମୁଣ୍ଡା ଗ୍ରାମରେ ବିଲାସିନୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ହାତୀସର ଦଳକୁ ହରେଇ ଦୁଆନପାଲି ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ପ୍ରତିଯୋଗିତା ଚାଣ୍ଟିମୁଣ୍ଡାର
Read More...

ବଲାଙ୍ଗିରରୁ ଯିବ ଅଯୋଧ୍ୟାକୁ ଏକ ନିଆରା ହାତଲେଖା ପୁସ୍ତକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜାନୁୟାରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବଲାଙ୍ଗିର ଶରତ ଚନ୍ଦ୍ର ଜଶୱାଲଙ୍କ ଦ୍ୱାରା ଲିଖିତ ଏକ ଲକ୍ଷ ଏକାବନ ହଜାର ଶହେ ଆଠ ନିଜ ହସ୍ତରେ କଲମ ମୂନରେ ଲେଖା “ଜୟ ଶ୍ରୀରାମ” ବଲାଙ୍ଗିର ରାମ
Read More...

କୋରାପୁଟ ନୌକା ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ : ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ
Read More...

୨୨ତମ ଜୟ ହନୁମାନ ଯୁବକ ସଂଘ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପ୍ରଥମ ସେମିଫାଇନାଲରେ କେସିଙ୍ଗାକୁ ହରାଇ ନାରିକଟା ବିଜୟୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଯଗୁଆ ଗ୍ରାମ ପଞ୍ଚାୟତ ତୁର୍ଲା ଖେଳ ପଡିଆରେ ଚଳିତ ବର୍ଷ ୨୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୨୫ ତାରିଖ ସୋମବାରଠାରୁ ଆଠ ଗୋଟି ଟିମ ମଧ୍ୟରେ ଲିଗ ମ୍ୟାଚ୍‌ ଖେଳା ଯାଇଥିଲା । ଆଜି ପ୍ରଥମ ସେମି ଫାଇନାଲ
Read More...

ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ବଲାଙ୍ଗିର ନଗରସ୍ଥିତ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଜରଙ୍ଗ ଦଳ କଲିକତା କ୍ଷେତ୍ର(ଓଡିଶା, ପଶ୍ଚିମବଙ୍ଗ, ସିକିମ୍ ଓ ଆଣ୍ଡାମାନ ନିକୋବର)ର କ୍ଷେତ୍ର ସଂଯୋଜକ ଅମଲ
Read More...

ଯୁବ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ୨ ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଉସ୍‌ ସର୍ଜନ ଯୁବ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁଇ ଜଣ ଯୁବକଙ୍କୁ ଗିରଫ୍‌ କରିବାରେ ବଲାଙ୍ଗିର ପୋଲିସକୁ ସଫଳତା ମିଳିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ପ୍ରାୟ ସାଢେ଼ ୫ଟା ସମୟରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ
Read More...

ଗୋଟିଏ ଘରୁ ୫ଟି ନରକଙ୍କାଳ ଉଦ୍ଧାର କଲା ପୁଲିସ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ଜେଲ୍‌ ରୋଡ୍‌ରେ ଅବସ୍ଥିତ ଜଣେ ଅବସରପ୍ରାପ୍ତ ଇଞ୍ଜିୟର୍‌ଙ୍କ ଘରୁ ପୁଲିସ ୫ଟି ନରକଙ୍କାଳ ଉଦ୍ଧାର କରିଛି । ଘର ସମ୍ମୁଖରେ ଖପୁରିଟିଏ ପଡ଼ିଥିବା ବିଷୟରେ ଖବର ପାଇବା ପରେ ପୁଲିସ ସେଠାରୁ ନରକଙ୍କାଳ ସବୁ ଉଦ୍ଧାର କରିଛି । କିନ୍ତୁ,
Read More...